ଆମ ଜିଲା ଖବର

ରାସ୍ତା ସମସ୍ୟା ସମାଧାନ ନ ହେଲେ ଧାରଣା ଚେତାବନୀ

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏବେ ବି ଲୋକଙ୍କ ଗମନାଗମନ ନିମନ୍ତେ ସମସ୍ୟା ରହିଛି। ଦୀପ ତଳ ଅନ୍ଧାର ସଦୃଶ ବ୍ଲକ ସଦର ମହକୁମାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ଗାଁକୁ ଯିବା ପାଇଁ ନାହିଁ ପକ୍କାରାସ୍ତା l…

ରୋଗୀଙ୍କୁ ୫କି.ମି.ଖଟିଆରେ ବୋହି ନଦୀପାର

ଚନ୍ଦାହାଣ୍ଡି, ୧୩।୮(ଡି.ଏନ୍‌.ଏ.): ରାସ୍ତା ନଖିବାରୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଞ୍ଚାୟତ ଗୌରଝରିଆ ଗ୍ରାମର ଜଣେ ରୋଗୀଙ୍କୁ ୫ କି.ମି. ବୋହିବା ସହ ନଦୀ ପାର କରାଇ ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ପରିବାର ଓ ଗ୍ରାମବାସୀ। ଏହି ଘଟଣାକୁ ବିିଭନ୍ନ…

କାଶୀପୁରର ଝାଡ଼ାବାନ୍ତି ପ୍ରସଙ୍ଗ: ପାର୍ଲାମେଣ୍ଟରେ ଉଠାଇଲେ ସପ୍ତଗିରି

ରାୟଗଡ଼ା ଅଫିସ, ୧୩ା୮: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡ଼ାବାନ୍ତି ପ୍ରସଙ୍ଗକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ଉଠାଇଛନ୍ତି। ଜଳବାହିତ ରୋଗ ଏବଂ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଷୟରେ ସରକାର ଅବଗତ ଅଛନ୍ତି କି ବୋଲି…

ପ୍ରକଳ୍ପକୁ ଅଡ଼ୁଆ ପାଣି

ବଇଣ୍ଡା, ୧୩ା୮ (ଡି.ଏନ.ଏ.): ନିର୍ମାଣ ବେଳେ ଦୁର୍ବଳ ରହିଗଲା ଭିତ୍ତିଭୂମି। ଖାଲୁଆ ଅଞ୍ଚଳରେ ବସାଗଲା ପାନୀୟ ଜଳ ପ୍ରକଳ୍ପ। ଫଳରେ ସାମାନ୍ୟ ବର୍ଷା ହେଲେ ବୁଡ଼ିଯାଉଛି ବୋର୍‌ଓ୍ବେଲ। ପ୍ରକଳ୍ପ ପାଣି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ଜମୁଥିବା ବର୍ଷାପାଣି। ବ୍ଲକ…

କ୍ଷତିଗ୍ରସ୍ତଙ୍କୁ ‘ରିମ୍‌ଝିମ୍‌’ର ପ୍ରତାରଣା

ଢେଙ୍କାନାଳ ଅଫିସ, ୧୩।୮: କମ୍ପାନୀ ନାଁ ବଦଳିଛି। ବଦଳିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି। ତେବେ ଏହି ବଦଳିବା ପ୍ରକ୍ରିୟା ମଧ୍ୟରେ ପୁରାତନ କର୍ମଚାରୀଙ୍କ ଭାଗ୍ୟ ଠେଲି ହୋଇଯାଇଛି ଅନ୍ଧକାର ମଧ୍ୟକୁ। କାରଖାନା ପାଇଁ ଜମି ହରାଇ ନିଯୁକ୍ତି ପାଇଥିବା…

ବଜ୍ରଗଡ଼ରେ ବିଶୁଦ୍ଧ ପାନୀୟ ଜଳ, ପକ୍କା ଘର ସ୍ବପ୍ନ

ଭଞ୍ଜନଗର,୧୩।୮(ଡି.ଏନ.ଏ.): ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି, ପାଣି ଆଦି ସୁବିଧା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ…

ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

କଟକ ଅଫିସ, ୧୩।୮: ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଏବଂ ଚିତ୍ତରଞ୍ଜନ ଦାସ। ଶନିବାର ଅପରାହ୍ନ ୩ଟା ୩୦ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ତାଙ୍କୁ ପାଠ କରାଇବେ। ତେବେ ଏହାକୁ ମିଶାଇ ହାଇକୋର୍ଟର…

ତ୍ରିରଙ୍ଗା ପ୍ରସ୍ତୁତିରେ ସାମିଲ ଏସ୍‌ଏଚ୍‌ଜି

ଛତ୍ରପୁର,୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ ଜାତୀୟ ପତାକା ଆବଶ୍ୟକ ପଡୁଛି। ଗଞ୍ଜାମ ଜିଲାରେ ବିଭିନ୍ନ ମହିଳା…

ପାରଳାଖେମୁଣ୍ଡି ସହର ରାସ୍ତା ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି, ୧୩।୮ (ଡି.ଏନ୍‌.ଏ): ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସବୁ ରାସ୍ତା ଅବସ୍ଥ୍ୟ ଏବେ ଶୋଚନୀୟ ହୋଇପଡ଼ିଛି। ସହରର ଦୁଇଟି ମୁଖ୍ୟ ରାସ୍ତା ରହିଥିବା ବେଳେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଦୁଇ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା।…

ପାଣି ପାଇଁ ଚଢ଼ିବାକୁ ପଡୁଛି ୨୫ ଫୁଟ ପାହାଡ଼

କେନ୍ଦୁଝର, ୧୩।୮(ସ୍ବ.ପ୍ର.): ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଅନେକ ଗ୍ରାମ ଓ ବସ୍ତିର ଲୋକେ ପାନୀୟ…

ବୈତରଣୀରେ କମୁଛି ଜଳସ୍ତର

ଭଣ୍ଡାରିପୋଖରୀ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ରାତିଠାରୁ ବଢ଼ିବା ଆରମ୍ଭ କରିଥିଲା। ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ଜଳସ୍ତର ୧୭.୭୩ ମିଟର ଛୁଇଁଥିଲା। ତେବେ ଅପରାହ୍ନ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର: କାନ୍ଥ ପଡି ୨ ଗୁରୁତର

ସୋନପୁର,୧୩।୮(ନି.ପ୍ର.): ସୋନପୁର ସହର ୨ ନମ୍ବର ଓ୍ବାର୍ଡର କଳିଙ୍ଗନଗରଠାରେ ଗୁରୁବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲଗାଣ ବର୍ଷାରେ ମାଟି କାନ୍ଥ ଓଦା ହୋଇ ପଡି ଯିବାରୁ ବାବୁଲି ଟୁଡୁ(୪୦)ଙ୍କ ଘର ଭାଙ୍ଗିଛି। ଏହି ସମୟରେ ଘରେ ଶୋଇଥିବା ବାବୁଲିଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?