ଆମ ଜିଲା ଖବର

ବିଷାକ୍ତ ସାପ ଧରି ବୁଲୁଛନ୍ତି ବ୍ୟକ୍ତି, ଲୋକେ ଆତଙ୍କିତ

ଦାରିଙ୍ଗବାଡି,୨୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାରରେ ଜଣେ ବ୍ୟକ୍ତି ଏକ ବିଷାକ୍ତ ସାପ ଧରି ବୁଲୁଛନ୍ତି। ସେ ଘର ଘର ବୁଲି ସାପ ଦେଖାଇବା ସହ ପଇସା, ଚାଉଳ ମାଗୁଛନ୍ତି। ତାଙ୍କ ସହ ଜଣେ ନାବାଳକ ମଧ୍ୟ ସାମିଲ ଅଛନ୍ତି। ବିଷାକ୍ତ…

ବନ କର୍ମଚାରୀ-କାଠମାଫିଆ ମୁଁହାମୁହିଁ: ୩ ଆହତ

ପାଟଣା, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାଠ ସାହାରପଡ଼ା ସେକ୍‌ଶନ ଦୁବେଇ ପେଣ୍ଠ ନିକଟରେ ବୁଧବାର ସକାଳୁ ବନ ବିଭାଗ ଚୋରା କାଠଭର୍ତ୍ତି ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି । ଏହି ସମୟରେ କାଠମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ…

ଏନ୍‌ଏସି ସହରର ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ସହରର ମୁଖ୍ୟ ରାସ୍ତା ଏବେ ଡମ୍ପିଂୟାର୍ଡ ପାଲଟିଛି। ଦୈନଦିନ ଉକ୍ତ ରାସ୍ତା ଦେଇ ଅଫିସରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ଶହ…

ପାରଳାଖେମୁଣ୍ଡିରୁ ୮୪କିଲୋ ଗଞ୍ଜେଇ ସହ, କାର୍‌ ଜବତ

ପାରଳାଖେମୁଣ୍ଡି,୨୪।୦୮: ପାରଳାଖେମୁଣ୍ଡି ଅବକାରୀ ପୋଲିସ ଦ୍ବାରା ୮୪ କିଲୋ ଗଞ୍ଜେଇ ଜବତ ହୋଇଛି। ପାଟ୍ରୋଲିଂ ସମୟରେ ମାର୍ଲବା ଘାଟିରେ ଏକ ସୁଜୁକି କାର୍‌ରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,…

ବଢ଼ୁଛି ହାତୀ ଉପଦ୍ରବ: ପୁଣି ନେଲା ୨ ଜୀବନ

ମୋରଡ଼ା,୨୪।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ବନବିଭାଗ ଏହାକୁ ରୋକିବାରେ ଅସଫଳ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି। ହାତୀ ଆକ୍ରମଣରେ ପୁଣି ଦୁଇଜଣଙ୍କ ମୃତ୍ୟୁ ଘଟଛି । ସୂଚନା…

ସୁଜିଖାଇ ୪୦ ଛାତ୍ରୀ ଅସୁସ୍ଥ

  କେନ୍ଦୁଝର,୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମଙ୍ଗଳବାର ରାତିରେ ସେମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୁଜି ଖାଇବା…

ଲଗାଣ ବର୍ଷାରେ ପୁଣି ଧୋଇଗଲା କଲଭର୍ଟ

ନାକଟିଦେଉଳ,୨୪୮(ଡ଼ି.ଏନ.ଏ.): ଲଗାଣ ବର୍ଷାରେ ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ଧାତୁକିମାଳ କମଳାନାଳୀ ରାସ୍ତା ନାଳ ଉପରେ ନବନିର୍ମିତ କଲଭର୍ଟ ପୁଣି ଥରେ ଧୋଇ ହୋଇଯାଇଛି। ଧାତୁକିମାଳ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇଥିବା ବେଳେ ଅପହଞ୍ଚ କମଳାନାଳୀ ଓ ବଡ଼ବିଲ ଗ୍ରାମକୁ…

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଏହାକୁ ପଣ୍ଡ କରିଛି। ବ୍ରଜରାଜନଗର ପୋଲିସ ସୋନୁଙ୍କ ସମେତ ୫…

ଜାତୀୟ ରାଜପଥ ଉପରେ ସହରର ନର୍ଦ୍ଦମାଜଳ

କୋରାପୁଟ,୨୪।୮(ସ୍ବ.ପ୍ର.): କୋରାପୁଟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ସହରର ନଦ୍ଦର୍ର୍ମା ଜଳ ମାସ ମାସ ଧରି ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଯାତାୟାତ ବେଳେ ଲୋକେ ହଇରାଣ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରେଲୱେ…

ଗାଡ଼ି ଚୋରି ବେଳେ ମାଡ଼ିବସିଲେ

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ସହର ୫ନଂ. ୱାର୍ଡ ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରୁ ମଙ୍ଗଳବାର ରାତି ପ୍ରାୟ ୮ଟାରେ ବୋଲେରୋ ଚୋରି ଉଦ୍ୟମ କରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅନ୍ୟ ୨ଜଣ ଫେରାର…

ପ୍ରଥମ ପର୍ଯ୍ୟାୟରେ ୬୪ ଜଣଙ୍କୁ ନିଯୁକ୍ତି

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କମ୍ପାନୀରେ ଜମିହରା ପ୍ରଜାଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ଏକ ବୈଠକ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…

ଫାଷ୍ଟ ଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ବ୍ରହ୍ମପୁର ଅଫିସ,୨୪।୮:ବ୍ରହ୍ମପୁର ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟ ଦୋକାନ ଫୁଡ ଗଢି ଉଠିଛି। ବିଶେଷକରି କୋଭିଡ୍‌ ମହାମାରୀ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?