ଆମ ଜିଲା ଖବର

ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ

ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)୧୫ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ଅର୍ଥ ଅଭାବରୁ ଅଦ୍ୟାବଧି ୧୪ଟିର ଟେଣ୍ଡର ହୋଇପାରିନାହିଁ। ସୁବର୍ଣ୍ଣରେଖାରେ…

ପୋଲ ଆଗରେ ଜବରଦଖଲ, ଜଳ ନିଷ୍କାସନରେ ବାଧା

ବୋଲଗଡ଼,୧୨।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ବାଙ୍କୋଇ -ସାଗରଗୁଆ ପୂର୍ତ୍ତ ରାସ୍ତା ମଝିରେ ଥିବା ଏକ ପୋଲ ନିକଟରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ ଜାଗାରେ ଉକ୍ତ ବ୍ୟକ୍ତି ଗୋଟିଏ ଘର ନିର୍ମାଣ କରିବା ଯୋଗୁ ଗହୀର ଜଳ ନିଷ୍କାସନ…

ସଦସ୍ୟ ଅଭାବ: ଚାଲିପାରୁନି ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ

କଟକ ଅଫିସ ୧୨ା୯: ଅଧିକାରୀ ଏବଂ କର୍ମଚାରୀ ଅଭାବରୁ ରାଜ୍ୟ ଅର୍ଥ ବିଭାଗ ଅଧୀନରେ ଥିବା ବିକ୍ରିକର ନ୍ୟାୟାଧିକରଣ(ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ) ଦୀର୍ଘ ଦିନ ହେବ ଅଚଳାବସ୍ଥାରେ ରହିଛି। ଫଳରେ ଏଥିରେ ବିଚାର ଅପେକ୍ଷାରେ ଥିବା ମାମଲା ସଂଖ୍ୟା ଦିନକୁ ଦିନ…

ମହିଳା ନିର୍ଯାତନାରେ ୧ ନମ୍ବର: ଗର୍ଜିଲା ଭାଜପା ମହିଳା ମୋର୍ଚ୍ଚା

ଜୁନାଗଡ଼,୧୧।୯(ଡି.ଏନ.ଏ.) ଏନ୍‌ସିଆର୍‌ବି ରିପୋର୍ଟ ୨୦୨୧ ଅନୁଯାୟୀ ମହିଳା ନିର୍ଯାତନାରେ ଓଡିଶା ୧ ନମ୍ବର ସ୍ଥାନ ରହିଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ଭାଜପା ଜିଲା ମହିଳା ମୋର୍ଚ୍ଚା ପକ୍ଷରୁ ରବିବାର କଳାହାଣ୍ଡି ଜିଲା ଜୁନାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ମା’ ଲଙ୍କେଶ୍ୱରୀ…

ମାନସିକ ଚାପରେ ବିଷ ପିଇ ଜୀବନ ହାରିଲେ

କୋକସରା,୧୧।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ଖମାରୀ (୨୦)। ମିଳିଥିବା ସୂଚନା ମୁତାବକ, ସୁଶାନ୍ତ କୌଣସି କାରଣକୁ ନେଇ ମାନସିକ ଚାପରେ ରହୁଥିଲେ। ଫଳରେ ସେ…

ନିର୍ମାଣ କାର୍ଯ୍ୟରେ ଛାତ୍ରଙ୍କୁ ନିୟୋଜିତ କରି ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି,୧୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଥି ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏଥିଲାଗି ସେଠାକାର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରାଙ୍କୁ…

ଜିଆ ଖତ ନକଲି ସନ୍ଦେହରେ କାରଖାନା ଉପରେ ଚଢ଼ାଉ: ସଂଗ୍ରହ ହେଲା ନମୁନା

ସାକ୍ଷୀଗୋପାଳ,୧୧।୯(ଡି.ଏନ୍‌.ଏ./ସ୍ବ.ପ୍ର.): ନକଲି ସାର ପ୍ରସ୍ତୁତି ସନ୍ଦେହରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ଥିବା ଗ୍ଲେୟର କେମିକାଲ ପ୍ରାଇଭେଟ ଲିମିଟେଡ୍‌ କାରଖାନା ଉପରେ ରବିବାର ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଚଢ଼ାଉ କରିଛି। ସୂଚନାଯୋଗ୍ୟ, ସାକ୍ଷୀଗୋପାଳ ନିକଟ…

ବରଗଡ଼ ପଲିଟେକ୍ନିକ କଲେଜ ଛାତ୍ର ସର୍ବଭାରତୀୟ ଟପ୍ପର

ବରଗଡ଼ ଅଫିସ,୧୧।୯: ଭାରତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏଆଇଟିଟି ପରୀକ୍ଷା ଆଇଟି ସେକ୍ଟରରେ ବରଗଡ଼ ସରକାରୀ ପଳିଟେକ୍ନିକ କଲେଜର ଛାତ୍ର ପିତେଶ୍ୱର ବାରିକ ସର୍ବଭାରତରେ ଟପ୍ପର ହୋଇଛନ୍ତି । ଏହି ସଫଳତାରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ତଥା କଲେଜର ସମସ୍ତ କର୍ମଚାରୀ,…

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର: ୫ ପରିବାର ବାସହରା

ପାରଳାଖେମୁଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ୫ଟି ଘର ଭାଙ୍ଗିଯାଇଛି। ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅଧୀନ ଅଢେଇ, କୁଣ୍ଢେଇସିଂ, ଜଗନ୍ନାଥପୁର ଓ ଗିରା ଗାଁରେ ଘର ଭାଙ୍ଗି ଭୁଶୁଡ଼ି ପଡିଛି। କୁଣ୍ଢେଇସିଂ ଗ୍ରାମର…

ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ

ଦାରିଙ୍ଗବାଡ଼ି,୧୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…

ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି

ସିମୁଳିଆ,୧୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା ଚୋରି ହୋଇଛି। ଏହା ବ୍ୟତୀତ ଦୁର୍ବୃତ୍ତମାନେ ବିଭିନ୍ନ ଶ୍ରେଣୀ ଗୃହ, ରୋଷେଇ ଘର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?