ଆମ ଜିଲା ଖବର

୮ ଶ୍ରେଣୀକୁ ଅଛି ୨ କୋଠରୀ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କୋକସରା,୨୯।୭(ଡି.ଏନ୍‌.ଏ.): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣା ପାଠ୍ୟପୁସ୍ତକ, ଖାଦ୍ୟ, ପୋଷାକ ସମେତ ଅନେକ ଯୋଜନା ପ୍ରଣୟନ…

କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପୋଡ଼ମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ର ଗର୍ଭରେ ଲୀନ…

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ନରସିଂହପୁର,୨୯।୭: ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା। ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ବୁଲୁଥିବା ଗୁଳିବିଦ୍ଧ ଦନ୍ତାଟି ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଆଖି ବୁଜିଛି। ଏନେଇ ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ମାସରେ ଏହି ଅଞ୍ଚଳରେ ଏକ…

ମହିଳାଙ୍କୁ ଅସଦାଚରଣ କରି କାଠ ଫାଳିଆରେ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ

ବ୍ରହ୍ମପୁର ଅଫିସ,୨୯ା୭: ସମାଜରେ ମହିଳାଙ୍କ ପ୍ରତି ହିଂସା ଏବଂ ଦୁର୍ବ୍ୟବହାର ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଣେ ମହିଳାଙ୍କୁ ଅସଦାଚରଣ କରି ଆକ୍ରମଣ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ…

୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ। ଫଳରେ ବନ କର୍ମଚାରୀ ଚିନ୍ତାରେ ପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ଛଅ ଦିନ ତଳେ…

ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସହଯୋଗ କରୁନାହିଁ। ବାରମ୍ବାର କାର୍ଯ୍ୟ ସମୀକ୍ଷା ସହ ଡ୍ରେନ୍‌ ନିର୍ମାଣ ପାଇଁ ବ୍ଲୁ…

କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି ପ୍ରବେଶ ପଥ। ପବିତ୍ର ଜାଗରଯାତ୍ରାରେ ଯେଉଁ ମଣ୍ଡପ ଦୀପମୟ ହୋଇଉଠୁଥିଲା, ତାହା ଏବେ ପାଲଟିଛି…

ଶାଶୁ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଜ୍ବାଇଁଙ୍କ ଏପରି କାରନାମା ବୋଲି ଅଭିଯୋଗ ଆଣିଲେ ଶ୍ୱଶୁର

ଭବାନୀପାଟଣା,୨୯।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ବଲାଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ…

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ୧୩୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୨ଜଣ ପ୍ରଥମ ଏବଂ ୨୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀନ୍ନ…

ଅକାଳରେ ଗଲାଣି ୧୨ ଜୀବନ

କେନ୍ଦୁଝର, ୨୯।୭ (ସ୍ବ.ପ୍ର.) କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବାୟାପାଣ୍ଡାଧାର ଜୁଆଙ୍ଗ ଗ୍ରାମରେ ଦୁଇ ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ମୃତକ ହେଲେ ମାଧ ଜୁଆଙ୍ଗ (୩୫) ଓ ବାବୁଲା ଜୁଆଙ୍ଗ (୨୫)।…

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଖୁଣ୍ଟ ଧାଡ଼ି ଧାଡ଼ି କରି ପୋତାଯାଇଛି। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ…

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଅମ୍ବାଭୋନା,୨୯ା୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?