ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ
କଟକ ଅଫିସ,୨୧।୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ…
ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ
କଟକ ଅଫିସ,୨୧ା୧୦: ଓଡ଼ିଶା ପୋଲିସର ୬୩ତମ ଶହୀଦ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି ଦିବସ ପାଳନ ଅବସରରେ ପରେଡରେ ପୋଲିସ ଡିଜି ସୁନିଲ ବଂଶଲ ଅଭିବାଦନ ଗ୍ରହଣ କରିଛନ୍ତି। ଶହୀଦ ପୋଲିସଙ୍କ ଅମରଆତ୍ମାକୁ ପୋଲିସ ଡିଜି…
୯୦ ବର୍ଷୀୟ ଜେଜେମା’ଙ୍କ କାନ୍ଧରେ ୩ ଅନାଥଙ୍କ ବୋଝ
ପାଟଣା,୨୧ା୧୦(ସ୍ବ.ପ୍ର.) ଦୁଇ ବର୍ଷ ପୂର୍ବେ ବାପା ପ୍ରାଣ ହରାଇଥିଲେ। ୩ଦିନ ତଳେ ମା’ଙ୍କ ମୃତ୍ୟୁ ହୋଇଛି। ମା’-ବାପାଙ୍କ ମୃତ୍ୟୁ ପରେ ୩ ପିଲାଙ୍କ ବୋଝ ଏବେ ୯୦ବର୍ଷୀୟା ଜେଜେମା’ଙ୍କ କାନ୍ଧରେ। ନିଜେ ଚଳିବାକୁ ଅକ୍ଷମ ଥିବା ବେଳେ ଏବେ ପିଲାଙ୍କ ଭବିଷ୍ୟତକୁ…
ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ
ବେଗୁନିଆ,୨୧ା୧୦(ଡି.ଏନ୍.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ବେଆଇନ ଭାବେ ବାଣ ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତକାରୀ ଏବଂ…
ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର
ଯାଜପୁର ରୋଡ,୨୧ା୧୦(ଡି.ଏନ.ଏ.):ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହରେ ଫସିଛି ବ୍ୟାସନଗର ସହର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ପାତରଅନ୍ତର ନୀତି ଏବଂ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପ କାମ ଶେଷ ହେବା ପୂର୍ବରୁ ବନ୍ଦ କରାଯିବା କାରଣରୁ…
ଆଗକୁ ପୟାଶ୍ରାଦ୍ଧ, ବିକ୍ରି ହେଲାଣି ପିପେଇ
ବରୀ,୨୧ା୧୦(ଡି.ଏନ.ଏ.):ଆଗକୁ ଆସୁଛି ପୟାଶ୍ରାଦ୍ଧ। ଏହି ଦିବସରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇ ସେମାନଙ୍କ ବଂଶଧରମାନେ କୁହନ୍ତି ‘ବଡ଼ବଡୁଆ ହୋ, ଅନ୍ଧାରରେ ଆସିଥିଲ ଆଲୁଅରେ ଯାଆ’। ପରମ୍ପରା ଅନୁଯାୟୀ କାଉଁରିଆ କାଠି ଏହି ଦିବସ ପାଇଁ ଆବଶ୍ୟକ ହୋଇଥାଏ। ଯିଏ ଯେଉଁ ପଦ…
ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ
ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ ପୁରୀ ଆସି ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଯେଉଁଠି ଛତା ପୋତି ଶ୍ରୀନୀଳଚକ୍ରଙ୍କୁ ଚାହିଁ ଧ୍ୟାନସ୍ଥ…
ଅନୁପ୍ରବେଶକାରୀଙ୍କ ତଥ୍ୟ ଦେବାକୁ ଥାନାକୁ ଚିଠି
ରାଜନଗର, ୨୧ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ବିପନ୍ନ ଅଧିବାସୀଙ୍କୁ ବଗପାଟିଆଠାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୭୧ ପରିବାରକୁ ଥଇଥାନ କରାଯାଇଥିଲା। ଏବେ ସାତଭାୟାର ଆଉ ୧୪୮ପରିବାରଙ୍କ ସହ ଭିତରକନିକା…
ହେନ୍ତାଳ, ଲୁଣା ଜଙ୍ଗଲ: ବାତ୍ୟାର ପ୍ରଭାବ କମ୍ ରହିବ
ମହାକାଳପଡା,୨୧ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ଲଘୁଚାପଜନିତ ପ୍ରଭାବ ଓ ବାତ୍ୟାକୁ ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲା ପ୍ରଶାସନ ଉପକୂଳ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ…
କୁଜଙ୍ଗ-ଚଟୁଆ ଶୋଚନୀୟ: ୭ ଦିନରେ ସମାଧାନ ନ ହେଲେ ଆନ୍ଦୋଳନ
କୁଜଙ୍ଗ,୨୧ା୧୦(ଡି.ଏନ୍.ଏ.): କୁଜଙ୍ଗ-ଚଟୁଆ ରାସ୍ତା ଅବସ୍ଥା ୪ ବର୍ଷହେବ ଶୋଚନୀୟ ହୋଇଯାଇଛି। କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ଏହି ରାସ୍ତାଦେଇ ପୁରୀ ଜିଲାର ଅସ୍ତରଙ୍ଗ, ଜଗତ୍ସିଂହପୁର ଜିଲାର ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ବ୍ଲକ ସମେତ ପାରଦୀପ ବନ୍ଦର ଏବଂ ଶିଳ୍ପାଞ୍ଚଳର…
ବିଦେଶରୁ ଘରକୁ ଆସୁଛି ଅଧିକ ଅର୍ଥ
କେନ୍ଦ୍ରାପଡା ଅଫିସ, ୨୧ା୧୦:ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଟଙ୍କାର ଏହି ଅବମୂଲ୍ୟାୟନ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ଶ୍ରମିକଙ୍କ ପାଇଁ…
ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ସୁପାରିସ କଲେ ଡିଇଓ
ଜଗତ୍ସିଂହପୁର ଅଫିସ,୨୧ା୧୦: ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଅଧୀନ ସୁଧକଣ୍ଠି ଗ୍ରାମସ୍ଥିତ କମଳଲୋଚନ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ପରିସରସ୍ଥ ପୋଖରୀରେ ବିଦ୍ୟାଳୟର ୯ମ ଶ୍ରେଣୀ…

