ଆମ ଜିଲା ଖବର

ନଦୀରେ ଫୋପାଡ଼ିଲେ ୮ ହଜାର କୁକୁଡ଼ା ଚିଆଁ

ନୟାଗଡ ଅଫିସ,୧।୧୦: ପଶୁପତି ଫିଡସ୍‌ର ୮ ହଜାର କୁକୁଡା ଚିଅଁାକୁ ଶୁକ୍ରବାର ବଡପଣ୍ଡୁସର ନଦୀରେ ଫୋପାଡି ଦିଆଯାଇଛି। ଏ ନେଇ ଅଭିଯୋଗ ପରେ ଇଟାମାଟି ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଜହ୍ନିପଦା, ଡେଙ୍ଗରାଗୋଡି ପରି କେତେକ ଗଁାର କୁକୁଡା ବ୍ୟବସାୟୀଙ୍କର…

ପୁଣି ଚାଲିବ ନୂଆଗାଁ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୧ା୧୦: ନୂଆଗଁା- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ପୁଣି ଚାଲିବ। ଅକ୍ଟୋବର ୧ରୁ ଏହି ଟ୍ରେନ ଯାତାୟାତ କରିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ସୂଚନା…

କ୍ରଲ୍‌ରେ ନରହନ୍ତା ହାତୀର ଚିକିତ୍ସା

ଢେଙ୍କାନାଳ ଅଫିସ,୧ା୧୦: କଟକ ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ୨୦ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ଗୁରୁବାର ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଗୁରୁବାର ନନ୍ଦନକାନନରୁ ଆସିଥିବା…

ଜେଇଙ୍କୁ ତାଲା ପକାଇବା ୨୪ ଘଣ୍ଟା ନ ପୂରୁଣୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ

ଓଡ଼ଗାଁ, ୧ା୧୦(ସ୍ବ.ପ୍ର.): ଗଁା ଲୋକ ଅନ୍ଧାରରେ ରହିବାରୁ ଜେଇଙ୍କୁ ବିଦ୍ୟୁତ୍‌ ଅଫିସରେ ତାଲା ପକାଇ ଦେଇଥିଲେ। ୨୪ ଘଣ୍ଟା ନ ପୂରୁଣୁ ଗଁାକୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇଛି। ପ୍ରକାଶ ଯେ, ଓଡ଼ଗଁା ବ୍ଲକ ଅନ୍ତର୍ଗତ ପଲ୍ଲୀ ଗୁଣ୍ଠାସାହି ଗ୍ରାମର ୫୦ରୁ…

ବିକାଶ ନାମରେ ଐତିହ୍ୟ, ପରମ୍ପରାକୁ ନଷ୍ଟ କରା ନ ଯାଉ

ଖଣ୍ଡପଡ଼ା,୧ା୧୦(ସ୍ବ.ପ୍ର): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ନୟାଗଡ଼ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବ ଜୀଉ ସର୍ବଜନ ବିଦିତ। ଉକ୍ତ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରି ୧୮ମାସ…

କଳାକୃତି ଗ୍ରାମ ହେବ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ,୧ା୧୦: ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ ନବଜୀବନପୁରଠାରେ ନିର୍ମାଣ ହୋଇଥିବା କଳାକୃତି ଗ୍ରାମକୁ ଢେଙ୍କାନାଳ ଜିଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରାଯିବ। ଶୁକ୍ରବାର ଜିଲାପାଳ ସରୋଜ କୁମାର…

ଜାତୀୟ ଖେଳାଳି ନାରାୟଣ ମୁଣ୍ଡାଙ୍କ ଅଭ୍ୟାସ

ପାରାଦୀପ, ୧ା୧୦(ସ୍ବ.ପ୍ର.): ପାରାଦୀପର ମହାନଦୀ ମୁହାଣରେ ଶୁକ୍ରବାର ପ୍ରଥମକରି ଜଣେ ଜାତୀୟ ଖେଳାଳି ନାରାୟଣ ମୁଣ୍ଡା ୱିଣ୍ଡ ସର୍ଫିଂ ଅଭ୍ୟାସ କରିଛନ୍ତି। ଏପରି ଅଭ୍ୟାସ ସେ ସପ୍ତାହେ ପର୍ଯ୍ୟନ୍ତ କରିବେ। ଅକ୍ଟୋବର ୧୩ ରୁ ୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ…

ଚାନ୍ଦିରୁପାରେ ସଜେଇ ହେବେ ମା’ ଦୁର୍ଗା

ଡେରାବିଶ, ୧ା୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ତିଲଙ୍ଗଠାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ବହୁ ପ୍ରାଚୀନ। ଏହି ପୀଠ ଏଣ୍ଡର, ହଳଦିଆପାଟଣା, ଛଚିଣା, କୁଅଁରପୁର, ପଲେଇ ସାଥି ସମାଜ, ଜଗଦମ୍ବା ମଠ, ଖରିଦାସାହି, ଭୋଳହାଟ ଓ ତିଲଙ୍ଗ ପ୍ରସିଦ୍ଧି ଲାଭ କରିଛି। ମା’ ପିଙ୍ଗଳେଶ୍ୱରୀଙ୍କ…

ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି ଶୁକ୍ରବାର ଦିଗପହଣ୍ଡି ଏଲ୍‌ଆଇସି ସେଟଲାଇଟ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଇଥିଲେ। ପୁର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ…

ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ ହତ୍ୟା ଅଭିଯୋଗ ମାମଲାର ବିଚାର କରାଯାଇ ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଅନୁପ କୁମାର…

ଏଚ୍‌ଏସ୍‌ଆର୍‌ପି ଅବଧି ମାସେ ବଢ଼ିଲା

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧।୧୦: ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚଏସ୍‌ଆରପି) ଲଗାଇବା ଅବଧି ଆଉ ୧ ମାସ ବୃଦ୍ଧି କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ ପୀଠକୁ ସୁରକ୍ଷା ଦେବା ପାଇଁ ପାଚେରି ନିର୍ମାଣ ହୋଇଥଲା ବେଳେ ଅସାମାଜିକ ବ୍ୟକ୍ତି ପାଚେରିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?