ଆମ ଜିଲା ଖବର

ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ

ଭଞ୍ଜନଗର,୧।୧୦(ଡି.ଏନ.ଏ): ବେଲଗୁଣ୍ଠା ଓ ଭଞ୍ଜନଗର ଆମ ପୋଲିସ ସମିତିର ସଚେତନତା ବୈଠକ ପୃଥକ ଭାବେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ପୋଲିସ ପକ୍ଷରୁ ଇଙ୍ଗିନାଠିରେ ହୋଇଥିବା ବୈଠକରେ ଥାନା ଅଧିକାରୀ ପି.କେ.ସାହୁ ଅଧ୍ୟକ୍ଷତା କରିଥିଲେ । ସେହିପରି ଭଞ୍ଜନଗର ଆମ ପୋଲିସ…

କୃଷି ଓଡ଼ିଶାର ପ୍ରାଣକେନ୍ଦ୍ର

ରଘୁନାଥପୁର,୧ା୧୦(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ କୃଷିଭିତ୍ତିକ ସଂସ୍ଥା ଲାଲ(ଲିଭ ଆଣ୍ଡ ଲେଟ ଲିଭ)ପକ୍ଷରୁ ରାଜ୍ୟର କୃଷି ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଯୋଜନା…

ନିର୍ମାଣ ଅପେକ୍ଷାରେ ଗଲାଣି ୪ ବର୍ଷ

କେନ୍ଦ୍ରାପଡ଼ା ଅଫିସ, ୧ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା…

ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।…

ଶିଶୁମାନଙ୍କୁ ବ୍ୟାପୁଛି ଅଜଣା ରୋଗ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ୍‌ ଅଞ୍ଚଳରେ ଶିଶୁମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ମୁହଁ, ଦେହର ବିଭିନ୍ନ ସ୍ଥାନରେ ଫୋଟକା ଭଳି ହୋଇ ଘା’ ହୋଇଯାଉଛି। ଏହା ବ୍ୟାପୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ସୂଚନା ଅନୁଯାୟୀ,…

ଗୋରୁଙ୍କୁ ଲମ୍ପି ରୋଗ, ଲୋକେ ଭୟଭୀତ

ସାରସକଣା,୧୦।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର ପାଣ୍ଡରା ପଞ୍ଚାୟତରେ ଗୋଟିଏ ଗାଈ ଦେହରେ ଲମ୍ପି ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ଦେହ ସାରା ଫଟକା ହେବା ସହ ପରେ…

ସମୁଦ୍ରକୂଳ ସଫେଇ, ସଚେତନତା

ପୁରୀ ଅଫିସ,୧ା୧୦: ଏନ୍‌ସିସି ପକ୍ଷରୁ ପୁରୀ ବେଳାଭୂମିରେ ପୁନିତ ସାଗର ଅଭିଯାନ କ୍ରମେ ସମୁଦ୍ରକୂଳ ତଥା ହ୍ରଦ, ନଦୀ, ପୁଷ୍କରିଣୀ ଓ ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ଶୁକ୍ରବାର ପ୍ରାତଃରେ ପୁରୀ…

ମୁଖ୍ୟ ବଜାରରେ ବଢୁଛି ଟ୍ରାଫିକ୍‌ ସମସ୍ୟା

ବାରିପଦା ଅଫିସ,୧ା୧୦: ବାରିପଦା ସହର ମୁଖ୍ୟ ମାର୍କେଟ ବାଣ୍ଠିଆ ଜଗନ୍ନାଥ ମନ୍ଦିରଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢୁଛି। ବାଜରରେ କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ପାଇଁ ସମସ୍ୟା ଉତ୍କଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟା ଘଣ୍ଟା ଧରି…

ଅନ୍ଧବିଶ୍ୱାସ, ଗୁଣିଗାରେଡ଼ିକୁ ନେଇ ହତ୍ୟା

ବାରିପଦା ଅଫିସ,୧ା୧୦: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଏକ ଅଖା ବସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର…

‘ବିଷ୍ଣୁଙ୍କ ଆଦର୍ଶକୁ ଯୁବପିଢ଼ି ଅନୁସରଣ କରନ୍ତୁ’

ଭଦ୍ରକ ଅଫିସ, ୧ା୧୦: ଦିବଂଗତ ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ୱ, ରାଜନେତା, ସାହିତି୍ୟକ, ସଂସ୍କୃତିପ୍ରେମୀ, ଦରଦୀ ମଣିଷ ଥିଲେ। ତାଙ୍କ ନିଧନରେ ପାର୍ଟି ଓ ପ୍ରଦେଶର ବିରାଟ…

ରୁପା ମୁକୁଟରେ ଝଲସିବେ ମା’

କେନ୍ଦୁଝର,୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଡେଲି ମାର୍କେଟ ରାସ ପଡ଼ିଆ ସ୍ଥିତ ଶ୍ରୀଶ୍ରୀ ଦୁର୍ଗାଦେବୀ ପୀଠରେ ଦୁର୍ଗାପୂଜା କମିଟି ପକ୍ଷରୁ ଭାଇଚାରାର ଉତ୍ସବ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ୫୮ ବର୍ଷରେ…

ରାସ୍ତାରେ ବୁଲୁଛି ଗଣେଶ

ଭବାନୀପାଟଣା,୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ଫୁର୍ଲିଝରନ ରାସ୍ତାରେ ଏବେ ଗଣେଶ ନାମକ ଏକ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଉତ୍ସାହର ସହ ଏହି ମନୋରମ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?