ଆମ ଜିଲା ଖବର

ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ଫୁଲବାଣୀ ଅଫିସ, ୬ା୮: ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ମେଶିନ ଦୁଇ ଦିନ ହେବ ଅଚଳ ହୋଇପଡିଛି । ଫଳରେ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇ ରୋଗୀ ବାହାରେ ଏକ୍ସ-ରେ କରିବାକୁ…

ବଢ଼ୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୬।୮: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଷ୍ଟଲ୍‌, ଦୋକାନରେ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ସହ ଅନ୍ୟ ଖାଦ୍ୟ ସଜା ଯାଉଛି। ଯେଭଳି ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେବେ ଏହି ରଙ୍ଗଦିଆ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ…

ଖଟିଆରେ ବୁହାହେଲେ: ରାସ୍ତାରେ ପ୍ରସବ କଲେ

ଠାକୁରମୁଣ୍ଡା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଖମଡିହା ପୁରୁଣାପାଣି ସାହିକୁ ରାସ୍ତା ନ ଥିବାରୁ ଶୁକ୍ରବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ୧ କି.ମି ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ପିଲା ଜନ୍ମ ହୋଇଥିଲା।…

ବର୍ଷାଭାବରୁ ଖରିଫ ଧାନ ଚାଷ କାର୍ଯ୍ୟ ବ୍ୟାହତ

ବ୍ରହ୍ମପୁର ଅଫିସ,୬ା୮: କୃଷି ବହୁଳ ଗଞ୍ଜାମ ଜିଲାରେ ଚଳିତ ବର୍ଷର ଖରିଫ ଧାନଚାଷ ଆରମ୍ଭରୁ ଉଦବେଗଜନକ ହୋଇଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଯୋଗୁ ତଳି ପୋଡ଼ି ଓ ଗଜା ମରୁଡ଼ି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା ବଢ଼ାଇ…

ନଡ଼ିଆ ଚାରା ରୋପଣ ନାଁରେ ଅନିୟମିତତା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୭।୮: ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୨୦ରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ନଡିଆ ଚାରା ରୋପଣ କରାଯାଇଥିଲା। ନଡିଆ ଚାରା, ଖତ, ସାର, ଜଳସେଚନ, ପରିଷ୍କାର ପରିଚ୍ଛନ୍ନତା ଓ ରକ୍ଷଣାବେକ୍ଷଣ ବାବଦରେ ୪୩.୧୪…

ଦାନା ମୁଠେ ପାଇଁ ବାରଦୁଆର ୨ ଶିଶୁ

ଖୋର୍ଦ୍ଧା ଅଫିସ,୬ା୮: ଶିଶୁଙ୍କ ଉପଯୁକ୍ତ ସୁରକ୍ଷା, ଶିକ୍ଷା, ଥଇଥାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ(ଓଏସ୍‌ସିପିସିଆର୍‌) ଶିଶୁଙ୍କ ବିକାଶ ଦିଗରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା ରହିଛି। ମା’ଛେଉଣ୍ଡ ଦୁଇ ଶିଶୁ…

୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି

ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ଅଟଳ ବିହାରୀ ସ୍ବାଇଁଙ୍କ ସମେତ ବ୍ଲକ…

ସ୍କୁଲରୁ ଉଠାଇ ନେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ବିଞ୍ଝାରପୁର,୬।୮(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ପ୍ରୀତିପୁର ଅଞ୍ଚଳର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ସ୍କୁଲ୍‌ରୁ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାପରେ ଏସ୍‌ପି…

ଚିଙ୍ଗୁଡ଼ିଘେରିକୁ କେନ୍ଦ୍ର କରି ବୋମାମାଡ଼

ବ୍ରହ୍ମଗିରି,୬।୮(ଡି.ଏନ୍‌.ଏ.): କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଏକ ଚିଙ୍ଗୁଡି ଘେରିକୁ ନେଇ ସିଆରା ଗ୍ରାମରେ ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ବୋମା ମାଡ ହୋଇଛି। ଏହି ସଂଘର୍ଷରେ ୩ଜଣ ଆହତ ହେବା ସହିତ ପୋଲିସ ୪ ଜଣଙ୍କୁ…

ଦୁର୍ନୀତି ରୋକିବାରେ ଜିରୋ ଟଲରେନ୍ସକୁ ଗୁରୁତ୍ୱ

କଟକ ଅଫିସ, ୬।୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ୨୦୧୮ ବ୍ୟାଚ୍‌ର ଗ୍ରେଡ୍‌-ଏ ଅଫିସରଙ୍କ ନିମନ୍ତେ ୨ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ପି. କେ.…

୨ ବର୍ଷ ହେଲା ଗାଁରୁ ବାସନ୍ଦ ଗୀତାଙ୍କ ପରିବାର

ପୁରୀ ଅଫିସ, ୬ା୮: ଦୁଇବର୍ଷ ତଳେ ଘରେ ପଶି ଚୋରି ନେଇ ଥାନାରେ ଅଭିଯୋଗ କ୍ରମେ ଗ୍ରାମର କେତେଜଣ ଲୋକଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ଗ୍ରାମବାସୀ ଆକ୍ରୋଶ ରଖି ଅଭିଯୋଗକାରୀ ଗୀତା ସିଂଙ୍କ ପରିବାରକୁ ସେବେଠାରୁ ନିଆଁପାଣି ବାସନ୍ଦ…

ସଲମା ବିବିଙ୍କ ପରିବାରକୁ ଭଙ୍ଗା ଆଜବେଷ୍ଟ ସାହା

ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ ଥିବାରୁ ଏହି ପରିବାର ଭଙ୍ଗା ଆଜବେଷ୍ଟସ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କେନ୍ଦ୍ର ଓ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?