ଆମ ଜିଲା ଖବର

ତଥ୍ୟ ଦେବାକୁ ୨ ବିଡିଓଙ୍କୁ ଲୋକପାଳଙ୍କ ନିର୍ଦ୍ଦେଶ

ମାଲକାନଗିର, ୧୦।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜାଣିବାକୁ ଚାହୁଁଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗି ନିରାଶ ହେବା ପରେ ଆବେଦନକାରୀ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଲୋକପାଳ ମାମଲାକୁ ଗ୍ରହଣକରି ଆବେଦନକାରୀଙ୍କୁ ଶୀଘ୍ର ତଥ୍ୟ ଯୋଗାଇଦେବାକୁ ମାଲକାନଗିରି ଜିଲାର ୨ଜଣ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ…

ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦।୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସମୟରେ…

ଡ୍ରୋନ୍‌ରେ ସିଡ୍‌ବଲ୍‌ ବୁଣୁଛନ୍ତି ଶୁଭ୍ରାଂଶୁ

ଢେଙ୍କାନାଳ ଅଫିସ,୧୦।୯: ସବୁଜ ବିକଳ୍ପ ପାଇଁ ପ୍ରୟାସ ଜାରି ରଖିଥିବା ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ପରିବେଶବିତ୍‌ ଶୁଭ୍ରାଂଶୁ ଶତପଥୀ ବନୀକରଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଉନ୍ନତ ଜ୍ଞାନକୌଶଳ। ଜଙ୍ଗଲ ଅବକ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ୍‌ ସହାୟତାରେ ବୁଣୁଛନ୍ତି ସିଡ୍‌ବଲ୍‌…

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ପାଇଁ ଉଦ୍ୟମ

ଭୁବନ, ୧୦।୯(ଡି.ଏନ୍‌.ଏ.): ଗଣେଶ ପୂଜା ଭସାଣିକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ଥାନା ଓଡ଼ିଶ ଗ୍ରାମରେ ସୃଷ୍ଟି ହୋଇଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଗ୍ରାମରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପୋଲିସ ପ୍ରଶାସନ ଅଣ୍ଟା…

ଭଙ୍ଗ ହେଉଛି ଭାଇଚାରା

ଢେଙ୍କାନାଳ ଅଫିସ, ୧୦।୯: ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ରାଜନୀତିର ଜଟିଳ ଗଣିତରେ ଛନ୍ଦି ହୋଇପଡ଼ିଛି। ରାଜନୈତିକ ବିବାଦ ପାଇଁ ପୌର ନିର୍ବାଚନ ପରଠାରୁ ଅଶାନ୍ତ ହୋଇଉଠିଛି ସହରୀ ପରିବେଶ। ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଲାଗି…

ସଡ଼କ ଦୁର୍ଘଟଣାରେ ବିଜେଡି କର୍ମୀଙ୍କ ପରଲୋକ

ଚାନ୍ଦବାଲି,୧୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ଜୋନ କରଞ୍ଜମାଳ ପଞ୍ଚାୟତ ବିଜେଡି କର୍ମୀ ତଥା ଚାନ୍ଦବାଲି ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ ବେହୁରାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଜୟନ୍ତ ଧାମରା…

ଭିତିରି ସମ୍ପର୍କ ପଦାରେ ପକାଇଲା ଭୋଜି

ଅନୁଗୋଳ ଅଫିସ, ୧୦।୯: ମେଡିକାଲରେ କେବଳ ଗଣେଶ ପୂଜା ହେବ। କୌଣସି କର୍ମଚାରୀ ଭୋଜିଭାତ କରିବେ ନାହିଁ। ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ। ହେଲେ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି କେତେଜଣ…

ଭୟ ବଢ଼ାଉଛି ଲଘୁଚାପ ବର୍ଷା

ବ୍ରହ୍ମପୁର ଅଫିସ,୧୦।୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବ୍ରହ୍ମପୁର ସହରରେ ବର୍ଷା ହେଉଛି। ଘଡ଼ିଘଡ଼ିକେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଶନିବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ବିପଦସଙ୍କୁଳ ପୋଲ

ବନ୍ତ,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଶାସନ ନିକଟ କପାଳୀ ନଦୀ ଉପରେ ନିର୍ମିତ ପୋଲ ମରାମତି ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲର ଉଭୟପାର୍ଶ୍ୱର…

ଅନ୍ଧାରରେ ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

କେନ୍ଦୁଝର, ୧୦।୯ (ସ୍ବ.ପ୍ର.): ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଯୋଗୁଁ କେନ୍ଦୁଝର ଜିଲାର ୪୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା ଶିକ୍ଷୟତ୍ରୀ, ଶିକ୍ଷକ ଅଭାବରୁ ଏହି ହାଇସ୍କୁଲର…

ବର୍ଷା ଢାଳୁଛି, ନାଳ ନିର୍ମାଣ ଚାଲିଛି

ଖଇରା, ୧୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବେପରୁଆ ଭାବେ କରାଯାଉଥିବାରୁ ମହତୀପୁର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ପ୍ରବଳ ବର୍ଷାରେ ନାଳରେ ପାଣି ଭର୍ତ୍ତି…

ମେଧାବୃତ୍ତି ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ

ନୀଳଗିରି, ୧୦।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନ ଧୋବିଶିଳା ପଞ୍ଚାୟତ କେନ୍ଦୁଖୁଣ୍ଟାସ୍ଥିତ ବିଷ୍ଣୁପ୍ରିୟା ସରକାରୀ ମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ମେଧାବୃତ୍ତି ଓ ଏନଆରଟିଏସ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦ କରି ଅଭିଭାବକମାନେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?