ମଣ୍ଡିରେ ଅବ୍ୟବସ୍ଥା ଦେଖି ବିଧାୟକ ଅସନ୍ତୁଷ୍ଟ
ଲୋଇସିଂହା,୧୫।୧୨(ଡି.ଏନ୍.ଏ): ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ ଗୁରୁବାର ଆଗଲପୁର ଗସ୍ତ କରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଆଗଲପୁର, ଭରସୁଜା, ରୋତ, ବକଟି, ପଟୁଆପାଲି ଓ ମୁରଷୁଣ୍ଢି ପାକ୍ସ ପରିଦର୍ଶନରେ ଯାଇ ସମସ୍ୟା ଉପରେ ସ୍ଥାନୀୟ ଚାଷୀଙ୍କ ସହ ସେ ଆଲୋଚନା…
ବିଶ୍ୱକପ୍ ପରେ ହେବ ସମସ୍ୟାର ସମାଧାନ
ରାଉରକେଲା ଅଫିସ,୧୫।୧୨: ହକି ବିଶ୍ୱକପ୍ ପେରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରାଯିବ ବୋଲି ବୁଧବାର ରାଉରକେଲା ଏଡିଏମ୍ ଡ. ଶୁଭଙ୍କର ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିସ୍ଥାପିତଙ୍କୁ ପୋଲିସ ରିଜର୍ଭ…
ଜୟପୁରରେ ଲମ୍ଫି ଚିହ୍ନଟ
ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି। ଫଳରେ ଏହାକୁ ନେଇ ଜିଲାର ଗୋପାଳକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଏହି ରୋଗ…
ଟ୍ରକ୍-ବାଇକ୍ ଧକ୍କା: ଜଣେ ମୃତ
ଜୟପୁର, ୧୫ା୧୨ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥର ଏୟାର ପୋର୍ଟ ଛକଠାରେ ଗୁରୁବାର ବାଇକ୍ ଓ ଟ୍ରକ୍ ଧକ୍କା ହୋଇଛି ା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ା ମୃତକ ହେଲେ ଜୟପୁର…
ନିଶା କାରବାର ବନ୍ଦ ଦାବିରେ ଥାନା ଘେରାଉ
ନାକଟିଦେଉଳ,୧୫ା୧୨(ଡି.ଏନ୍.ଏ.): ନାକଟିଦେଉଳ ବ୍ଲକ ଅଧୀନ କିସିଣ୍ଡା ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବନ୍ଦ ସହିତ ବେଆଇନ ହମ୍ପ୍ସ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୁରୁବାର ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ମିଳିଥିବା ସୂଚନା…
୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା
କୋକସରା,୧୫।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର…
ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ
ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଡିଆରଡିଓ…
୨ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା
ଚିତ୍ରକୋଣ୍ଡା,୧୫।୧୨: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜାନବାଇ ମେଡିକାଲ ପିଏଚ୍ସିରେ ୨ ଯକ୍ଷ୍ମା ରୋଗୀଙ୍କୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଗୁରୁବାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେମାନେ ହେଲେ ବଡପଡ଼ା ପଞ୍ଚାୟତ ଖଜୁରୀଗୁମା ଗ୍ରାମର…
ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା
ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି ସମ୍ବନ୍ଧୀୟ ଅପ୍ଡେଟ ପାଇଁ ଶାଖା କାର୍ଯ୍ୟାଳୟ ଏବଂ ଗାରଦରେ ଗୋଟିଏ ମୋବାଇଲ ରହିବ। ସିଂହଦ୍ୱାର…
ଖବର ପ୍ରସାରଣ ପରେ ନୂଆକୋଠାରେ ଆରମ୍ଭ ହେଲା ରୋଗୀସେବା
ଗଞ୍ଜାମ,୧୫ା୧୨(ଡି.ଏନ୍.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇଛି l ପୂର୍ବରୁ ‘ମେଡିକାଲର ପୁରୁଣା ଭଙ୍ଗା କୋଠାରେ ଚାଲିଛି ରୋଗୀ ସେବା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ନୂତନ…
‘ବିଧାୟକଙ୍କ ଗାଡ଼ିକୁ ବିଜେଡି ନେତା ଅଣ୍ଡାମାଡ଼ କରି ନ ଥିଲେ’
ବଲାଙ୍ଗୀର ଅଫିସ, ୧୫ା୧୨: ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ମଙ୍ଗଳବାର ପୁଇଁତଳା ମଣ୍ଡି ପରିଦର୍ଶନରେ ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବିଜେଡି ଜିଲା ଉପସଭାପତି ତଥା ପୁଇଁତଳା ପାକ୍ସ ସଭାପତି ସୁରେଶ ନାଏକ, ବିଜେଡି ବ୍ଳକ…
୧୧ ମାସରେ ଗଲାଣି ୭୯ ଜୀବନ
ସୋନପୁର,୧୫।୧୨(ନି.ପ୍ର.): ସଚେତନତା କାର୍ଯ୍ୟକ୍ରମ ଓ ପୋଲିସ-ପରିବହନ ବିଭାଗର ମିଳିତ ତନଖି ସତ୍ତ୍ୱେ ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଓ ହେଲମେଟ୍ ନ ପିନ୍ଧି ବାଇକ୍ ଚଳାଇବା କାରଣରୁ ଦୁର୍ଘଟଣା ଏବଂ ତଦ୍ଜନିତ…

