ଆମ ଜିଲା ଖବର

ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡ଼ି ଦେଲେ

ନୂଆଗାଁ,୧୭।୬ (ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହୀପୁର ବନ ବିଭାଗର ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଛି। ମହୀପୁର ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚାରା ଉତ୍ପାଦନ କରିବା ନାଁରେ…

୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା ଜଙ୍ଗଲରୁ ୩ ଏକର ଏପରି ମୋଟରେ ୫ ଏକାର ଜଙ୍ଗଲ ସଫା କରାଯାଇଛି। ସିଭିଲି…

ଚର୍ଚ୍ଚାରେ ଟି-୨୦ ନକଲି ପାସ୍‌

କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍‌ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍‌ ଧରି ବହୁ ଲୋକ ଷ୍ଟାଡିୟମ୍‌ ଭିତରେ ପଶିଥିବା ଦେଖିବାକୁ ମିଳିଥିଲା। ଏପରି କି କଡ଼ା…

ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ଲାନ୍‌

ପୁରୀ ଅଫିସ,୧୭।୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଗୁରୁବାର ପୁରୀ ଜିଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌. କେ. ଶର୍ମା ଅଧ୍ୟକ୍ଷତା କରିଥିଲେ। ସ୍ନାନଯାତ୍ରା ଭଳି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…

୫ କ୍ରଶରରେ ଆୟକର ଚଢ଼ାଉ

ଯାଜପୁର ଅଫିସ/ଧର୍ମଶାଳା, ୧୭ା୬(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା କ୍ରଶର ୟୁନିଟ୍‌ କୋଣାର୍କ, ଅରୁଣୀ, କଲ୍ୟାଣୀ, ଏସ୍‌ଟି ମିନେରାଲ୍ସ ଓ ପିଜେ ମିନେରାଲ୍ସ ଉପରେ ଗୁରୁବାର ସକାଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୨…

ବଢୁଛି ବେଆଇନ ବାଲି ପରିବହନ

ରସୁଲପୁର,୧୭ା୬(ଡି.ଏନ.ଏ.):ରସୁଲପୁର ତହସିଲ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ନିଲାମ ବାଲିଘାଟ ରହିଛି। ତେବେ ଉକ୍ତ ବାଲିଘାଟଗୁଡ଼ିକରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ବେଆଇନ ଭାବେ ପରିବହନ ହେଉଥିବା ଅଭିଯୋଗ ହେଉଛି। ଲିଜ୍‌ଧାରୀ ଲଘୁଖଣିଜ ପରିବହନ ଆଇନ ଖିଲାପ କରି ବାଲି ପରିବହନ କରୁଛନ୍ତି।…

ଲୁହା ପଥର ଦର ହ୍ରାସ ଆଶାରେ ଶିଳ୍ପ ସମୂହ

ଯାଜପୁର ଅଫିସ,୧୭ା୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ନିଯୁକ୍ତି ବଦଳରେ ପୁଣି କର୍ମଚାରୀ ଓ ଶ୍ରମିକ ଛଟେଇ ଆଶଙ୍କା ଦେଖାଦେଇଛି। ଆବଶ୍ୟକ କଞ୍ଚାମାଲ ଅଭାବ, ଲୁହାପଥର, କ୍ରୋମାଇଟ ମୂଲ୍ୟ ବଢ଼ିବା ସହ ତୈଳ ଦରବୃଦ୍ଧି କାରଣରୁ ଟ୍ରକ ମାଲିକମାନେ ପରିବହନ ଦର ବୃଦ୍ଧି କରିବା…

ଲକ୍ଷେ ଦେଲେ ଗାଁରେ ମିଶିବେ ପରିବାର

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଗୋଟିଏ ପରେ ଗୋଟିଏ ସାମାଜିକ ବାସନ୍ଦ ଘଟଣା ପଦାକୁ ଆସିବାରେ ଲାଗିଛି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀରେ ଗତ ଦେଢମାସ ହେଲା ଏପରି ଅଭିଯୋଗ ଆସୁଛି। ୧୧ ବର୍ଷ ହେଲା ଏକ ପରିବାର ବାସନ୍ଦ ହୋଇଛନ୍ତି। ଗାଁରେ ମିଶିବାକୁ ହେଲେ…

୨ରୁ ସିପିଏସ୍‌ଇ ଲିଖିତ ପରୀକ୍ଷା

କଟକ ଅଫିସ, ୧୭।୬:ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସ୍‌ଇ)-୨୦୧୮ ବର୍ଷ ପାଇଁ କମ୍ପ୍ୟୁଟରଭିତ୍ତିକ ଲିଖିତ ପରୀକ୍ଷା ଅନ୍‌ଲାଇନ ମାଧ୍ୟମରେ କରାଯିବ। ଉକ୍ତ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ୯ ତାରିଖ ଏବଂ ୧୧ରୁ…

ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଓଡ଼ିଆ ଇଞ୍ଜିନିୟର

ପାଟଣା,୧୭ା୬(ସ୍ବ.ପ୍ର.):ଛତିଶଗଡ଼ର ଜାହାଙ୍ଗିର ଚମ୍ପା ଜିଲା ପିହରିଡ଼ ଗ୍ରାମରେ ୮୦ ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଦିବ୍ୟାଙ୍ଗ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର। ସେ ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଧୀନ…

ବଳାତ୍କାର ପୀଡ଼ିତାଙ୍କ ସନ୍ଦେହଜନକ ମୃତ୍ୟୁ

କୁତ୍ରା, ୧୬।୬(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ବଳାତ୍କାର ଶିକାର ହୋଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ରାତି ପ୍ରାୟ ୧୨ଟାବେଳେ ଅସୁସ୍ଥତା ଅନୁଭବ କରିବା ସହିତ ମୁହଁରୁ ଫେଣ ବାହାରୁଥିବା ନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ।…

ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଗୁରୁବାର ପ୍ରେମିକ ଅଶୋକ ସାହୁ(୩୨)ଙ୍କ ମୃତଦେହ ପ୍ରେମିକାଙ୍କ ଘର ବାରିପଟୁ ପୋଲିସ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?