ଆମ ଜିଲା ଖବର

ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଳମ୍ବ ଘଟଣା: ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ଦାୟୀ

ପୁରୀ ଅଫିସ, ୭ା୧୧:ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ପୁରୀ ଆସୁଛନ୍ତି। ସେହିପରି ପୁରୀରେ ରହି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ…

୧୯ ଘଣ୍ଟାରେ ୩୦୦ କି.ମି. ସାଇକେଲ ଯାତ୍ରା ଲକ୍ଷ୍ୟ

ରାସୋଳ, ୭।୧୧(ଡି.ଏନ୍‌.ଏ.):ଭୁବନେଶ୍ୱର ସାଇକେଲ ଏବଂ ଆଡ୍‌ଭେଞ୍ଚର କ୍ଲବ ପକ୍ଷରୁ ଏକ ଦୁଃସାହସିକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୩୭ ଜଣିଆ ଅଭିଯାତ୍ରୀ ଦଳ ୧୯ ଘଣ୍ଟାରେ ୩୦୦ କିଲୋମିଟର ପଥ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ…

୧୨୦୦ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ

କାମାକ୍ଷାନଗର, ୭।୧୧(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ ପରିସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆନୁକୂଲ୍ୟରେ ରବିବାର କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଏହି…

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ଫୁଲବାଣୀ ଅଫିସ/ଟିକାବାଲି, ୭ା୧୧:କନ୍ଧମାଳ ଜିଲା ଟିକାବାଲି ମୁଖ୍ୟାଳୟରେ ପାନୀୟ ଜଳର ଘୋର ସମସ୍ୟା ା ଆଜି ଯାଏ ଲୋକଙ୍କୁ ଠିକ୍‌ ଭାବେ ପାନୀୟ ଜଳ ମିଳୁ ନାହିଁ ା ଏ ନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କଠାରୁ ବ୍ଲକ ପ୍ରଶାସନ ଯାଏ…

ଖର୍ଚ୍ଚ ହେଲା ୧୭ଲକ୍ଷ, ଟଙ୍କାକର ଫାଇଦା ନାହିଁ

ଖଇରା, ୭ା୧୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମ ନିକଟରେ ଥିବା ପଏଣ୍ଟ-୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୧୭ଲକ୍ଷ ଖର୍ଚ୍ଚ ପରେ ମଧ୍ୟ କାମରେ ଲାଗୁନି। ବର୍ତ୍ତମାନ ଆସନ୍ନ ମରୁଡି ପରିସ୍ଥିତିରେ ଜମିକୁ…

ଅନ୍ଧାରରେ ସାନଘାଗରା

କେନ୍ଦୁଝର,୭ା୧୧(ସ୍ବ.ପ୍ର.):ଶୀତର ଆଗମନ ସହିତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସଜବାଜ ହେଉଛି। ତେବେ ରାଜ୍ୟର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ଅବସ୍ଥା ଏ ପର୍ଯ୍ୟନ୍ତ ସୁଧୁରୁ ନାହିଁ। ଏହାର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ, ପର୍ଯ୍ୟଟନ ବିଭାଗ…

ନିଯୁକ୍ତି ଦାବିରେ ମେଳି ବାନ୍ଧିଲେ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର,୭ା୧୧ (ଡି.ଏନ.ଏ.):ଶିଳ୍ପ, ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅଶାନ୍ତକର ପରିସ୍ଥିତି ଉପୁଜୁଛି। ଆନ୍ତରିକତାର ସହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଦୃଢୋକ୍ତି ପ୍ରକାଶ କରୁଛନ୍ତି। ଅଥଚ କଳିଙ୍ଗନଗର…

ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହାବାଦ୍‌ ୨ ଜଣ ମନ୍ତ୍ରୀ, ୪ ବିଧାୟକ, ଜଣେ…

ମୂକସାକ୍ଷୀ ପାଲଟିଛି ନୌବାଣିଜ୍ୟ କେନ୍ଦ୍ର ଜମ୍ବୁ ଦ୍ୱୀପ

ମହାକାଳପଡ଼ା, ୭ା୧୧(ଡି.ଏନ୍‌.ଏ.): ଦିନ ଥିଲା ବଙ୍ଗୋପସାଗର ପୂର୍ବ ଉପକୂଳ ପ୍ରାଚୀନ ଐତିହ୍ୟ ନୌବାଣିଜ୍ୟ ପେଣ୍ଠସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ଦ୍ୱୀପ ଦେଇ ସୁଦୂର ବିଦେଶକୁ ସାଧବ ପୁଅମାନେ ବେପାର ବଣିଜ ପାଇଁ ବୋଇତରେ ଯାଉଥିଲେ। ସେମାନେ ବୋଇତରେ ଓଡ଼ିଶାର…

ନଦୀବନ୍ଧ ଘାଇ ମରାମତି ଆରମ୍ଭ

ଚଣ୍ଡିଖୋଲ,୭ା୧୧(ଡି.ଏନ୍‌.ଏ.):କଟକ ଜଗତ୍‌ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ ବିରୂପା ନଦୀବନ୍ଧ ଭାଙ୍ଗିଥିଲା। ୧୦୦ ବର୍ଷର ଏହି ନଦୀ ବନ୍ଧ କଟକ ଜିଲାର ତ୍ରିବେଣୀଶ୍ୱରଠାରେ…

କାଳ ସାଜିଛି ବର୍ଜ୍ୟପାଣି, କୀଟନାଶକ

ରଘୁନାଥପୁର,୭।୧୧(ଡି.ଏନ୍‌.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ପଲ୍ଲୀଗଡ଼ ଓ ନାୟକସାହି ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ା ଏହାସତ୍ତ୍ୱେ ପୋଖରୀକୁ ଲିଜ୍‌ରେ ନେବାକୁ ଏସ୍‌ଏଚ୍‌ଜି ସଦସ୍ୟାମାନେ ରାଜି ହେଉନାହାନ୍ତି। ସେମାନଙ୍କ କହିବାନୁଯାୟୀ, ଏକ କମ୍ପାନୀରୁ ନିର୍ଗତ ବର୍ଜ୍ୟପାଣି ଓ…

କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଆକ୍ରୋଶ

କେନ୍ଦ୍ରାପଡ଼ା ଅଫିସ, ୭ା୧୧:କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜୁଣ ଅଞ୍ଚଳରେ ଥିବା ଦ ରୟାଲ ଗାଇଡ୍‌ କୋଚିଂ ସେଣ୍ଟରର ଅନ୍ତେବାସୀ ଛାତ୍ର ଦେବୀ ପ୍ରସାଦ ଦାସଙ୍କ ଗତ ୨ ତାରିଖ ରାତି ସାଢେ ୧୧ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?