ଆମ ଜିଲା ଖବର

ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ପତାକା ଉତ୍ତୋଳନ କରିଥିଲେ। ଏସଡିପିଓ ଅଫିସରେ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାରେ ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ,…

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ,୧୫।୮: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…

ଫେରି ନ ଥିଲେ ଘରକୁ, ପୋଖରୀରୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବାଘଲା ଗ୍ରାମ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆଙ୍ଗୁ ଗ୍ରାମର ଯୋଗୀ ନାହାକ(୫୦)। ଯୋଗୀ କୌଣସି କାର୍ଯ୍ୟରେ ବାଘଲା ଗ୍ରାମକୁ ଯାଇ ଆଉ ଘରକୁ ଫେରି…

ଚାଉରିହମୁଲ ବ୍ରିଜରେ ୩ଫୁଟ ପାଣି: ସୁନ୍ଦରଗଡ଼-ଝାରସୁଗୁଡ଼ା ବିଛିନ୍ନ

ହେମଗିରି,୧୫।୮(ଡି.ଏନ୍‌.ଏ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଜିଲା ଓ ଝାରସୁଗୁଡା ଜିଲାକୁ ସଂଯୋଗ କରୁଥିବା ଚାଉରିହମୁଲ ବ୍ରିଜ ଉପରେ ୨ରୁ୩ ଫୁଟ ପାଣି…

ହାତୀନଦୀରେ ବନ୍ୟା: ଗାଁ, ମୁଖ୍ୟ ରାସ୍ତାରେ ଚାଲିଲା ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର): କଳାହାଣ୍ଡି ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ଅନେକ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅନେକ ସ୍ଥାନ ମୁଖ୍ୟ ରାସ୍ତାରେ ବଢି ପାଣି ପ୍ରବାହିତ ହେଉଥିବାରୁ…

ଭାରତ ସ୍ବାଧୀନତାରେ ବାଲେଶ୍ୱରର ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ ୧୫।୮: ବାଲେଶ୍ୱର ଜିଲା ପୋଲିସ ରିଜର୍ଭ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଭାରତ ସ୍ବାଧୀନତାରେ…

ରାୟଗଡ଼ାରେ ପତ୍ତାକା ଉତ୍ତୋଳନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୧୫ା୮: ୭୬ତମ ସ୍ବାଧୀନତା ଦିବସ ସୋମବାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲାପାଳ ସଦାଦେବ ସିଂ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…

ସମିତିସଭ୍ୟାଙ୍କ ଅନଶନ, ଡିଇଓଙ୍କୁ ଚିଠି ଲେଖିଲେ ବିଇଓ

ନିଶ୍ଚିନ୍ତକୋଇଲି,୧୫।୮(ସ୍ବ.ପ୍ର.): କ୍ଷେତ୍ରମୋହନ ବିଦ୍ୟାପୀଠ ରୂପାନ୍ତରୀଣ ଯୋଜନାରୁ ବାଦ ପଡିଛି। ଏହାକୁ ନେଇ କଟରପଡ଼ା ସମିତିସଭ୍ୟା ସ୍ବାଗତିକା ନାୟକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆମରଣ ଅନଶନ କରିଛନ୍ତି। ତାଙ୍କ ସହ ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ ଓ ଗ୍ରାମବାସୀ ଯୋଗଦେଇଛନ୍ତି। ଅନ୍ୟପକ୍ଷେ…

ସେବା ସମବାୟ ସମିତିରେ ଉଡ଼ିଲାନି ତ୍ରିରଙ୍ଗା, ଭୁଲିଗଲେ କର୍ମଚାରୀ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସ ପାଳନ ନେଇ ସରକାର ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସେବା ସମବାୟ ସମିତିରେ। ପ୍ରକାଶଯୋଗ୍ୟ, ଖୋଦ୍‌ ସରକାରଙ୍କଳ ଅଧୀନରେ ଥିବା ଏହି ସେବା…

ବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧ,୧୫ା୮(ସ୍ବ.ପ୍ର.): ବୌଦ୍ଧରେ ସୋମବାର ୭୬ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଜାତୀୟ ପତାକା ଉାତ୍ତୋଳନ କରିବା…

ଜାତୀୟ ରାଜପଥ ଶୋଚନୀୟ: ଗାଡ଼ି ଚଳାଚଳ ବନ୍ଦ

ଦେବଗଡ଼,୧୫।୮(ଡି.ଏନ.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମ ଦେଇ ଯାଇଥିବା ରାଞ୍ଚି -ବିଜୟୱାଡା ୨୩ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନ ଧରି ମରାମତି ଅଭାବରୁ ବ୍ୟବହାର ଉପଯୋଗୀ ହୋଇପାରୁ ନ ଥିବାବେଳେ ଗତ ଏକ ସପ୍ତାହ ଧରି…

ଜୀବନ ଚାଲିଗଲା, ହେଲେ ଆବାସ ଯୋଜନାରେ ଅଗସ୍ତିଙ୍କୁ ମିଳିଲାନି ଘର

କେସିଙ୍ଗା,୧୫।୮(ଡି.ଏନ୍‌.ଏ.): ଜୀବନ ଚାଲିଗଲା ସିନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଶେଷରେ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡା ହିଁ ତାଙ୍କର ଶେଷ ଠିକଣା ହୋଇ ରହିଗଲା। ଗୋଟିଏ ପଟେ ସରକାର ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ଲାଗି ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?