ବଣ୍ଡାଘାଟିରେ ଖୋଲାଆକାଶ ତଳେ ସ୍କୁଲ
ମାଲକାନଗିରି,୨୮।୬(ଡି.ଏନ୍.ଏ.):ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ହାଇସ୍କୁଲଗୁଡ଼ିକର ବିକାଶ ମଧ୍ୟ କରୁଛନ୍ତି। ହେଲେ ଉପାନ୍ତ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ସ୍କୁଲ ଖୋଲା ଆକାଶ ତଳେ ଚାଲିଛି। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ…
ଏମ୍କେସିଜି ଶିଶୁ ରୋଗ ବିଭାଗରେ ୪ ପିଜି ସିଟ୍ ବୃଦ୍ଧି
ବ୍ରହ୍ମପୁର ଅଫିସ,୨୮/୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍କେସିଜି)ମେଡିକାଲ କଲେଜର ଶିଶୁ ବିଭାଗ ପିଜି ସିଟ ବୃଦ୍ଧି କରାଯିବା ନେଇ ସୋମବାର ଜାତୀୟ ଭେଷଜ ପରିଷଦ(ଏନ୍ଏମ୍ସି)ର ଜଣିକିଆ ପ୍ରତିନିଧି ଏମ୍କେସିଜି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ଶିଶୁ ବିଭାଗରେ ୮ ପିଜି ସିଟ ରହିଥିବା ବେଳେ…
ଯୌନକର୍ମୀଙ୍କୁ ଢାଲ କରି କୋଟିଏ ହଡ଼ପ
ଯାଜପୁର ଅଫିସ,୨୮ା୬:ମହିଳା ଯୌନକର୍ମୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୮ରେ ପ୍ରଣୀତ ଲକ୍ଷ୍ୟଭେଦୀ ଯୋଜନା ଯାଜପୁର ଜିଲାରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଜିଲାରେ ୧୪୭୩ ଜଣ ମହିଳା ଯୌନକର୍ମୀ ଥିବା ଦର୍ଶାଇ କୋଟିଏରୁ…
ଏଟିଏମ୍ ଲୁଟ ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡାଦେଶ
ରୂପସା,୨୭।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କାଣ୍ଡଗଁାଠାରେ ଥିବା ଏକ ଏଟିଏମ୍ ଲୁଟ୍ ମାମଲାର ବିଚାର କରି ବସ୍ତା ଜେଏମ୍ଏଫସିର ବିଚାରପତି ସୁଶ୍ରୀ ଗାୟତ୍ରୀ ମିଶ୍ର ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ…
ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର
ବାଲେଶ୍ୱର ଅଫିସ,୨୭।୬: ବାଲେଶ୍ୱର ସହର ଜିଲା ସ୍କୁଲ୍ରେ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନବମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଜଣକ ହାତରେ ରକ୍ଷା ସୂତ୍ର ବାନ୍ଧିଥିବାରୁ…
ରଥଯାତ୍ରା ପାଇଁ ସାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି
ପୁରୀ ଅଫିସ,୨୭।୬: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଜୋରଦାର ପ୍ରସ୍ତୁତି କରାଯାଉଛି। ତେବେ ରଥଯାତ୍ରାର ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରଥଯାତ୍ରାକୁ…
ବାଣ ଭିଡୁଥବା ବେଳେ ଯୁବକ ଗିରଫ
ଛତ୍ରପୁର,୨୭ା୬(ଡି.ଏନ୍.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ ରାତିରେ ବିସ୍ଫୋରକ ବାଣ ଫୁଟା ଯାଉଥିବାରୁ ଗାଁ ଲୋକେ ଭୟଭୀତ ହୋଇପଡ଼ି ପୋଲିସକୁ ଅଭିଯୋଗ…
ପୁଣି ମିଳିଲା ହାତୀ କଙ୍କାଳ
ଆଠଗଡ,୨୭।୬(ଡି.ଏନ୍.ଏ.): କଟକ ଜିଲା ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ହାତୀ କଙ୍କାଳ ମିଳିବା ପରେ ବନବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି।
ଫୁଲବାଣୀରେ କଂଗ୍ରେସର ସତ୍ୟାଗ୍ରହ
ଫୁଲବାଣୀ ଅଫିସ, ୨୭।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଫୁଲବାଣୀ ଜିଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ସୋମବାର ଦଳ ପକ୍ଷରୁ ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରରେ ସତ୍ୟାଗ୍ରହ କରାଯାଇଛି । ଫୁଲବାଣୀ ବିଧାନସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ…
ଦୁର୍ଘଟଣାରେ ଯୁବକ ମୃତ, ବୃଦ୍ଧ ଗୁରୁତର
ବ୍ରହ୍ମପୁର ଅଫିସ,୨୭।୬: ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଦିନକୁ ଦିନ ଦୁର୍ଘଟଣା ମାମଲା ବୃଦ୍ଧି ହେବାରେ ଲାଗୁଛି। ଯାହାକି ପ୍ରଶାସନ…
ଦାୟିତ୍ୱ ନେଲେ ସିଏମ୍ସିର ନୂଆ କମିଶନର, ‘ଅଭିଜ୍ଞତାକୁ ନେଇ ସମସ୍ୟାର ସମାଧାନ କରିବି’
କଟକ ଅଫିସ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କମିଶନର…
ସମଲପୁରୀ ଦିନ୍ରେ ୨ଶହ କବି, କଳାକାରଙ୍କୁ କରାଯିବ ସମ୍ମାନିତ
ପାଇକମାଳ,୨୭।୬(ଡି.ଏନ୍.ଏ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳ ନୃସିଂହନାଥ ପୀଠରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ୍ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିରଜିନା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମଲପୁରୀ ଦିନ୍ କିପରି ଆଡମ୍ବର…
Archives


