ଆମ ଜିଲା ଖବର

ବୈଷୟିକ ସହାୟତା ପାଇଁ କଟକ ଗଲେ ଆଇଓ

ଜଗତ୍‌ସିଂହପୁର ଅଫିସ,୨୬।୬: ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬,୧୨,୯୦୦ ଟଙ୍କା ଗାଏବ ମାମଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜାଲ୍‌ ଚେକ୍‌ ବଳରେ ବ୍ୟାଙ୍କ୍‌ ଅଫ୍‌ ବରୋଦା ଜଗତ୍‌ସିଂହପୁର ଶାଖାରୁ ଗତ ୧୭ ତାରିଖରେ କୋଲ୍‌କାତାସ୍ଥିତ ଇଣ୍ଡିଆନ…

ବିନା ଅନୁମତିରେ ଚାଲିଛି ପାଥୋଲାବ୍‌,ଏକ୍ସରେ କ୍ଲିନିକ୍‌

ପଟ୍ଟାମୁଣ୍ଡାଇ, ୨୬।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଛତୁ ଫୁଟିଲା ଭଳି ମାଳ ମାଳ ଖୋଲିଚାଲିଛି ପାଥୋଲାବ୍‌ ଓ ଏକ୍ସରେ କ୍ଲିନିକ୍‌। ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ନୀରବଦ୍ରଷ୍ଟା ସଜିଛନ୍ତି। ଡିଏମ୍‌ଏଲ୍‌ଟିର ବିନା ଅମୁମତି ଓ ତାଙ୍କ…

ଟଙ୍କା ଫେରିପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ଲାଗି ମେ’…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲେ

ବାରଙ୍ଗ,୨୬।୬(ଡି.ଏନ୍‌.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା। ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗଁା ନିକଟ କାଜୁ ଜଙ୍ଗଲରୁ ବୁଧବାର…

ବଡ଼ଦାଣ୍ଡର ୫୦ ସ୍ଥାନରେ ସିସିଟିଭି

ପୁରୀ ଅଫିସ,୨୬।୬: ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ ପୁରୀ ସଦ୍‌ଭାବନା ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି କହିଛନ୍ତି, ଚଳିତ ରଥଯାତ୍ରାରେ ବହୁ ଜନସମାଗମ…

ଗଜପତିଙ୍କୁ ଜଣାଇଲେ ଦଇତାପତି

ପୁରୀ ଅଫିସ,୨୬।୬: ଆଷାଢ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ଶନିବାର ଅବସରରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏହି ଖବର ଶ୍ରୀନଅରରେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ସୂଚନା ଦେବା ସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ…

ରୁପା ଛାଉଣି ହେବ କଳାହାଟ ଦ୍ୱାର

ପୁରୀ ଅଫିସ,୨୬।୬: ଶ୍ରୀମନ୍ଦିରର ୮ ଦ୍ୱାର ମଧ୍ୟରୁ ବାକି ଗୋଟିଏ ରହିଯାଇଥିବା କଳାହାଟ ଦ୍ୱାର ଖୁବ୍‌ଶୀଘ୍ର ରୁପା ଛାଉଣି ହେବାକୁ ଯାଉଛି। ଏଥିପାଇଁ ଆବଶ୍ୟକ ରୁପାକୁ କଡ଼ା ସୁରକ୍ଷା ମଧ୍ୟରେ ଶନିବାର ଭକ୍ତନିବାସକୁ ପଠାଯାଇଛି। ଜିଲା କୋଷାଗାରରେ ରଖାଯାଇଥିବା ୫ଶହ କିଲୋଗ୍ରାମ୍‌ର…

ଟପ୍‌-୭ରେ ସମ୍ବଲପୁରର ପ୍ରତୀକ

ସମ୍ବଲପୁର,୨୬।୬(ବ୍ୟୁରୋ): ଟିଭି ରିୟଲିଟି ଶୋ’ ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ପୁଅ ପ୍ରତୀକ ନାୟକ ଟପ-୭ରେ ପହଞ୍ଚତ୍ଛନ୍ତି। ସେ ନିଜର ନୃତ୍ୟ ମାଧ୍ୟମରେ ବିଚାରକଙ୍କ ହୃଦୟ ଜିତିପାରିଛନ୍ତି। ଟପ-୭ରେ ପହଞ୍ଚତ୍ ପ୍ରତୀକ ଓଡ଼ିଶାବାସୀଙ୍କୁ ବିଜୟ ମୁକୁଟ ଦେବା ଆଶା ଉଜ୍ଜୀବିତ କରିଛନ୍ତି।…

ଘର ତଳୁ ୧୨ ପିତ୍ତଳ ମୂର୍ତ୍ତି ଉଦ୍ଧାର

କଟକ ସଦର, ୨୬।୬(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାପାର୍ଶ୍ୱ ନାହାଭଙ୍ଗା ଗ୍ରାମର ଶମ୍ଭୁନାଥ ବେହେରାଙ୍କ ଘର ଚଟାଣ ତଳୁ ଶୁକ୍ରବାର ୧୨ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଦୁର୍ଗା, ଗରୁଡ଼ ମୂର୍ତ୍ତି ଓ ଶାଳଗ୍ରାମ ରହିଛି। ପରେ ମୂର୍ତ୍ତିଗୁଡିକ…

ପିଲାଙ୍କୁ ଆସୁନି ୩ କ ପଣିକିଆ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୬: ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷା ପ୍ରଦାନ ପାଇଁ ସ୍କୁଲକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ହେଲେ କେତେକ ସ୍ଥାନରେ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ଥାଇ ସୁଦ୍ଧା ପିଲାମାନଙ୍କ ଶିକ୍ଷାରେ…

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଅଟକ

କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଖସାପଦା ଗ୍ରାମରେ ଏକ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ଚଇତୁ ଦେହୁରୀ। ଅଟକ ଅଭିଯୁକ୍ତ ହେଉଛନ୍ତି ଆଲୁତୁମା ଗ୍ରାମର ପ୍ରହଲ୍ଲାଦ ଦେହୁରୀ। ପୂର୍ବ…

ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର

ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ। ଏହି ସମୟରେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?