ଆମ ଜିଲା ଖବର

ଜାତୀୟ କ୍ରୀଡ଼ା ଦିବସରେ ଖେଳାଳି ସମ୍ବର୍ଦ୍ଧିତ: ଅଭ୍ୟାସ ପାଇଁ ନିର୍ମାଣ ହେବ ପଡ଼ିଆ

ଢେଙ୍କାନାଳ ଅଫିସ୍‌,୨୯ା୮: ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଜିଲା ହକି ସଂଘର ସହଯୋଗରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସୋମବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ଓ କ୍ରୀଡ଼ାବିତମାନେ ହକି କିମଦନ୍ତୀ…

ବାଇକ୍‌, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ

ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି ପଡ଼ିଥିଲା । ଫଳରେ ଗଛ ଡାଳ ପଡ଼ି ୨ଟି ବାଇକ୍‌ ସହ ଏକ ଆକ୍ଟିଭା…

୬ ବର୍ଷ ପରେ ବଡ଼ବିଲରେ ପୁଣି ଡେଙ୍ଗୁ ଭୟ

ବଡ଼ବିଲ,୨୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ୬ ବର୍ଷ ପରେ ପୁଣି ଥରେ ଡେଙ୍ଗୁ ଭୟ ଦେଖାଦେଇଛି। ବଡ଼ବିଲ ପୌରାଞ୍ଚଳ ଓ ଆଖପାଖ ପଞ୍ଚାୟତରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଖବର ବ୍ୟାପିବାରେ ଲାଗିଛି। ତେବେ ଏ ନେଇ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ…

ସୁଖାଯୋରଠାରୁ କୁରୁମକେଲ ରାସ୍ତା ଶୋଚନୀୟ

ଲେଫ୍ରିପଡ଼ା,୨୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ କୁଲାବିରା ଗ୍ରାମପଞ୍ଚାୟତର ସୁଖାଯୋରଠାରୁ କୁରୁମକେଲ ବେଲସରିଆପଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହି ରାସ୍ତାଟି ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଏଭଳି ଶୋଚନୀୟ ଭାବେ ପଡି ରହିଥିଲେ ମଧ୍ୟ ଜିଲା…

ସ୍ବଧର୍ମକୁ ଫେରିଲେ ୩ ପରିବାର

ପାପଡାହାଣ୍ଡି,୨୯।୮(ଡି.ଏନ୍‌.ଏ.): ନିଜ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କଲେ। ସେହି ଧର୍ମର ପୂଜାର୍ଚ୍ଚନା କଲେ। ଏହାକୁ ନେଇ ଗ୍ରାମରେ ଦେଖାଦେଲା ବିବାଦ। ଗ୍ରାମବାସୀ ବୈଠକ କରି ଧର୍ମ ପରିବର୍ତ୍ତନ କରିଥିବା ପରିବାରକୁ ଫେରିଆସିବା ଲାଗି ନିବେଦନ କରିଥିଲେ ମଧ୍ୟ କିଛି…

ସ୍ବାବଲମ୍ବୀ କରୁଛି ହଳଦୀ

ମାଲକାନଗିରି, ୨୯ା୮(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ଏହି ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ବିଗତ ଦିନରେ ସରକାର ପଦକ୍ଷେପ ନେଇଛନ୍ତି। ମିଶନ ଶକ୍ତି ଜରିଆରେ…

ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗୀ,୨୯ା୮(ଡି.ଏନ.ଏ.): ଓଡିଶା ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ପହଞ୍ଚତ୍ ପାରିନାହିଁ। ଫଳରେ ଲୋକେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। ଆମ୍ବୁଲାନ୍ସ ନ ପହଞ୍ଚତ୍ବାରୁ ଜଣେ ଗର୍ଭବତୀ…

କଳିଙ୍ଗ ମଡେଲ ସ୍କୁଲ ପରିସରରେ ନିମ୍ନମାନର ସିସି ରୋଡ୍‌

ବିଷମକଟକ,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ପରିସରରେ ସିସି(ସିମେଣ୍ଟ କଂକ୍ରିଟ)ରୋଡ୍‌ କାମ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ୨୦୨୨ ରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା…

ଦୌଡ଼କୁଦ ନିମନ୍ତେ ଭିତ୍ତିଭୂମିର ଅଭାବ

ବ୍ରହ୍ମପୁର ଅଫିସ,୨୯।୮: ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ତଥା କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ୨୦୧୨ରୁ ଏହି ଦିବସ ପାଳନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ…

ଗଞ୍ଜାମରେ ସୃଷ୍ଟିହେବ ୧୧୦ ଅମୃତ ସରୋବର

ଛତ୍ରପୁର,୨୯ା୮(ଡି.ଏନ୍‌.ଏ): ଦେଶ ପାଳନ କରୁଛି ଅମୃତ ମହୋସତ୍ବ। ଏହି ଅବସରରେ ଦେଶବ୍ୟାପୀ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଅମୃତ ସରୋବର ଖନନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ୧୧୦ଟି ଅମୃତ ସରୋବର ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ପ୍ରତି ବ୍ଲକରେ…

ଗୁଣିଗାରେଡ଼ି ସନ୍ଦେହରେ କଟୁରିରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ଟେନ୍‌ସା,୨୯ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଳ ଗ୍ରାମରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର କାରଣ ଗୁଣି ଗାରେଡ଼ି ସନ୍ଦେହ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଖରିଆବାହାଳ…

ଅନ୍ତୁଡ଼ିଶାଳରେ ଅଣଦେଖା

ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍‌ରେ ଦୀର୍ଘବର୍ଷ ପରେ ଭାରତୀୟ ପୁରୁଷ ଦଳ ପଦକ ଜିତିବା ହକିର ସ୍ବର୍ଣ୍ଣିମ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଏହି ପୁରାତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?