ଆମ ଜିଲା ଖବର

ସରକାରୀ ତଥ୍ୟରେ ସମାନତା ନାହିଁ

ପାରାଦୀପ,୪।୯(ସ୍ବ.ପ୍ର.): ରାଜ୍ୟରେ ସ୍ବଚ୍ଛ ଶାସନ ସମ୍ପର୍କରେ ସରକାର ପ୍ରାୟତଃ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ସରକାରୀ ତଥ୍ୟରେ ସମାନତା ଦେଖିବାକୁ ମିଳୁନି। ଏହାର ଦୃଷ୍ଟାନ୍ତ ଜଗତସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଦେଖିବାକୁ ମିଳିଛି। ପାରାଦୀପ ପୌରାଞ୍ଚଳର…

କଳାକୃତିରେ ପରିବେଶ ସଚେତନତା ବାର୍ତ୍ତା

ବୋଲଗଡ଼,୩।୯(ଡି.ଏନ୍‌.ଏ): ରାସ୍ତାଘାଟରେ ଆଉ ପଡ଼ିବନି ଅଳିଆ ଆବର୍ଜନା। ଏସବୁ କାମରେ ଲାଗିବ। ଏହା ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ହଳଦିପଦା ଗ୍ରାମର ପ୍ରଦୀପ କୁମାର ସାହୁଙ୍କର ପୁଅ ସ୍ନେହାଶିଷ ସାହୁ। ଅଦରକାରୀ ଦ୍ରବ୍ୟରୁ ଅନେକ ଆକର୍ଷଣୀୟ…

ଆସିଲା ମା’କାଳିଜାଈଙ୍କ ଆଜ୍ଞାମାଳ

ବାଲୁଗାଁ,୩ା୯(ଡି.ଏନ୍‌.ଏ.): ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ତିଥି ଅବସରରେ ଶନିବାର ବାଣପୁରର ଆରାଧ୍ୟ ଦେବୀ ମା’ଭଗବତୀଙ୍କ ଶାରଦୀୟ ପାର୍ବଣର ଶୁଭାରମ୍ଭ ହୋଇଛି। ଏଥିସହ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଚିଲିକାରେ ମା’ଭଗବତୀ ଓ କାଳିଜାଈଙ୍କ ପାଣିତୋଳା ଉତ୍ସବ ଅନୁଷ୍ଠିତ ହୋଇଥିଲା।…

ନାଲି ପିମ୍ପୁଡ଼ି ଆତଙ୍କ

ପିପିଲି,୪।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କ ଦେଖିବାକୁ ମିଳିଛି। ଏଥିପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟାର କିଛି ଦିନ ପରେ ଏହି ପିମ୍ପୁଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଏବେ ଘରେ…

ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ

ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍‌ ଯାଇ କିଛିଦିନ ତଳେ ବେଲ୍‌ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ନଗେନ ନାଏକ ପୁଣି ସେମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ଶନିବାର ସେ ପ୍ରଥମ ସ୍ତ୍ରୀ…

କିଡ୍‌ନୀ ବିକ୍ରି ଘଟଣାରେ ସ୍ବାମୀ ଗିରଫ

ମାଲକାନଗିରି,୪।୯(ଡି.ଏନ.ଏ.): ସ୍ତ୍ରୀଙ୍କ ଅଜାଣତରେ ତାଙ୍କ ସ୍ବାମୀ ତାଙ୍କ କିଡ୍‌ନୀ ବିକିଦେବା ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ମାଲକାନଗିରି ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ପ୍ରଶାନ୍ତ କୁଣ୍ଡୁ। ଏହି ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ କରି…

ନାବାଳିକାଙ୍କୁ ୪ ଦିନ ଧରି ବଳାତ୍କାର

ପାରାଦୀପ ୪।୯(ସ୍ବ.ପ୍ର.): ପାରାଦୀପରେ ଜଣେ ଆଶାକର୍ମୀଙ୍କୁ ଗଣବଳାତ୍କାର କରାଯିବାର ସପ୍ତାହେ ନ ବିତୁଣୁ ବନ୍ଦର ସହରରେ ପୁଣି ଏକ ଅନୁରୂପ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗୋଟିଏ ଘରେ ଅଟକ ରଖି ୪ ଦିନ…

ପ୍ରେମିକାଙ୍କୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା ଅଫିସ/ଟିକିରି,୪।୯(ଡି.ଏନ୍‌.ଏ.): ଏକତରଫା ପ୍ରେମକୁ ନେଇ ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ଉଷାପଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ପ୍ରେମିକ ନାବାଳିକା ପ୍ରେମିକାଙ୍କ ଗଳାକାଟି ହତ୍ୟା କରିବା ସହ…

ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧୨୫ ଡେଙ୍ଗୁ ରୋଗୀ

ଭୁବନେଶ୍ୱର, ୪।୯ (ବ୍ୟୁରୋ): ବର୍ଷା, ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଡେଙ୍ଗୁ। ରାଜ୍ୟରୁ ଏବେ ନିୟମିତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ…

ଝାଡ଼ାବାନ୍ତିରେ ୨ ମୃତ, ୧୬ ଆକ୍ରାନ୍ତ

ଭବାନୀପାଟଣା,୪।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର କେନ୍ଦୁପଡାରେ ଗତ ୨ଦିନ ହେଲା ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୬ଜଣ ଆକ୍ରାନ୍ତ ଥିବା ଜଣାପଡିଛି।…

ପୁଣି ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ୍‌/ ସାତମାଇଲ(ଡି.ଏନ୍‌.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍‌ହା ମଧ୍ୟ ମରିଛି। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଘଧରିଆ ଗ୍ରାମ ନିକଟ ଶାଳ ଜଙ୍ଗଲରେ…

ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?