ଆମ ଜିଲା ଖବର

ମଧ୍ୟାହ୍ନ ଭୋଜନରେ ପୋକ, ଖାଇଲେନି ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ ୨୨ା୯(ଡି.ଏନ.ଏ): ହିଞ୍ଜିଳିକାଟୁ ବ୍ଲକ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ଥିବାରୁ ବହୁ ଛାତ୍ରୀଛାତ୍ର ଖାଇ ନ ଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା ଭିଡିଓ ଓ…

ଗଛରେ ପିଟିହେଲା ସ୍କୁଲ୍‌ ବସ୍‌

କଟକ ଅଫିସ,୨୨ା୯: ଗୁରୁବାର ସକାଳେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏହି ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଆଜି ସକାଳୁ ୩୦ ପିଲାଙ୍କୁ ନେଇ…

ଲଗାଣ ବର୍ଷାରେ ଧୋଇଗଲା ବାଲିପଙ୍କା ପୋଲ

ଆର.ଉଦୟଗିରି,୨୨।୯(ଡି.ଏନ.ଏ.): ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ବାଲିପଙ୍କା ରାସ୍ତାରେ ଥିବା ଏକ ଅସ୍ଥାୟୀ ପୋଲ ଲଘୁଚାପଜନିତ ବର୍ଷାରେ ଭାସିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଯୁବ, ବଡସିନ୍ଧିବା, ଅନ୍ତବା, ଚୁଡଙ୍ଗପୁର, କେଶରୀଗୁଡା ଓ ନୂଆଗଡ଼ ବ୍ଲକ କିରାମା ପଞ୍ଚାୟତର ଜନସାଧାରଣଙ୍କ ଯାତାୟାତରେ…

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌…

ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି

ପାରଳାଖେମୁଣ୍ଡି,୨୨।୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା ଆସିବା…

ଋଷିକୁଲ୍ୟାରେ ହେବ ପିପଳପଙ୍କା ଡ୍ୟାମ୍‌: ବ୍ୟୟ ଅଟକଳ ହୋଇପାରେ ୧୦୦୦ କୋଟି

ବ୍ରହ୍ମପୁର ଅଫିସ,୨୨ା୯: ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରବାହିତ ଋଷିକୁଲ୍ୟା ନଦୀକୁ ନେଇ ନିର୍ମାଣ ହେବ ପିପଳପଙ୍କା ଜଳଭଣ୍ଡାର। ଦୀର୍ଘବର୍ଷରୁ ପ୍ରସ୍ତାବିତ ଏହି ଡ୍ୟାମ୍‌ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଯାଇ ସ୍ଥାନ ଚିହ୍ନଟ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ…

ବେତନଟୀ ତହସିଲରେ ସିଲିଂ ଜମି ଦୁର୍ନୀତି

ବେତନଟୀ, ୨୨ା୯ (ସ୍ବ. ପ୍ର.): ପୂର୍ବରୁ ବାଲି ଓ ମୋରମ କାରବାର ଯୋଗୁ ବିବାଦରେ ରହି ଆସିଥିବା ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ଏବେ ପୁଣି ସିଲିଂ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦଳିତ, ଆଦିବାସୀ ଓ ସାଧାରଣବର୍ଗର…

ପୂର୍ବତନ ଛତ୍ରପୁର ବିଧାୟକ ଆଦିକନ୍ଦ ସେଠୀଙ୍କ ବିୟୋଗ

ଗଞ୍ଜାମ,୨୨।୯(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର ୪ଟାରେ ଅକାଳ ବିୟୋଗ ଘଟିିଛି । ବୁଧବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାରଲୋକେ ତାଙ୍କୁ ଖଲିକୋଟ ମେଡିକାଲ…

୬ ମାସ ହେଲା ଉତ୍ପାତ ଚଳାଇଛି ଦନ୍ତା, ଲୋକେ ଭୟଭୀତ

ରୂପସା, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ୬ ମାସ ଧରି ଉତ୍ପାତ ଚଳାଇଛି। ବ୍ଲକ ଅଧୀନ ପଣିସାପଡ଼ା, ବଡ଼ଚରଣେଶ୍ୱରପୁର, ହଦମୌଦ, ଚାଷୀପଡ଼ା ଆଦି ଗ୍ରାମରେ ହାତୀ ପଶି ବ୍ୟାପକ ଭଙ୍ଗାରୁଜା କରୁଥିବା ନଜରକୁ ଆସିଛି।…

ହାତୀ ପାଇଁ ସାରା ରାତି ଅଟକ: ୧୪ଘଣ୍ଟା ପରେ ମୁକୁଳିଲେ ଫରେଷ୍ଟର, ବନ କର୍ମଚାରୀ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୨ା୯(ଡି.ଏନ.ଏ.): ଝାଡ଼ଖଣ୍ଡୀ ହାତୀ ଭୟରେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି ଲୋକେ। ଘର ଦ୍ୱାର ଭାଙ୍ଗୁଛି। ଫସଲ ଉଜୁଡ଼ୁଛି। କ୍ଷତି ପୂରଣ ମିଳୁନି କିମ୍ବା ହାତୀ ଘଉଡ଼ାଇବା ବ୍ୟବସ୍ଥା କରୁନାହିଁ ବନ ବିଭାଗ। ଏଭଳି ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ତାତିଛନ୍ତି…

ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣଙ୍କ ପରଲୋକ

ନୂଆପଡ଼ା ଅଫିସ/ଖଡ଼ିଆଳ, ୨୨।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ବାଧୀନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଯୋଗୁ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ…

ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ଶୁଣାଣି ସମାପ୍ତ

ପୁରୀ ଅଫିସ,୨୨।୯: ସୁପ୍ରିମକୋର୍ଟରେ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ହୋଇଥିବା ମାମଲାର ୨୦ ତାରିଖ(ମଙ୍ଗଳବାର)ଠାରୁ ଶୁଣାଣି ଆରମ୍ଭ ହୋଇ ବୁଧବାର ସମାପ୍ତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?