ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ
ବଲସକୁମ୍ପା,୧୭ା୧୧(ଡି.ଏନ.ଏ.): ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଗୁରୁବାର ଖଜୁରିପଡା ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା ଚାରିଛକ…
ବୀମା ଟଙ୍କା ପାଇଁ କୃଷି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ
ସମ୍ବଲପୁର,୧୭ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାକୁ ନେଇ ଭାଜପା ଓ ବିଜେଡି ପରସ୍ପର ମଧ୍ୟରେ ଦୋଷ ଲଦାଲଦି ହେବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯୁଯୁମୁରା…
ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ବିଦା ହେଲେ ୧୨ ଛାତ୍ର
ବ୍ରହ୍ମପୁର ଅଫିସ,୧୭।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରାଯାଇଥିବା ଭିଡିଓ ବୁଧବାର ଭାଇରାଲ ହେବା ପରେ ବ୍ରହ୍ମପୁର ବଡବଜାର ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ସାବାଳକ ଓ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ
ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ଥାନା ଅଧୀନ ଶାଳବଣି ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…
ମହିଳା ଆଇନଜୀବୀ, କୋର୍ଟ ସିଏସ୍ଆଇଙ୍କୁ ଆକ୍ରମଣ: ତେଜିଲା ଅଭିଯୁକ୍ତଙ୍କ ଗିରଫ ଦାବି
ଭଞ୍ଜନଗର,୧୭।୧୧(ଡି.ଏନ୍.ଏ.): ଭଞ୍ଜନଗର ବାର୍ ଆସୋସିଏଶନର ବରିଷ୍ଠ ମହିଳା ଆଇନଜୀବୀ ଅଭାଙ୍ଗିନୀ ବିଷୋୟୀ, କୋର୍ଟର ପୂର୍ବତନ ସିଏସ୍ଆଇ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସମେତ ୫ଜଣଙ୍କୁ ବୁଧବାର ରାତିରେ କେତେଜଣ ଯୁବକ ଆକ୍ରମଣ କରିଛନ୍ତି। ଏଥିରେ ରାଜେନ୍ଦ୍ରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ…
ବାଲିଯାତ୍ରାରେ କନ୍ଧମାଳ ହଳଦୀର ଚାହିଦା
ଦାରିଙ୍ଗବାଡି,୧୭।୧୧(ଡି.ଏନ.ଏ.): କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି। ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି। ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକା ରହିଥିବା କୁହାଯାଇଛି। ତେବେ…
ନାବାଳିକା ଅପହରଣ କରି ବନ୍ଧା ହେଲେ ଯୁବକ
ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): ନାବାଳିକା ଅପହରଣ ମାମଲାରେ କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛିି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଏସ.କେ.ଫଜଲ୍। ତାଙ୍କୁ ବୁଧବାର ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।…
ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା: ପ୍ରଶାସନର ରାତିଅଧିଆ ଯାଞ୍ଚ
ଦାରିଙ୍ଗବାଡ଼ି,୧୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ିରେ ଥିବା ମଙ୍ଗଳ ବିଭାଗ ଛାତ୍ରାବାସରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରମାନେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ଏବେ କଠୋର ହୋଇଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…
ଅଙ୍ଗନଓ୍ବାଡି କେନ୍ଦ୍ରରେ ବଢୁଛି ପିଲାଙ୍କ ଉପସ୍ଥାନ
ସୋରଡ଼ା,୧୭ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଆଦିବାସୀ ବହୁଳ ଗୋଛା ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏବେ ଶିଶୁମାନଙ୍କର ଉପସ୍ଥାନ ପ୍ରତ୍ୟହ ବଢୁଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ ପୂର୍ବ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନିତ କରିବାକୁ ଯାଇ ସେଠାକାର କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କୁ ନିଜେ ଖାଇବା,…
ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ
ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ କେହି ନ ଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚିବା…
ସୂତାଖିଅରେ ଝୁଲିଲା ଆଉଟ୍ସୋର୍ସିଂ ଚାକିରି
ନୟାଗଡ଼ ଅଫିସ,୧୭।୧୧: ଆଉଟ୍ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ହେବା ନେଇ ସରକାରୀ ବ୍ୟବସ୍ଥା ନ ଥିବା ସିଡିଏମ୍ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି)ଙ୍କୁ ଜଣାଇବା ପରେ ସୂତାଖିଅରେ ଝୁଲିଛି ଚାକିରି। ଆଉଟ୍ସୋର୍ସିଂ ମାଧ୍ୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କ ନିୟମିତ ହେବାର…
ବାଲିଯାତ୍ରାରେ କାର୍ଯ୍ୟକ୍ରମ କରିବା ଗର୍ବର କଥା: ମଣ୍ଟୁ ଛୁରିଆ
କଟକ ଅଫିସ, ୧୭ା୧୧: ଦୁଇବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଗହଳି ଜମୁଛି। ଏହି ଭିଡ ଭିତରେ ସଙ୍ଗୀତ ପରିବେଷଣ କରିବା ନିଆରା। ଦର୍ଶକଙ୍କ ସହଯୋଗ ଓ ପ୍ରଶଂସା ମୋତେ ଅଧିକ ଉତ୍ସାହିତ କରିଛି। ମୁଁ ଆଗରୁ ବାଲିଯାତ୍ରା ବୁଲିଛି। ଏବେ…

