ଆମ ଜିଲା ଖବର

ଶୁଦ୍ଧି କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଅଟୋ ଦୁର୍ଘଟଣା: ୮ ଆହତ

ବାଲିଗୁଡ଼ା,୨୪ା୮(ଡି.ଏନ୍‌.ଏ.): ସମ୍ପର୍କୀୟଙ୍କ ଶୁଦ୍ଧି କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଅଘଟଣ ଘଟିଛି। ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ…

ବସ୍‌ଷ୍ଟାଣ୍ଡ ନିକଟରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

କୋକସରା,୨୪ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକ ବସ୍‌ଷ୍ଟାଣ୍ଡର ଦୁର୍ଗାମଣ୍ଡପ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ…

ବାରବାଟୀରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍‌ର ୩ ମ୍ୟାଚ୍‌

କଟକ ଅଫିସ,୨୪।୮: ଲିଜେଣ୍ଡ କ୍ରିକେଟ ଲିଗ୍‌(ଏଲ୍‌ଏଲ୍‌ସି)ର ତିନୋଟି ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ…

୨୭ରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ସ୍ବତନ୍ତ୍ର ଛୁଟି ଘୋଷଣା ହୋଇଛି। ଏଏସ୍‌ଓ ପରୀକ୍ଷା…

ପୂର୍ବ ଶତ୍ରୁତାରୁ ହିଂସାକାଣ୍ଡ, ୨ ଗୁରୁତର

ହିଞ୍ଜିଳିକାଟୁ,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟିଛି। ଏଥିରେ ୨ପକ୍ଷଙ୍କ ମଧ୍ୟରେ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତ। ଗୁରୁତର ଦ୍ୱୟ ହେଲେ ବାବୁ ପ୍ରଧାନ ଓ…

ଡ୍ରେନେଜ ନିର୍ମାଣ ନେଇ ବିଡିଓଙ୍କୁ ଦାବିପତ୍ର

ଗଞ୍ଜାମ,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଚାମୁଣ୍ଡା ସାହିରେ ଡ୍ରେନେଜ ନିର୍ମାଣ ପାଇଁ ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ବିଡିଓ ବିଶ୍ୱଜିତ୍‌ ରାୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ସାହିରେ ଡ୍ରେନ…

୩୬ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି, କୃତଜ୍ଞତା ଜଣାଇଲା ଶିକ୍ଷକ ସଂଘ

ଗଞ୍ଜାମ,୨୪ା୮(ଡି.ଏନ୍‌.ଏ.): ୨୦୧୫ରେ ନିଯୁକ୍ତି ପାଇ ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ୩୬ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ନିୟମିତ ଶିକ୍ଷକଙ୍କ ମାନ୍ୟତା ମିଳିଛି। ଏନେଇ ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ ପତ୍ର ପ୍ରଦାନ କରାଯାଇଛି। ବିଇଓ କାର୍ଯ୍ୟାଳୟରେ ବିଇଓ ଭାଗିରଥୀ ବେହେରା, ଏବିଇଓ ବିଜୟ ଚନ୍ଦ୍ର…

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୪ା: ଖୋର୍ଦ୍ଧାରେ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବୁଧବାର ଖୋର୍ଦ୍ଧା ଅବକାରୀ ପୋଲିସ ସାମନ୍ତରାପୁର ଠେଙ୍ଗାହାଟ ଛକରୁ ୧୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ଏୟାରଫିଲ୍ଡ…

ଦୀର୍ଘ ସମୟ ହାତଯୋଡି ରହିଲା ମାଙ୍କଡ଼

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ମାଉସୀ ମା’ ମନ୍ଦିର ନିକଟସ୍ଥ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ବୁଧବାର ଏକ ମାଙ୍କଡ଼ ଲାଗିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଟ୍ରାନ୍ସଫର୍ମରରେ ସେ ଦୁଇ ହାତ ଯୋଡି ରହିଥିଲା । କରେଣ୍ଟ ଲାଗିଯିବା ଫଳରେ ମାଙ୍କଡ଼ଟିର ମୁଁହ ପୋଡ଼ିଯାଇଛି…

୭ ଘଣ୍ଟା ଧରି ଆମ୍ବୁଲାନ୍ସରୁ ବାହାର କରାଗଲାନି ମୃତଦେହ

ବନ୍ତ,୨୪।୮(ଡି.ଏନ୍‌.ଏ.) ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଆଦିବାସୀ ସାହିର ଜଣେ ଯୁବକଙ୍କ ମୃତଦେହକୁ ବୁଧବାର ଆମ୍ବୁଲାନ୍ସରୁ ୭ ଘଣ୍ଟା ଧରି ଓହ୍ଲାଇ ଦିଆଯାଇ ନ ଥିବା ଜଣାପଡ଼ିଛି। ପରିବାର ଲୋକେ କ୍ଷତିପୂରଣ ଦାବିରେ ଏପରି କରିଛନ୍ତି। ପରେ ବନ୍ତ…

ବିଷାକ୍ତ ସାପ ଧରି ବୁଲୁଛନ୍ତି ବ୍ୟକ୍ତି, ଲୋକେ ଆତଙ୍କିତ

ଦାରିଙ୍ଗବାଡି,୨୪।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାରରେ ଜଣେ ବ୍ୟକ୍ତି ଏକ ବିଷାକ୍ତ ସାପ ଧରି ବୁଲୁଛନ୍ତି। ସେ ଘର ଘର ବୁଲି ସାପ ଦେଖାଇବା ସହ ପଇସା, ଚାଉଳ ମାଗୁଛନ୍ତି। ତାଙ୍କ ସହ ଜଣେ ନାବାଳକ ମଧ୍ୟ ସାମିଲ ଅଛନ୍ତି। ବିଷାକ୍ତ…

ବନ କର୍ମଚାରୀ-କାଠମାଫିଆ ମୁଁହାମୁହିଁ: ୩ ଆହତ

ପାଟଣା, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାଠ ସାହାରପଡ଼ା ସେକ୍‌ଶନ ଦୁବେଇ ପେଣ୍ଠ ନିକଟରେ ବୁଧବାର ସକାଳୁ ବନ ବିଭାଗ ଚୋରା କାଠଭର୍ତ୍ତି ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି । ଏହି ସମୟରେ କାଠମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?