ଆମ ଜିଲା ଖବର

ଛାତରୁ ପଡି ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ,୧୩।୯: ଢେଙ୍କାନାଳ ଜିଲା ଗଦିଆଁ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଜୟନ୍ତ ଧାରୁଆ ସୋମବାର ବିଳମ୍ବିତ ରାତିରେ ଅଗ୍ନିଶମ କେନ୍ଦ୍ର ଛାତ ଉପରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ସେ ରାତିରେ ନିଜ କାର୍ଯ୍ୟ ସାରିବା ପରେ ସାଥିମାନଙ୍କ ସହ କ୍ୟାରମ୍‌ ଖେଳୁଥିଲେ।…

ଥାନାରେ ପଶି ପୋଲିସକୁ ନିର୍ଧୁମ ଛେଚିଲେ ଲୋକେ

ପାରଳାଖେମୁଣ୍ଡି,୧୩।୯(ଡି.ଏନ୍‌.ଏ.): ଗଞ୍ଜେଇ ଜବତ ଓ ଗିରଫଦାରିକୁ ନେଇ ଲୋକେ ପୋଲିସକୁ ନିର୍ଧୁମ ପିଟିବା ସହ ଥାନା ଭଙ୍ଗାରୁଜା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଝରଣପୁର ଗାଁରେ । ସୋମବାର ଅଡ଼ବା ପୋଲିସ ଝରଣପୁର…

ଗୃହଯୋଜନା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ, ୧୩।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଗୃହଯୋଜନା ଅଧିକାରୀ ଠାକୁର ବେହରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ସନ୍ଦେହ ଜନକ ଭାବରେ ଜବତ କରାଯାଇଛି। ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।…

କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ

କୋଟଗଡ଼,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ ସ୍ବାଧୀନ ସଂଗ୍ରାମୀ ଦିବସ ଓ ରାଜନୈତିକ ବନ୍ଦିମୁକ୍ତି ଦିବସ ଭାବେ ପାଳନ କରନ୍ତୁ…

ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ଗଞ୍ଜାମ,୧୩।୯(ଡି.ଏନ.ଏ.) ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ। ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପନ୍ନ ହାଇମାକ୍ସ ଲାଇଟ ପୋଲ। ତାହା ପୁଣି ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡିଥିବା ବେଳେ ଜଳୁନି। ଏଭଳି…

ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍‌ଏମ୍‌ସି

ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହୁଛି। ୪୦ନଂ. ୱାର୍ଡ ମାନେଶ୍ୱର ହାଇସ୍କୁଲ ସମ୍ମୁଖ ବି ବାଦ୍‌…

ସନ୍ତୋଷିନୀଙ୍କୁ ଭେଟି ଉତ୍ସାହିତ କଲେ ଜିଲାପାଳ

ସମ୍ବଲପୁର,୧୩ା୯(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଗତ ୭ ଓ ବ୍ୟକ୍ତିଗତ ୩୦ ମୋଟ ୩୭ ଗୋଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଶୁଣାଣି ପରେ ଜିଲାପାଳ ଅନନ୍ୟା ଦାସ ଯୁଯୁମୁରା ବ୍ଲକର ବିଭିନ୍ନ…

ମାଟି ଧସି ରାସ୍ତା ଅବରୋଧ

ଦଶମନ୍ତପୁର,୧୩ା୯ (ଡି.ଏନ. ଏ.):ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ଛକଠାରୁ ମୁର୍କାର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଅଧିକଂଶ ସମୟ ମାଟି ଧସି ରାସ୍ତା ଅବରୋଧ ହେଉଛି। ଫଳରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ…

ମହିଳା ଚାଷକୁ ରୋଜଗାରର ମାଧ୍ୟମ କରିଥିବାରୁ ଖୁସିହେଲେ

ରାୟଗଡ଼ା ଅଫିସ,୧୩ା୯-:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାୟଗଡ଼ା ଜିଲା ଗସ୍ତରେ ଆସି ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶା ଜୀବିକା ମିଶନ ଜରିଆରେ ସ୍ବୟଂ ସହାୟିକା ଗେଷ୍ଠୀ(ଏସ୍‌ଏଚ୍‌ଜି) ମହିଳାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଚାଷ କାର୍ଯ୍ୟ ବୁଲି ଦେଖିବା ସହ…

ବିଳମ୍ବରେ ସ୍କୁଲ ଖୋଲିବାକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୩।୯:ନୟାଗଡ଼ ଏନଏସି ହାଇସ୍କୁଲ ପୂର୍ବାହ୍ନ ୧୦ଟାରେ ବି ଖୋଲୁନାହିଁ। ଶିକ୍ଷୟତ୍ରୀଶିକ୍ଷକଙ୍କ ସଠିକ ସମୟରେ ସ୍କୁଲକୁ ଆସୁନାହାନ୍ତି। ମଙ୍ଗଳବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ର ସ୍କୁଲ ସମୟାନୁସାରେ ଆସିଥିଲେ ମଧ୍ୟ ସ୍କୁଲ ଗେଟ୍‌ ଖୋଲାଯାଇ ନ ଥିଲା। କେହି…

କାର୍ତ୍ତିକ ବ୍ରତ ପାଇଁ ମଙ୍ଗଳବାରଠୁ ପଞ୍ଜିକରଣ କରିପାରିବେ ହବିଷ୍ୟାଳି

ପୁରୀ ଅଫିସ,୧୩।୯: ଅକ୍ଟୋବର ୧୦ରୁ ମହାକାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଚଳିତ ବର୍ଷ ହଜାର ହଜାର ହବିଷ୍ୟାଳି ଶ୍ରୀ କ୍ଷେତ୍ରରେ ସମାଗମ ହେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି,…

ରାସ୍ତାକୁ ଗୋରୁ ଛାଡ଼ିଲେ ଜରିମାନା

ଅନୁଗୋଳ ଅଫିସ, ୧୩ା୯:ଅନୁଗୋଳ ସହରର ବିଭିନ୍ନ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏପରି କି ଦୁର୍ଘଟଣା ଘଟି କେତେବେଳେ ଗୋରୁ ତ ଆଉ କେତେବେଳେ ବାଇକ୍‌ ଆରୋହୀଙ୍କ ଜୀବନ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?