ଆମ ଜିଲା ଖବର

ସିଏସ୍‌ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି

ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍‌ଇଏସ୍‌ଓଙ୍କୁ ଜିଲା ମୁଖ୍ୟ ସିଏସ୍‌ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ: ଗଜପତିରୁ ଦିଲ୍ଲୀ ହେଉଥିଲା ଚାଲାଣ

ବ୍ରହ୍ମପୁର ଅଫିସ,୧୬।୯: ଗଜପତିରୁ ନିୟମିତ ବ୍ୟବଧାନରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି। ଏହାକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ ବିଭାଗ ସଜାଗ ରହିଛି। ଏପରିକି କିଛି ଦିନ ହେବ ସହର ଓ ସହରତଳିରେ ଅବକାରୀ…

ଅଡିଓ କ୍ଲିପ୍‌ ସ୍ବର କାହାର ପଚାରିଲେ ଅନୁଭବ

କଟକ ଅଫିସ,୧୬।୯(ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ କରିବାକୁ କିମ୍ବା ଟାର୍ଗେଟ ନ କରିବାକୁ କୋର୍ଟ ନିର୍ଦ୍ଦେଶ…

‘ଦୁର୍ଘଟଣା ନୁହେଁ, କରାଯାଇଛି ହତ୍ୟା’

କୋକସରା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗଡିଆଯୋର ବିଜୁ ଏକ୍ସପ୍ରେସ ୱେ ନିକଟରେ ଗତ ୪ତାରିଖରେ ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହା ଦୁର୍ଘଟଣା ନୁହେଁ, ଆକ୍ରମଣ କରି ହତ୍ୟା କରାଯାଇଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି…

ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ ଅଫସି,୧୬।୯: ଶ୍ରୀକ୍ଷେତ୍ରରେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଶୁକ୍ରବାର ପୁରୀ ବଳିଆ ପଣ୍ଡା ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫ ଲକ୍ଷ ୭୫ ହଜାର ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତମାନେ…

ଭୈରବ ଦେବଙ୍କ ଝାମୁଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଳିଶି

ଭବାନୀପାଟଣା/କୋକସରା,୧୬।୯(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ତଥା ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିଶିଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ…

ଗାଡ଼ିଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଝାରସୁଗୁଡ଼ା ଅଫିସ,୧୬ା୯: ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଶୁକ୍ରବାର ଜଣେ ଛାତ୍ରୀ ସାଇକେଲରେ କଲେଜ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍ଥାନୀୟ ଜମିଦାରପଡ଼ାର ଲିଜା…

ମହିଳାଙ୍କୁ ଇଙ୍ଗିତକରି ଅଶ୍ଳୀଳ ଗୀତ

ଜୟପୁର/ସୁନାବେଡ଼ା, ୧୬ା୯(ନି.ପ୍ର./ସ୍ବ.ପ୍ର.): ପ୍ରତ୍ୟେକ ଜିଲାର ମହିଳା ଓ ଯୁବତୀଙ୍କୁ ଅଶାଳୀନ ଭାଷା ପ୍ରୟୋଗକରି ଗୀତ ଗାଇଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର କଳାକାର, ଛାତ୍ରୀ ଓ ମହିଳାମାନେ ଏକତ୍ରିତ ହୋଇ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି…

ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ୬ ଗିରଫ

ଜୟପୁର, ୧୬।୯ (ନି.ପ୍ର.): ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ଜୟପୁର ସଦର ପୋଲିସ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚୋରି ସାମଗ୍ରୀର କ୍ରେତା ଓ ଚୋରି ସାମଗ୍ରୀ ଚାଲାଣ କରୁଥିବା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଅଧିକ ଅର୍ଥ ଆଶାରେ ହରାଇଲେ ୮୦ ହଜାର

ଅନୁଗୋଳ ଅଫିସ,୧୬ା୯: ବଅଁରପାଳ ଥାନା କୁଶପଙ୍ଗି ଅଞ୍ଚଳର ଆର୍ଯ୍ୟ ଅସୀମା ନନ୍ଦ(୨୧) ସାଇବର ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ସମୟରେ ୮୦ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ…

ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ ସଙ୍କୋଚ ନ କରି ବେଆଇନଭାବେ ସର୍ବସାଧାରଣ ସ୍ଥାନରେ ନିଶା ସେବନ କରୁଛନ୍ତି। ମଦ୍ୟପଙ୍କ ଉତ୍ପାତ…

୮୦ କୋଟିର ସେଚପ୍ରକଳ୍ପ, ୮୦ ହେକ୍ଟରକୁ ମାଡୁନି ପାଣି

ବଡ଼ଗାଁ, ୧୬ା୯(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ୭୦ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅଞ୍ଚଳରେ ଥିବା ୧୦ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପାଣିରେ ପ୍ରାୟ ୮ ଶହ ଏକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?