ଆମ ଜିଲା ଖବର

ବାଜି ମାରିଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୦୨ଖଣ୍ଡ ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ମୋଟ୍‌ ୧୯ ରାଉଣ୍ଡ ତଥା ଅନ୍ତିମ ରାଉଣ୍ଡରେ…

ଧାମନଗର ଉପନିର୍ବାଚନ: ୧୬ ରାଉଣ୍ଡରେ ବି ସୂର୍ଯ୍ୟବଂଶୀ ଆଗୁଆ

ଭଦ୍ରକ ଅଫିସ,୬ା୧୧: ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ୧୬ ରାଉଣ୍ଡରେ ବି ଭାଜପା ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗରେ ଅଛନ୍ତି। ଏହି ରାଉଣ୍ଡ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୭୦,୯୪୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ…

ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ

ଦେବଗଡ଼,୬ା୧୧(ଡି.ଏନ୍‌.ଏ.): ଭାଜପା ବ୍ଲକ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗ କରି ଉପାଧ୍ୟକ୍ଷାଙ୍କ ସ୍ବାମୀ ଡିଆର୍‌ଡିଏର ଏପିଡି (ଟ୍ରେନିଂ) ଦୀପକ କୁମାର ବେହେରାଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀ…

ନିଶାକୁ ନାହିଁ ନିୟନ୍ତ୍ରଣ

ଢେଙ୍କାନାଳ ଅଫିସ, ୬।୧୧: ଗଁାରୁ ସହର। ଗଳି ରାସ୍ତାରୁ ରାଜପଥ। ଝୁମ୍ପୁଡ଼ିରୁ ଢାବା। ସବୁଠି କାୟା ମେଲାଇଛି ନିଷିଦ୍ଧ ନିଶାର ଅବୈଧ କାରବାର। ୧୦ରୁ ୧୨ ଟଙ୍କା ଦେଲେ ସୁବିଧାରେ ମିଳିଯାଉଛି ଦେଶୀ ମହୁଲି। ୫୦୦ରୁ ୧୦୦୦ ଟଙ୍କାରେ ନିଶା ବ୍ୟବସାୟୀ…

୨ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ

ଠାକୁରମୁଣ୍ଡା,୬।୧୧(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ଗୁଡ଼ିକୁ ଚାଉଳ ଯୋଗାଣ ହୋଇ ନ ଥିବାରୁ ଏପରି ସମସ୍ୟା…

ଜଳ ଯୋଗାଣ କ୍ଷମତା ହରାଇଛି କେନ୍ଦ୍ରାପଡ଼ା କେନାଲ

କେନ୍ଦ୍ରାପଡ଼ା ଅଫିସ, ୬।୧୧: କ୍ଷେତର ଖରିଫ ଧାନରେ ଏବେ ଛିଞ୍ଚା ବାହାରିବା ସମୟ ା ପରିପୃଷ୍ଟ ହେବାକୁ ପ୍ରଚୁର ପାଣି ଆବଶ୍ୟକ ା ଏହି ସମୟରେ କେନ୍ଦ୍ରାପଡ଼ା କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ ା ମାଛ ବ୍ୟବସାୟୀ ଆଡ଼ିବନ୍ଧ…

ଲୁଣା ନଦୀବନ୍ଧ ରାସ୍ତା ୪୦ଫୁଟ୍‌ ଦବିଲା

ମାର୍ଶାଘାଇ/ଡ଼େରାବିଶ/ପାଟକୁରା,୬।୧୧(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ଲୁଣା-କରାଣ୍ଡିଆ ଦୀପାଞ୍ଚଳ ଜଳପୋକ ପଞ୍ଚାୟତର ପକ୍ଷଟ ଗ୍ରାମଠାରେ ଲୁଣା ନଦୀବନ୍ଧର ଦକ୍ଷିଣପାର୍ଶ୍ୱ ରାସ୍ତା ଶନିବାର ୪୦ ମିଟର ଦବି ଯାଇଛି ା ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ରହିଛି ା ଏହାକୁ ନେଇ…

‘କଭି ଅଲ୍‌ ବିଦା ନା କେହନା’ ମେସେଜ୍‌ ଲେଖି ଜୀବନ ହାରିଲେ ଯୁବତୀ

ବଲାଙ୍ଗୀର ଅଫିସ,୬ା୧୧: ବଲାଙ୍ଗୀର ରେଳଷ୍ଟେଶନ ନିକଟ ଖୁଜେନ ପାଲିି ରେଲଓ୍ବେ ଚେକ୍‌ ଗେଟ୍‌ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀ ବଲାଙ୍ଗୀର ସହରର ତାଲପାଲି ପଡ଼ାର ସାରିକା ସାଏ (୩୮)। ସେ…

ପଶ୍ଚିମବଙ୍ଗ ଚାଲାଣ ବେଳେ ୫୦୦ ଗୋରୁ ଉଦ୍ଧାର

ଜଳେଶ୍ୱର,୬।୧୧(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବାରମ୍ବାର ଯାଞ୍ଚ ହୋଇ ଚଢାଉ କରାଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗକୁ ଗୋଚାଲାଣ ଥମିବାରେ ନଁା ଧରୁନି। ଶନିବାର ବିଳମ୍ବିତ ରାତିରେ ଜଳେଶ୍ୱର ପୋଲିସ ୮ଟି ଗୋରୁ ବୋଝେଇ ଗାଡି ଜବତ କରିବା ସହ ୫୦୦ରୁ ଊର୍ଦ୍ଧ୍ୱ…

ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି ମିଲର୍ସଙ୍କ ପାଇଁ ଧାନ ସଂଗ୍ରହ ପ୍ରାୟ ଏକ ମାସ ବିଳମ୍ବ କରାଯାଇଥିବା ଚାଷୀମାନେ ଅଭିଯୋଗ…

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଘୋଷଣା ହେବା ପରେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି…

ରଦ୍ଦିରେ ବିକ୍ରି ହେଲା ପଢ଼ାବହି

ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ସ୍କୁଲରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ଜ୍ୱଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?