ଆମ ଜିଲା ଖବର

ଦନ୍ତା ଗୋଡ଼ରେ ବାର୍‌ହା ଫାଶ

ବେତନଟୀ,୩୦ା୯(ସ୍ବ,ପ୍ର.):ବାର୍‌ହା ଶିକାର ପାଇଁ ବସାଯାଇଥିବା ଫାଶରେ ଛନ୍ଦିହୋଇ ଏକ ଦନ୍ତା ହାତୀ ଆହତ ହୋଇଛି। ଦନ୍ତାର ବାମପଟ ଆଗ ଗୋଡ଼ରେ ଫାଶ(ଲୁହା ତାର) ଚିପିହୋଇ ରହିଯାଇଥିବାରୁ ସେ କ୍ରମଶଃ ଅସୁସ୍ଥ ହୋଇପଡ଼ୁଥିବା ଓ ସ୍ବାଭାବିକ ଭାବେ ଚଳପ୍ରଚଳ କରିପାରୁନାହିଁ। ବନ ବିଭାଗ…

ଜୀରାନଦୀ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼ ଅଫିସ,୩୦ା୯: ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।…

ଧାନ ଫସଲରେ ପୋକ ଉପଦ୍ରବ

କେନ୍ଦୁଝର,୩୦ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅଞ୍ଚଳରେ ଧାନ ଫସଲରେ ପୋକ ଉପଦ୍ରବ ଦେଖିବାକୁ ମିଳିଛି। ବିଶେଷ କରି ହାଇବ୍ରିଡ୍‌ ଧାନରେ ପୋକଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ପୋକ ଧାନ…

ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା କମିଟି ଚଳିତ ବର୍ଷ ଲଣ୍ଡନର ନାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ନିର୍ମାଣ କରୁଛି।…

ରଙ୍ଗତୂଳୀରେ ଜୀବନ୍ତ ପ୍ରତିଛବି

ବନ୍ତ,୩୦।୯(ଡି.ଏନ୍‌.ଏ.): ରଙ୍ଗତୂଳୀ ଧରିବା ମାତ୍ରେ ସେ ଭୁଲି ଯାଆନ୍ତି ସବୁକିଛି। ଆଙ୍କି ପକାନ୍ତି ବିଭିନ୍ନ ଛବି। ତାଙ୍କ ରଙ୍ଗତୂଳୀ ସ୍ପର୍ଶରେ ଚିତ୍ରଗୁଡ଼ିକ ଜୀବନ୍ତ ହୋଇଉଠେ। ଚିତ୍ର ଆଙ୍କିବାରେ ମାହିର୍‌ ଏହି ପ୍ରତିଭା ହେଲେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଚକ୍ରାପାଢ଼ୀ…

ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝର,୩୦ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅବସ୍ଥାପିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତି କରୁଛି। ବର୍ଷ ବର୍ଷ ଧରି ଏହି ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକରେ ଶିକ୍ଷାଦାନ ହେଉଛି। ଅଧ୍ୟାପକ ସଙ୍କଟ ଲାଗି ରହୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହଁି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ପୁରୀ ଅଫିସ,୩୦।୯(ବ୍ୟୁରୋ): ମହାପ୍ରଭୁଙ୍କୁ ଦର୍ଶନ କଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଓ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ…

ଚିଲିକା ବିଧାୟକଙ୍କ ମାମଲା ଖୋର୍ଦ୍ଧା କୋର୍ଟକୁ ସ୍ଥାନାନ୍ତର

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ସମ୍ମୁଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ମାମଲା ବାଣପୁର ଜେଏମ୍‌ଏଫ୍‌ସି କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଗୁରୁବାର ଏହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ…

ଓଲଟିଲା କମଳା ବୋଝେଇ ପିକ୍‌ଅପ୍‌

ଦାରିଙ୍ଗବାଡ଼ି,୩୦ା୯(ଡି.ଏନ୍‌.ଏ.): କନ୍ଧମାକ ଜିଲାକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ କମଳା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛ। ଏଥିରେ ଚାଳକ ଏବଂ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସୋରଡ଼ା ଆଇଆଇସି ରମେଶ ପ୍ରଧାନ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭଞ୍ଜନଗର,୩୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାସ୍ଥିତ ବାଘୁଆ ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଦ୍ୱାରା ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ…

ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ସତ୍ତ୍ୱେ ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଭିତ୍ତିଭୂମି ଅଭାବରୁ ଅସ୍ତିତ୍ୱ ହଜିବାକୁ ବସିଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ପର୍ଯ୍ୟଟନକ୍ଷେତ୍ରଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ…

ଶ୍ରୀକ୍ଷେତ୍ରରେ ନାଗା ଉପାସନା ଅନନ୍ୟ

ପୁରୀ ଅଫିସ,୩୦ା୯: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା। ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ। ଏହି ନାଗା ଉପାସନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?