ଆମ ଜିଲା ଖବର

୭୫ ବର୍ଷ ପରେ ନିୟମଗିରି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

ଭବାନୀପାଟଣା,୧୫।୮(ସ୍ବ.ପ୍ର.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍‌…

ପାଟଣାରେ ଉଡ଼ିଲା ତ୍ରିରଙ୍ଗା, ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ପାଟଣା,୧୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ୭୬ତମ ସ୍ବାଧୀନତା ଦିବସ ସୋମବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଯୋଗ ଦେଇ ପତାକା…

ତ୍ରିରଙ୍ଗାରେ ଝଲସୁଛି ଐତିହାସିକ ପୋତାଗଡ଼

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ସାରା ଦେଶରେ ପାଳିତ ହେଉଛି ୭୬ ତମ ସ୍ବାଧୀନତା ଦିବସ l ଏହି ସ୍ବତନ୍ତ୍ର ଅବସରରେ ପ୍ରଥମ ଥର ପାଇଁ ଐତିହାସିକ ପୋତାଗଡ଼ ତ୍ରିରଙ୍ଗାରେ ଝଲସୁଛି l ତହସିଲଦାର ଅରୁଣ କୁମାର ନାୟକଙ୍କ ନିଜସ୍ବ ଉଦ୍ୟମରେ ପୋତାଗଡ଼ ଚତୁର୍ପାର୍ଶ୍ୱରେ ତ୍ରିରଙ୍ଗା…

୫୫ ପଞ୍ଚାୟତବାସୀଙ୍କୁ ଘାରିଛି ଜଳବନ୍ଦୀ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୫/୮:କେନ୍ଦ୍ରାପଡ଼ା ଜିଲାରେ ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଜିଲାର ବିଭିନ୍ନ ବ୍ଲକରେ ୧୦ ତାରିଖରେ ୧୫୪ ମିଲିମିଟର, ୧୧ରେ ୧୯୫ ମି.ମି., ୧୨ରେ ୧୯୧ ମି.ମି., ୧୩ରେ ୧୫୨ ମି.ମି. ଓ ୧୪ ତାରିଖରେ…

ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ

ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି।…

ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ମାଲକାନଗିରି,୧୫।୮(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଡିଏନ୍‌କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଦେଶକୁ…

ବିପଦ ବଢ଼ାଉଛି ବ୍ରାହ୍ମଣୀ

ଢେଙ୍କାନାଳ ଅଫିସ, ୧୫।୮:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରବାହରେ ୩ ଦିନ ହେଲା ଜାରି ରହିଥିବା ଲଗାଣ ବର୍ଷାରେ ଫୁଲି ଉଠିଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଫଳରେ ଢେଙ୍କାନାଳ ଜିଲାର ନଦୀକୂଳିଆ ଓ…

ବହୁ ତଳିଆ ଗାଁ ଜଳବନ୍ଦୀ

କେନ୍ଦୁଝର,୧୫ା୮ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମ, ବସ୍ତି, ଓ୍ବାର୍ଡ ଜଳବନ୍ଦୀ ହୋଇଛି। ତେବେ ଏନେଇ ପ୍ରଶାସନ ପାଖରେ ଠିକ ସୂଚନା ନାହିଁ। ନଦୀନାଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅନେକ ସ୍ଥାନରେ ପୋଲ…

ସ୍ମୃତିରେ ନ ଅଟକୁ ସ୍ମୃତି ଭବନ

ବଇଣ୍ଡା,୧୫ା୮(ପରିକ୍ଷିତ ସାହୁ):ମହାତ୍ମାଙ୍କ ଆଗମନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ହୋଇଛି ଅନେକ ବ୍ୟବସ୍ଥା। ଗାନ୍ଧୀ ସ୍ମୃତିଭବନ, ଡାକବଙ୍ଗଳା ନିର୍ମାଣ ସହ ବାପୁଙ୍କ ବ୍ରୋଞ୍ଚ ପ୍ରତିମର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗାନ୍ଧୀଙ୍କ ଅନେକ ବାର୍ତ୍ତା ବହନ…

ବଢ଼ୁଛି ଝାଡ଼ାବାନ୍ତି: ଆଶା, ଅଙ୍ଗନୱାଡିଙ୍କ ଭରସାରେ ରୋଗୀ

ତେନ୍ତୁଳିଖୁଣ୍ଟି, ୧୫।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଏଠାକୁ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚତ୍ ପାରୁନାହିଁ। ଗାଁର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର…

ହାଲେର ଯୋର ଆପ୍ରୋଚ ପୋଲରେ ୩ ଫୁଟ ପାଣି

ଭବାନୀପାଟଣା,୧୫।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରି ସ୍ଥିତିରେ ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଯୋର ଆପ୍ରୋଚ ପୋଲ ଉପରେ ସୋମବାର ସକାଳୁ ୩ ଫୁଟରୁ ଅଧିକ ପାଣି ଚାଲୁଥିବା…

ଜଳବନ୍ଦୀ ଜୀବନ ବିତାଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୧୫ା୮ ( ଡି.ଏନ.ଏ.):୫ବର୍ଷର ଅବଧି ଶେଷ ହୋଇ ଯାଇଥିଲେ ହେଁ ନିର୍ମାଣ ସରୁନି ଚବେରି ନଦୀ ପୋଲ ନିର୍ମାଣ। ଜିଲା ଏବଂ ବ୍ଲକ ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ମଧୁବିଶାଳୀ ଗ୍ରାମବାସୀ ଜଳବନ୍ଦୀ ଜୀବନ ବିତାଉଛନ୍ତି । କୋରାପୁଟ ଜିଲା ଦଶମନ୍ତପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?