୩୧ ମଣ୍ଡପରେ ପୂଜାପାଇବେ ଗଜଲକ୍ଷ୍ମୀ
ଖୋର୍ଦ୍ଧା ଅଫିସ,୧୬ା୯: ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏଥିଲାଗି ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ…
ଓଭରବ୍ରିଜ୍ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ
ନିରାକାରପୁର,୧୬।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନୂଆ ଜଗନ୍ନାଥ ସଡ଼କ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ଓ ରେଲଓ୍ବେ ଅଧିକାରୀ ସ୍ଥିତି ଦେଖିବା ସହ ନକ୍ସା ପ୍ରସ୍ତୁତ କରିସାରିଲେଣି। ଏପରିକି ସେଠାରେ ମୋରମ…
ବାଲିସାହି, ଲୋକନାଥ ରୋଡ୍ ଚଉଡ଼ା ହେବ
ପୁରୀ ଅଫିସ,୧୬।୯: ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଲି ସାହି ଓ ଲୋକନାଥ ରୋଡ୍ ରାସ୍ତା ଚଉଡ଼ା…
ପାନୀୟଜଳ, ଆଲୋକ ବ୍ୟବସ୍ଥା ନାହିଁ
ବୋଲଗଡ଼,୧୬ା୯(ଡି.ଏନ୍.ଏ.): ପୂର୍ବତଟ ରେଳପଥ ଅଧୀନ ବୋଲଗଡ଼ ରେଲଓ୍ବେ ଷ୍ଟେଶନରେ ପାନୀୟଜଳ ଏବଂ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଷ୍ଟେଶନ ପୂର୍ବରୁ ବୋଲଗଡ଼…
ଗୁହାଳ ନିର୍ମାଣ ବିଲ୍ ପାଉନାହାନ୍ତି ହିତାଧିକାରୀ
ଯାଜପୁର ଅଫିସ,୧୬ା୯:ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍ଆରଇଜିଏସ୍)ରେ ହିତାଧିକାରୀଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବାକୁ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିତାଧିକାରୀମାନେ ନାନା ସମସ୍ୟାରେ ସମ୍ମୁଖିନ ହେବା…
ସାମିଲ ହେଲା ଚାନ୍ଦିପୁର ବେଳାଭୂମି
ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମୁଦ୍ର ବେଳାଭୂମି ‘ସ୍ବଚ୍ଛ ସାଗର ସୁରକ୍ଷିତ ସାଗର’ ଯୋଜନାରେ ସାମିଲ ହୋଇଥିବା ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବକୁ ଅଧିକରୁ ଅଧିକ ସ୍ମରଣୀୟ କରିବା…
ଏଥର ଦୁର୍ଗାପୂଜାରେ ଝଲସିବ ପ୍ରାଚୀନଗର
ଭଦ୍ରକ ଅଫିସ, ୧୬ା୯:ଦୁଇବର୍ଷ ପରେ ଏଥର ଧୁମ୍ଧାମ୍ରେ ଶାରଦୀୟ ଦୁର୍ଗାପୂଜା ପାଳନ କକରାଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂଜା କମିଟି ପକ୍ଷରୁ ଜୋର୍ସୋରରେ ପ୍ରସ୍ତୁତି ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି। ଚଳିତବର୍ଷ ଆଡ଼ମ୍ବରରେ ମା’ଙ୍କ ଆବାହନ…
ଜମି ଫାଟି ଆଁ, ଚିନ୍ତାରେ ଚାଷୀ
ଚମ୍ପୁଆ, ୧୬ା୯ (ଡି.ଏନ୍.ଏ):ଚମ୍ପୁଆ ଅଞ୍ଚଳରେ ଚାଷୀ ଲଘୁଚାପ ବର୍ଷାକୁ ଭରସା କରି ବସିଥିବା ବେଳେ ସେମାନଙ୍କୁ ଧୋକାଦେଇଛି ବର୍ଷା। ସ୍ବଳ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଚାଷ ଜମି ଏବେ ଫାଟି ଆଁ କଲାଣି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଲଘୁଚାପ…
ବେଳାଭୂମିରେ ବୁଲିବ ଡୋଜର
ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଜବରଦଖଲ କରିଥିବା ଉଠାଦୋକାନୀଙ୍କୁ ନିଜ ତରଫରୁ ଉଠିଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଗତ ବୁଧବାର ପର୍ଯ୍ୟନ୍ତ ନ ଉଠିବାରୁ ସଦର ତହସିଲଦାର ନରେନ୍ଦ୍ର ଖମାରୀ ୨ଦିନ ଭିତରେ ନ ଉଠାଇଲେ ଡୋଜର…
ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ମଉଳିଲା
ମୋରଡ଼ା,୧୬ା୯(ଡି.ଏନ.ଏ.):୧୦ ବର୍ଷ ହଷ୍ଟେଲରେ ରହି ପାଠ ପଢ଼ିଲେ। ସଫଳତାର ସହ ମାଟ୍ରିକ୍ ବି ପାସ୍ କଲେ। ହେଲେ ପାରିପାର୍ଶ୍ୱିକ ପରିସ୍ଥିତି ଏବେ ତାଙ୍କ ଉଚ୍ଚଶିକ୍ଷା ଆଶାକୁ ମଉଳାଇ ଦେଇଛି। ଇଚ୍ଛା ଥାଇ ପାଠରେ ଡୋରି ବାନ୍ଧି ସନ୍ତୁଳି ହେଉଛନ୍ତି ଲୋଧା ସମ୍ପ୍ରଦାୟର…
ଥାନାରେ ପୋଲିସକୁ ମାଡ଼ ଘଟଣା: ଦୁଇ ମହିଳାଙ୍କ ସମେତ ୭ ଗିରଫ
ପାରଳାଖେମୁଣ୍ଡି/ଆର୍.ଉଦୟଗିରି,୧୬ା୯(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ରେ ଭଙ୍ଗାରୁଜା ସହ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ମହିଳାଙ୍କ ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଝରଣାପୁର ଗ୍ରାମର ପରୀ ଭୂୟାଁ (୪୫), ରେଙ୍ଗି…
୧୬ ବର୍ଷ ଧରି ସିଂହଗାଁ କଣ୍ଠିଆନାଳ ସେତୁ କାମ ଅଟକିଛି
ପଟ୍ଟାମୁଣ୍ଡାଇ,୧୬ା୯(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ସିଂହଗାଁ ଏକ ମାତ୍ର ପଞ୍ଚାୟତ ଯାହାକି ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ବ୍ଲକ ସଦର ମହକୁମା ସହ ସଂଯୋଗ ହୋଇପାରିନାହିଁ। ସିଂହଗଁା ପଞ୍ଚାୟତକୁ ସଦର ମହକୁମା ସହ ସଂଯୋଗ ପାଇଁ ଦୀର୍ଘ…

