୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର
କୁଆଁରମୁଣ୍ଡା,୬।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଗୋବିରା ଗ୍ରାମ ପୁରୁଣା ଗିର୍ଜାଟୋଲାର ସୁଶୀଲ କୁଜୁର(୪୫)ଙ୍କୁ ଫାଣ୍ଡି ପୋଲିସ…
ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ
କେନ୍ଦୁଝର,୬।୮(ସ୍ବ.ପ୍ର.): ଅନୁସୂଚିତ ଜନଜାତି ସଦସ୍ୟ ଅନନ୍ତ ନାୟକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦୁଝର ଜିଲା ଆଦିବାସୀ ସମାଜ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ବିଭିନ୍ନ ଅଞ୍ଚଳରୁ ଜନଜାତି ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ବାହାରି ସହର ପରିକ୍ରମା କରି…
ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି
ଗଞ୍ଜାମ,୬।୮(ଡି.ଏନ୍.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଶନିବାର ସକାଳେ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି। ବର୍ଷାକୁ…
ମଣିପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥାରୁ ଡକାୟତି ଉଦ୍ୟମ
ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ ହୋଇଛି। ସଂସ୍ଥା କାର୍ଯ୍ୟାଳୟ ଖୋଲିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍ରେ ଆସି କାର୍ଯ୍ୟାଳୟ…
ମଇଁଷି ଚରାଇବାକୁ ଯାଇଥିଲେ,ହେଲା ବଜ୍ରପାତ
ନିରାକାରପୁର,୬ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶୀପୁର ଗୋପୀନାଥପୁର ଗଁାରେ ବଜ୍ରପାତରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଦିବାକର ପରିଡ଼ା (୨୫)। ଲଘୁଚାପଜନିତ ବର୍ଷା ଯୋଗୁ ମଧ୍ୟାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।…
ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ
ଆରଡ଼ି,୬ା୮(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ…
ଚଢ଼ାଉ କରିବାକୁ ଯାଇଥିଲେ ତହସିଲଦାର, ଗୋଡ଼ାଇ ପିଟିଲେ ଗ୍ରାମବାସୀ
ପାତ୍ରପୁର,୬।୮(ଡି.ଏନ୍.ଏ.): ଏକ ଚଢ଼ାଉ ବେଳେ ତହସିଲଦାରଙ୍କ ସମେତ ଅବକାରୀ ବିଭାଗର ୩ ଅଧିକାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବୁଡିଘାଟି ଗାଁରେ। ତହସିଲଦାର ଅମିତ କୁମାର ନାୟକଙ୍କ ସମେତ ଅବକାରୀ…
୧୪ରେ ରେଳରୋକୋ ଆନ୍ଦୋଳନ
ପଦ୍ମପୁର, ୬।୮(ଡି.ଏନ.ଏ.): ବରଗଡ଼ ଜିଲା ରାଜବୋଡାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ୨୦୨୧ ପ୍ରଧାନମନ୍ତ୍ରୀ ଫସଲ…
ତଳି ନଷ୍ଟକଲେ ହାତୀପଲ
ନାକଟିଦେଉଳ,୬ା୮(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏଥିରେ ଲୋକଙ୍କ ଧନଜୀବନ ହାନି ଘଟୁଥିବା ବେଳେ ଚାଷ କାର୍ଯ୍ୟ କ୍ଷତି ହେଉଛି। ବର୍ତ୍ତମାନ ଏକ ହାତୀପଲ ଧାନ କ୍ଷେତରେ ପଶି ତଳି ନଷ୍ଟ କରୁଛନ୍ତି। ୫ ଟିକିଆ ହାତୀପଲ…
ଛାତ୍ରୀଛାତ୍ରଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଆଶଙ୍କା
ମାଲକାନଗିରି,୬।୮ (ଡି.ଏନ୍.ଏ.): ବର୍ତ୍ତମାନ କୋଭିଡ ମହାମାରୀ ରୂପେ ବୃଦ୍ଧି ପାଉଥିବା ବେଳେ ନୂତନ ମହାମାରୀ ରୂପେ ଦେଖାଦେଇଛି ମଙ୍କିପକ୍ସ। ଏହାକୁ ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଛନ୍ତି। ମାଲକାନଗିରି ଜିଲାରେ ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଓ…
କଲ୍ୟାଣସିଂହପୁରରେ ଲୋକଙ୍କୁ ସଚେତନ କଲେ ମନ୍ତ୍ରୀ
ରାୟଗଡ଼ା ଅଫିସ,୬।୮: ରାୟଗଡ଼ା ଜିଲା କାଶୀପୁର ବ୍ଲକ ପରେ ପଡ଼ୋଶୀ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ବ୍ଲକ ଗସ୍ତକରି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।…
ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼
ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍ ଉତ୍ସାହର ସହ ସବୁ ବର୍ଗର ଲୋକ ପାଳନ୍ତି। ରାଖୀ ପାଇଁ ଏବେ ବଜାର ଚଳଚଞ୍ଚଳ।…

