ଆମ ଜିଲା ଖବର

ନଗଦ ୧ଲକ୍ଷ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ବୁଧବାର ଜିଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ…

ଟ୍ରକ୍‌ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ

ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍‌ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ…

ଗୁଡ଼ାରି ବ୍ଲକରେ ପହଞ୍ଚତ୍ପାରିନି ପୂର୍ତ୍ତ ବିଭାଗ ରାସ୍ତା

ଗୁଡ଼ାରି,୨୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଏନ୍‌ଏସିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟିହେବା ସହ ଉଭୟ ପାର୍ଶ୍ୱରେ ଗଛ ଉଠି ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ମୁଖ୍ୟତଃ ନାଇରା ଛକରୁ ଗୁଡ଼ାରିକୁ…

ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ରୋଷେୟା ଚାକିରିରୁ ବହିଷ୍କୃତ

ମାଲକାନଗିରି/କୋରୁକୋଣ୍ଡା/ଏମ୍‌ଭି-୭୯,(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରିବାଡା ପଞ୍ଚାୟତର ମାରିବାଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ୩ ତାରିଖରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରାବାସ ଛାଡି ଦାୟିତ୍ୱରେ ଥିବା ପରିଚାଳିକାଙ୍କ ବିରୋଧରେ ଚାଉଳ ବିକ୍ରି ଅଭିଯୋଗ ନେଇ ରାତିରେ ହଷ୍ଟେଲ ପାଚେରି…

ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୨୧।୯: ଢେଙ୍କାନାଳ କଲେଜ ବଜାରସ୍ଥିତ ମା’ ସୁନ୍ଦରଶୁଣୀ ମାତୃ ଆସ୍ଥାନ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ପାର୍ଶ୍ୱ ମୂର୍ତ୍ତି ଏବଂ ଦ୍ୱାରପାଳ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଏହି ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ…

ଶେଷରେ ରାଜିହେଲା ରିମ୍‌ଝିମ୍‌

ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି ରିମ୍‌ଝିମ୍‌ ଇସ୍ପାତ କମ୍ପାନୀ। ୨୦୨୩ ଜାନୁୟାରୀ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ।…

ତହସିଲଦାରଙ୍କ ଘରେ ଭିଜିଲାନ୍ସ: ୮ ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼/ଲେଫ୍ରିପଡା ୨୧।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଡିଏସପି ସୁଧାଶୁ ଶେଖର…

ଦୁଲୁକାଇବ ରାବଣ ଦରବାର

  ଅନୁଗୋଳ ଅଫିସ, ୨୧।୯: ସରିଆସୁଛି ସାଜସଜ୍ଜା। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ପ୍ରସ୍ତୁତ ହେଉଛି ଅନୁଗୋଳ ସହରର ପୁରାତନ ପୂଜା ଅନୁଷ୍ଠାନ ହେମସୁରପଡ଼ା ଦୁର୍ଗାପୂଜା କମିଟି। ଚଳିତବର୍ଷ ୫୮ ବର୍ଷରେ ପାଦ ଥାପିବାକୁ ଯାଉଥିବା ଏହି କମିଟି ପକ୍ଷରୁ ପ୍ରଥମେ…

ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ

ଢେଙ୍କାନାଳ ଅଫିସ,୨୧।୯: ଢେଙ୍କାନାଳ ଜିଲା ସଦର ଥାନା କଙ୍କଡାହାଡ ଗ୍ରାମ ଛକରେ ବୁଧବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ଅଫ ଭ୍ୟାନ୍‌ ଜବତ କରାଯାଇଛି। ଭ୍ୟାନ୍‌ରେ ୨୦ ଗୋରୁ ଚାଲାଣ କରାଯାଉଥିବା ଖବରପାଇ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ୍‌ର ସଦସ୍ୟମାନେ ସେମାନଙ୍କୁ…

କଲେଜ ସମ୍ମୁଖରେ ଅଳିଆ ପକାଇବା ମହଙ୍ଗା ପଡିଲା ଆବର୍ଜନା ଭର୍ତ୍ତି ଟ୍ରାକ୍ଟର ଚାବି ଛଡାଇ ନେଲେ କାଉନସିଲର

ଗଞ୍ଜାମ,୨୦ା୯(ଡି.ଏନ.ଏ.): ଗଞ୍ଜାମ ସହର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଲେଜ ସମ୍ମୁଖରେ ଗଞ୍ଜାମ ଏନଏସିର ଏକ ଅଳିଆ ବୋଝେଇ ଟ୍ରାକ୍ଟର ଅଳିଆ ପକାଉଥିଲେ। ଏହା ଦେଖି ସ୍ଥାନୀୟ ୧୨ ନଂ ୱାର୍ଡ କାଉନସିଲର ଚନ୍ଦ୍ରଶେଖର ରେଡ୍ଡୀ ଟ୍ରାକ୍ଟର ଚାବି ଛଡ଼ାଇ…

ବାଲ୍ୟବିବାହ ମୁକ୍ତ ଗଞ୍ଜାମ ଘୋଷଣାରେ ସୀମିତ

ଛତ୍ରପୁର,୨୧।୯(ଡି.ଏନ୍‌.ଏ.):ଗଞ୍ଜାମ ଜିଲାକୁ ପ୍ରଶାସନ ଚଳିତବର୍ଷ ଜାନୁୟାରୀ ୩ ତାରିଖରେ ବାଲ୍ୟବିବାହ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲା। ଏପରିକି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାକୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବା ନେଇ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା…

୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ହେବ ଗଞ୍ଜାମ

ଛତ୍ରପୁର,୨୧।୯:(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯକ୍ଷ୍ମା ନିରାକରଣ, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ସେବା ଉପରେ ସମୀକ୍ଷା କରିଥିଲେ। ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?