ଆମ ଜିଲା ଖବର

ମାଛ ମାରିବାକୁ ଚାଲିଛି ବ୍ଲାଷ୍ଟିଂ

ବିନିକା,୧୬।୬(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଜୀରା ନଦୀରେ ଅବାଧରେ ବ୍ଲାଷ୍ଟିଂ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରାଯାଉଛି। ସହଜରେ ମାଛ ମାରିବା ପାଇଁ କେତେକ ମାଛ ବେପାରୀ ଏଭଳି ପନ୍ଥା ଆପଣେଇ ନେଇଛନ୍ତି। ଏହାଫଳରେ ଜଳଚର…

କେନାଲ ଶୁଖିଲା, ବର୍ଷା ନାହିଁ: ଆଗେଇ ପାରୁନି ଖରିଫ ଚାଷ

ବରଗଡ଼ ଅଫିସ୍‌,୧୬।୬ – ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସରୁ ଖରିଫ ଚାଷ ଆରମ୍ଭ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଏହି ଚାଷକାର୍ଯ୍ୟ ହୋଇଥାଏ। ଜଳସେଚିତ ଅଞ୍ଚଳର ଚାଷୀମାନେ କେନାଲ ପାଣି ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ…

ବାଲେଶ୍ୱରରେ ରସଗୋଲା ମହୋତ୍ସବ

ବାଲେଶ୍ୱର ଅଫିସ, ୧୬।୬ – ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ବ୍ରିଟ୍‌ କଲ୍ୟାଣମଣ୍ଡପ ପରିସରରେ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ତରଫରୁ ରସଗୋଲା ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ରଜ ଉପଲକ୍ଷେ ରସଗୋଲା ମହୋତ୍ସବ ଏବଂ ପୋଡ଼ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ସୀତାବିଞ୍ଜିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କିକୋଟ,୧୬।୬(ଡି.ଏନ.ଏ) – କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ ହାଉସ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସୀତାବିଞ୍ଜିଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମେଳା ଆରମ୍ଭ ହୋଇଯାଇଛି। ସୀତାବିଞ୍ଜି ସର୍ବଭାରତୀୟ ସ୍ତରରେ ଏକ ପୌରାଣିକ ଶକ୍ତିପୀଠ ଅଟେ। ଏଠାରେ ପ୍ରତିବର୍ଷ ରଜ…

ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା କିନ୍ତୁ ଖାଲି ଥିବା…

ଢେଙ୍କାନାଳରେ ଆମେରିକା ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୬।୬ – ଆମେରିକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ (ବିଏମ୍‌ଜିଏଫ୍‌)ର ଏକ ପ୍ରତିନିଧି ଦଳ ବୁଧବାର ଢେଙ୍କାନାଳ ଜିଲା ପରିଦର୍ଶନରେ ଆସିଛନ୍ତି। ବିଏମ୍‌ଜିଏଫ୍‌ର ବ୍ରିଆନ୍‌ ଆର୍‌ବୋଗାଷ୍ଟଙ୍କ ନେତୃତ୍ୱରେ ରୋଶନ ଶ୍ରୋଷ୍ଠା, ଅର୍ଚ୍ଚନା ବ୍ୟାସ, ସଫି ଗୁଡୱାନୀ ପ୍ରମୁଖ…

‘ସ୍ଵ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ, ୧୬।୬ – ଅନୁଗୋଳ ସୌଭାଗ୍ୟନଗରସ୍ଥିତ ‘ଆର୍ଯ୍ୟଭଟ୍ଟ ଏଜୁକେଶନ୍‌’ ପକ୍ଷରୁ ଏକ ଦିବସୀୟ ‘ସ୍ବ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାର ୧୦୦…

ରେଲୱେ ପରୀକ୍ଷାର୍ଥୀ ହନ୍ତସନ୍ତ

ଢେଙ୍କାନାଳ ଅଫିସ୍‌, ୧୬।୬ – ରେଲୱେ ପରୀକ୍ଷା ଦେବା ଲାଗି ଢେଙ୍କାନାଳ ଆସିଥିବା ପରୀକ୍ଷାର୍ଥୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ରହିବା ପାଇଁ ଘର କି ଖାଦ୍ୟ ମିଳୁନାହିଁ। ପରୀକ୍ଷା ପରିଚାଳନାରେ ଏଭଳି ତ୍ରୁଟିକୁ ନେଇ ଉଦ୍‌ବେଗ…

ରଜ ପାନ ବିନା ମଉଜ ଅଧା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ହନୁମାନ ଛକରେ ପାନ ଦୋକାନ କରିଥିବା ସଦାନନ୍ଦ ନାଥଙ୍କୁ ଏବେ ଫୁରସତ୍‌ ନାହିଁ। ସକାଳ ୭ଟାରୁ ରାତି ୧୦ଟା ଯାଏ ତାଙ୍କ ଦୋକାନରେ ଅସମ୍ଭବ ଭିଡ଼। କୌଣସି ଜଣେ ବି ଗ୍ରାହକ ଯେପରି ଅସନ୍ତୁଷ୍ଟ…

ଆଜିଠୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ,୧୬।୬: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଉତ୍ତର ଶିମିଳିପାଳର ଏସିଏଫ୍‌ ପ୍ରଦୀପ କୁମାର ଦେ…

ଆଜି ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ,୧୬।୬: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ କରାଯାଇଛି। ଦିବାଲୋକରେ ଚୋରି, ରାହାଜାନି ସହ ଗୁଳିକାଣ୍ଡ ଯୋଗୁ ଜନସାଧାରଣ ଆତଙ୍କିତ…

ବଖାଣିଲେ ରାହୁଲ ଉଦ୍ଧାର ଅନୁଭୂତି

ଢେଙ୍କାନାଳ ଅଫିସ, ୧୬।୬: ସେପଟେ ଜଗିଥିଲା ମୃତ୍ୟୁ। ଏପଟେ ମୃତ୍ୟୁ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବାକୁ ଚାଲିଥିଲା ସଂଘର୍ଷ। ୧୦୬ ଘଣ୍ଟାର କଷ୍ଟକର ସମୟ। ଛତିଶଗଡ଼ ସରକାର, ମାଇନିଂ ଏକ୍ସପର୍ଟ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା ଯବାନ, ସ୍ଥାନୀୟ ପୋଲିସଙ୍କ ସମେତ ୫୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?