ଆମ ଜିଲା ଖବର

ସ୍ବାମୀଙ୍କୁ ମାଡ଼, ସ୍ତ୍ରୀଙ୍କୁ ଗଣବଳାତ୍କାର

ବାଲେଶ୍ୱର ଅଫିସ, ୨୨।୯: ବାଲେଶ୍ୱର ସହରର ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳରେ ୧୮ ତାରିଖ ବିଳମ୍ବିତ ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୬ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ମାଡ଼ ମାରି କଟୁରିରେ ହାଣି କ୍ଷତାକ୍ତ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ…

ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ, ଉପବାସ ରହିଲେ ପିଲା

ହିଞ୍ଜିଳିକାଟୁ,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବାରୁ ବହୁ ଛାତ୍ରୀଛାତ୍ର ଖାଦ୍ୟ ଖାଇ ଉପବାସ ରହିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା ଭିଡିଓ ଏବଂ ଫଟୋ ବିଭିନ୍ନ…

ଉଠାଜଳସେଚନ ପ୍ରକଳ୍ପର ୨ ଅଧିକାରୀଙ୍କୁ ଅଟକ ରଖିଲେ ଚାଷୀ

କୋକସରା,୨୧ା୯(ଡି.ଏନ୍‌.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପରୁ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅଞ୍ଚଳର ଚାଷଜମିକୁ ଜଳସେଚନ ପାଇଁ ବାରମ୍ବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ଥିବା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୂଷାପାଲି ପଞ୍ଚାୟତର ଚାଷୀମାନେ ବିଗତ କିଛିଦିନ ତଳେ ଯାଇ ଜଳସେଚନ ପାଇଁ ଅଭିଯୋଗ…

ପଦରପଡ଼ାକୁ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୧ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା ପଞ୍ଚାୟତର ନେଗିଗୁଡ଼ାର ପଦରପଡ଼ାକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ରାଜ୍ୟ ସରକାର ନେଗିଗୁଡ଼ାର…

ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ

ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ…

ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ବସନ୍ତପୁର ନିକଟ ଉକୁଚାବେଡ଼ାଠାରେ ଏକ ୧୧ ଟିକିଆ ହାତୀ ମଙ୍ଗଳବାର ରାତିରେ ଜଙ୍ଗଲରୁ ଆସି ଭୋର୍‌ ସମୟରେ ଜଙ୍ଗଲକୁ ଫେରି ନ ପାରି ଉକୁଚାବେଡ଼ା ଅଟକି ରହିଛନ୍ତି। ଏହି ୧୧ ଟିକିଆ ଦଳରେ ୩ଟି ଦନ୍ତା…

ଆକ୍ରମଣକାରୀଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସ୍ଥାନୀୟ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ବୁଧବାର ଏକ ମାମଲାର ବିଚାର କରି ହରିଚନ୍ଦନପୁର ବ୍ଲକର ଖେଦପଡ଼ା ଗ୍ରାମର କୀର୍ତ୍ତନ ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଓ ଦୁଇ ହଜାର ଟଙ୍କା ଜରିମାନା ଆଦାୟ…

ଦୁର୍ଦ୍ଦାନ୍ତ ଅପରାଧୀ ଜୁମାଙ୍କ ସମେତ ୪ ଗିରଫ

ଫୁଲନଖରା,୨୧ା୯(ଡି.ଏନ୍‌.ଏ.): ଗାଡ଼ି ଓ ସୁନା ଚୋରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ କଟକ ସଦର ଥାନା ପୋଲିସ ଗରିଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳର ଅବଦୁଲ୍‌ ନାଦୀ ଖାଁ ଓରଫ ଜୁମା (୧୯),କଟକ ଜିଲା ଜଗତପୁର ଥାନା…

ଦାମୀ କାର୍‌ରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ, ଧରିଲା ଅବକାରୀ

ବ୍ରହ୍ମପୁର ଅଫିସ,୨୧ା୯: ଅବକାରୀ ଗୋଇନ୍ଦା ପୋଲିସ ବୁଧବାର ଭୋର୍‌ରୁ ୧୫ ଲକ୍ଷର ଦାମୀ କାର୍‌ ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ପୋଲିସ ଓ ସ୍ଥାନୀୟ ଲୋକେ ପିଛା କରୁଥିବା ଦେଖି ଗଞ୍ଜେଇ ଚାଲାଣକାରୀ ଜଣଙ୍କ ରାସ୍ତା ଉପରେ…

ଜଙ୍ଗଲରେ ଚଲାଇଥିଲେ ଆଶ୍ରମ, ବାନ୍ଧିନେଲା ପୋଲିସ

ପରଜଙ୍ଗ,୨୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବୁଧବାର ଖଣ୍ଡିଆ ବାବାଙ୍କୁ ଗିରଫ କରାଯାଇଛି। ଯାହାଙ୍କ ଭଲ ନାମ ହେଉଛି ଅନନ୍ତ ଚରଣ ଦାସ। ସେ ପାଖାପାଖି…

ଅକ୍ଟୋବର ୧୬ରେ ଓସିଏସ୍‌ ପ୍ରିଲିମ୍‌: ୨ଟି ସିଟିଂରେ ହେବ ପରୀକ୍ଷା

କଟକ ଅଫିସ, ୨୧।୯: ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ୨୦୨୧ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ ା ଏ ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୧୬ ତାରିଖରେ…

ନଗଦ ୧ଲକ୍ଷ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ବୁଧବାର ଜିଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?