ଆମ ଜିଲା ଖବର

ସ୍ବାମୀଙ୍କୁ ବଞ୍ଚାଇବାକୁ ଗୁଳିରେ ମଲେ ସ୍ତ୍ରୀ

ନୂଆପଡ଼ା ଅଫିସ,୧୬।୯:ରାତି ଅଧରେ ଦାଦାବଟି ମାଗିବାକୁ ଆସିଲେ। ବନ୍ଧୁକ ଦେଖାଇ ଘର ମୁରବିଙ୍କୁ ଭୟଭୀତ କରାଇଲେ। ବନ୍ଧୁକଧାରୀଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ଦେବାରେ ଅସହାୟତା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ଅଭିଯୁକ୍ତ। ଦବାଇ ଦେଲେ ଟ୍ରିଗର। ହେଲେ ସେହି…

ଆରିରେ ଶାଳୀଙ୍କ ନାକ କାଟିଦେଲେ

କୁଆଁରମୁଣ୍ଡା,୧୫ା୯(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି ଦେଇଛନ୍ତି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…

ସ୍ତ୍ରୀଙ୍କ ଜୀବନ ନେଲେ ସ୍ବାମୀ

ଅତାବିରା,୧୫।୯(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ବଘିଆପାଲି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ରମେଶ ବାଗ(୩୭) ନିଜ ସ୍ତ୍ରୀ ମିନାକ୍ଷୀ(୩୦)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରମେଶ…

ପଥରରେ ଛେଚି ମା’ ସ୍ତ୍ରୀଙ୍କ ଜୀବନ ନେଲେ

ଝାରସୁଗୁଡ଼ା ଅଫିସ,୧୫ା୯: ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଜଡାମୁଣ୍ଡାରେ ଗୁରୁବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ପୁଅ ପଥରରେ ଛେଚି ବୃଦ୍ଧା ମା’ ଏବଂ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ମା’ ଝିମ…

କାକାଙ୍କୁ ଟାଙ୍ଗିଆରେ ହାଣିଲେ ପୁତୁରା

ରେଢ଼ାଖୋଲ,୧୫ା୯(ଡି.ଏନ.ଏ.): ରେଢ଼ାଖୋଲ ଥାନା ଘୋଷରାମାଳ ଗ୍ରାମରେ ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୦୨/୨୨) ରୁଜୁ କରିଛି। ତଦନ୍ତ ପରେ ପୋଲିସ…

ପ୍ରେମିକାଙ୍କୁ ଗଳାକାଟି ହତ୍ୟା, ବିଷ ପିଇଲେ ପ୍ରେମିକ

ଲହୁଣୀପଡ଼ା, ୧୫।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଗୁରୁଣ୍ଡିଆ ବ୍ଲକ ଅଧୀନ ବାଙ୍କି ନିକଟସ୍ଥ ଭାଲତା ଗ୍ରାମରେ ଗୁରୁବାର ଜଣେ ଯୁବତୀଙ୍କୁ ହତ୍ୟାକରି ଜଣେ ଯୁବକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୃତ ଯୁବତୀ ହେଲେ ଲହୁଣୀପଡ଼ା ବ୍ଳକ ଅନ୍ତର୍ଗତ ଦର୍ଜୀଂ…

ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍‌ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍‌ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ଗୁଞ୍ଜମାଲି ଗ୍ରାମର ୨୫ଜଣ ଯାତ୍ରୀଙ୍କୁ ଏକ ବୋଟ୍‌ ଆମ୍ବୁଲାନ୍ସ ଉଦ୍ଧାର କରିଛି। କଳାହାଣ୍ଡି…

ଟ୍ରେନ୍‌ଲାଇନରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଣ୍ଡାରିପୋଖରୀ,୧୫।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ରେଳ ଧାରଣାରୁ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଲଓ୍ବେ ପୋଲିସ ଜବତ କରିଛି। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଚୁଆଗଡିଆ ଦେଇ ଯାଇଥିବା ରେଳଧାରଣା ଉପରେ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୧୫ା୯(ସ୍ବ.ପ୍ର.): ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଅବକାରୀ ବିଭାଗ ଆଇଆରବି ନିକଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ସୂଚନାନୁଯାୟୀ କୋରାପୁଟ ସେମିଳିଗୁଡ଼ାରୁ ଏକ…

ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି। ଏଥିପାଇଁ…

ଟ୍ରକ-ବାଇକ୍‌ ମୁହାଁମୁହିଁ: ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

କର୍ଲାମୁଣ୍ଡା/ମଦନପୁର୧୫।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରିଷି-ରାମପୁର ରାସ୍ତା ପରମାନନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କ୍ଷମା ବାଗ (୪୦)। ଆହତମାନେ ହେଲେ ମଦନପୁରର…

ଦେବଗଡ଼ରେ ମାତିଛନ୍ତି ହନୁମାନ ପଇସା ବେପାରୀ: ଦୁଇ ଦିନରେ ୨ଜଣଙ୍କୁ ବାନ୍ଧିଲାଣି ପୋଲିସ

ଦେବଗଡ଼,୧୫।୯(ଡି.ଏନ୍‌.ଏ.): ଦେବଗଡ଼ ଥାନା ଝାଡ଼େଶ୍ୱର ମନ୍ଦିର ନିକଟରେ ୨ ଲକ୍ଷ ଟଙ୍କାରେ ଗୋଟିଏ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇ ଜିଲା ପୋଲିସର ସ୍ପେଶାଲ ଟିମ୍‌ ଚଢାଉ କରିଥିଲା । ଚଢାଉ ସମୟରେ ଢେଙ୍କାନାଳ ଜିଲା ଭୂବନ ଥାନା ଡଙ୍ଗାଘାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?