ଆମ ଜିଲା ଖବର

ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ ରୋମାଞ୍ଚଳ

କୋକସରା,୨୫ା୧୨(ଡି.ଏନ.ଏ.): କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁ ସମ୍ଭବ। ମନରେ ଦୃଢ ଆତ୍ମବିଶ୍ବାସକୁ ପାଥେୟ କରି ସ୍ବଳ୍ପ ଜମାପୁଞ୍ଜିରେ ବିନା ସରକାରୀ ସହାୟତାରେ ଜଣେ ସଫଳ ଯୁବଚାଷୀ ହୋଇ ସ୍ବାବଲମ୍ବୀ ହୋଇ ପାରିଛନ୍ତି ରୋମାଞ୍ଚଳ ପୂଝାରି (୪୫)। ତାଙ୍କ ଘର କୋକସରା…

ବିକଟାଳ ଶବ୍ଦ ପାଇଁ ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୨୫ା୧୨: ବିକଟାଳ ଶବ୍ଦ ପାଇଁ ଜଣେ ବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ପୋଲିସକୁ ୨୫୦୦ ଟଙ୍କା ଫାଇନ ଦେବା ସହ ତାଙ୍କ ବାଇକ୍‌ର ସାଇଲେନ୍ସର ବଦଳାଇବାକୁ ପଡ଼ିଛି। ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ଶନିବାର ଏଭଳି ଦେଖିବାକୁ ମିଳିଛି। ପୁରୁଣାବଜାର…

ଗୀତା,ଶ୍ଳୋକ ଆବୃତ୍ତି କରି ଚର୍ଚ୍ଚାରେ ମହେଶ, ଧନେଶ୍ୱରୀ

ମାଲକାନଗିରି,୨୫।୧୨(ଡି.ଏନ.ଏ.): ଅନର୍ଗଳ ମୁହଁରୁ ତାଙ୍କର ବାହାରି ପଡୁଛି ଗୀତା ଶ୍ଲୋକ। ଜିଲା ସ୍ତରରେ ଗୀତା ଶ୍ଲୋକ ଆବୃତ୍ତି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଏବେ ସେ ରାଜ୍ୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେବେ। ସେ ହେଉଛନ୍ତି ବଡଡୁରାଲ…

ବଚସାକୁ ନେଇ ଯବାନଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା ଅଫିସ,୨୫ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଗ୍ରାମର ଜଣେ ଯବାନଙ୍କ ଘରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ସାମାନ୍ୟ ବଚସାକୁ ନେଇ ୧୦ଜଣ ଯୁବକ ଯବାନ ଭାଗୀରଥି ପାହାଡସିଂଙ୍କ ଘରେ ବୋମାମାଡ଼ କରିବା ସହ ଆସବାବପତ୍ର ନଷ୍ଟ…

ମଙ୍ଗଳା ମନ୍ଦିର, ଚନ୍ଦ୍ରଭାଗାର ବିକାଶ ହେବ

ପୁରୀ ଅଫିସ/କାକଟପୁର/ଅସ୍ତରଙ୍ଗ/କୋଣାର୍କ,୨୫।୧୨(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଭୋରୁ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫-ଟି ସଚିବ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ…

ମା’ଙ୍କ ନିକଟରେ ଲାଗିପାରୁନି ଚାଷୀଙ୍କ ଅନୁକୂଳ ଭୋଗ

ମହାକାଳପଡ଼ା, ୨୫ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ପୀଠ ଅନ୍ୟତମ। ପର୍ଯ୍ୟଟନ ଋତୁ ଆସିଲେ ଦୂରଦୂରାନ୍ତରୁ ମା’ଙ୍କ ନିକଟକୁ ଛୁଟି ଆସନ୍ତି ଅନେକ ଶ୍ରଦ୍ଧାଳୁ। ମନରେ ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କ ନିକଟରେ ଖିରି…

ମୁକୁଳା ଟ୍ରାନ୍ସଫର୍ମରରେ ଲାଗିଲା ଅସ୍ଥାୟୀ ବାଡ଼

ରସୁଲପୁର,୨୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବାଜରର ବିଜୁ ଗ୍ରାମୀଣ ବଜାର ବିଏସ୍‌ ଆଗ୍ରୋ ଡିଲର ପଏଣ୍ଟ୍‌ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ଅସ୍ଥାୟୀ ବାଉଁଶବାଡ଼ ବୁଲାଇବା ଦିଗରେ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଅଧିକାରୀ ତପତ୍ରତା ଦେଖାଇଛନ୍ତି। ବିଭାଗର…

ବିପଦରେ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ,୨୫ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଲଲିତଗିରି ସଂଲଗ୍ନ ପାରାଭାଡ଼ି ପାହାଡ଼ ପ୍ରାଚୀନ ବୌଦ୍ଧସ୍ତୂପ ପାଇଁ ବେଶ ପରିଚୟ ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହି ପାହାଡ଼ରୁ ଖାଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ନିଷ୍ପତ୍ତି ନେଲା ପରେ ଏବେ ପାହାଡ଼ଟି…

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଜୀବନ ଗଲା

ନିଶ୍ଚିନ୍ତକୋଇଲି,୨୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ପଞ୍ଚାୟତ ମଧୁବନ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଚାନ୍ଦିନୀ (୮) ଓ ନଳିନୀ (୬) ରବିବାର ସକାଳେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର…

ସୀମା ଲଂଘିଛି ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ, ମାନୁଆଲ ପରିବର୍ତ୍ତେ ମେଶିନ ବ୍ୟବହାର

ଯାଜପୁର ଅଫିସ,୨୫।୧୨: ବ୍ୟାସନଗର ତହସିଲ ଅଧୀନ ସାଆଁଳାଠାରୁ ଦଶରଥପୁର ତହସିଲର ଧରମପୁର ପର୍ଯ୍ୟନ୍ତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ ସୀମା ଲଂଘିଛି। ଏପରିକି ବୈତରଣୀ ନଦୀବନ୍ଧକୁ କାଟି ବାଲି ପରିବହନ ହେଉଥିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…

ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ ଭାରତରେ ୯୨୯, ଓଡ଼ିଶାରେ ୮୯୪ ଏବଂ ଯାଜପୁର ଜିଲାରେ ୮୯୮ ଝିଅ ଜନ୍ମ ହୋଇଛନ୍ତି।…

ସଚିବଙ୍କ ହସ୍ତକ୍ଷେପ ପରେ ଧାନ ପରୀକ୍ଷଣ କଲା ଆର୍‌ଏମ୍‌ସି

ଲୋଇସିଂହା,୨୫ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ କମ୍‌ ବାହାରି ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। ସେହିପରି କୁଟାକାଟି,ବାଲିମାଟି,ମିଶ୍ରିତ ଧାନ ଓ ରୋକପୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?