ଆମ ଜିଲା ଖବର

ତାଗିଦ ପରେ ବି ସରିନି କାମ: ଚାଷୀଙ୍କ ଅସନ୍ତୋଷ

ସମ୍ବଲପୁର,୨୬ା୧୨(ବ୍ୟୁରୋ):ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରର ସେଚାଞ୍ଚଳରେ ଚଳିତ ରବିଚାଷ ବିଳମ୍ବ ହେବାର ସୁନିଶ୍ଚିତ ହୋଇଛି ା ଏଥର ଶାସନ କେନାଲରେ ପାଣି ଛାଡିବା ବିଳମ୍ବ ହେବା ଏହାର ମୁଖ୍ୟ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ରବିବାର ଚାଷୀ ପ୍ରତିନିଧି ଦଳ…

ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ

ଲାଞ୍ଜିଗଡ଼,୨୬।୧୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ବନ୍ଦ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ପଞ୍ଚାୟତ ଗୌଡ଼ପଡାଠାରେ ଶୌରଶକ୍ତିର ଯାନ୍ତ୍ରିକ ତ୍ରୁଟି ଯୋଗୁ…

ମାଗଣାରେ ଶିକ୍ଷାଦାନ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ

ନୂଆପଡ଼ା ଅଫିସ,୨୬।୧୨:ନୂଆପଡା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଡମଝର ପଞ୍ଚାୟତ ରୁଣିବସା ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ରୁଣିବସା ଗାଁର ବିଦ୍ୟା ସାଗର ବେହେରା ଶିକ୍ଷକତାରୁ ଅବସର ନେବା ପରେ ମଧ୍ୟ ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ…

ବିମାନ ସେବାରେ ବାଟ ଓଗାଳୁଛି ଜମି ଅଧିଗ୍ରହଣ

ଭବାନୀପାଟଣା,୨୬।୧୨(ସ୍ବ.ପ୍ର.):କଳାହାଣ୍ଡି ଜିଲା ଉତ୍କେଲା ଏୟାରଷ୍ଟ୍ରିପ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା-୪ରେ ସାମିଲ ହୋଇଛି। ଜମି ଅଧିଗ୍ରହଣ ନ ହେବା ଯୋଗୁ କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଗତ କିଛି ଦିନ ତଳେ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏୟାରଷ୍ଟ୍ରିପ ଗସ୍ତ କରି ବିଭାଗୀୟ…

ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ

ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ…

କାର୍ଯ୍ୟକ୍ଷମ ହେଉନି ଛାତ୍ରୀନିବାସ

ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ ଏହା…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା

ଭଦ୍ରକ ଅଫିସ,୨୬ା୧୨: ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଗେଲପୁର ଠାରେ ଘନ କୁହୁଡି ଯୋଗୁ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍‌ ଚାଳକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। କଟକ…

ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ର ଉଦ୍‌ଯାପନୀ ଉତ୍ସବରେ ରବିବାର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ…

ପ୍ରକୃତି କୋଳରେ ମଜ୍ଜିଲେ ପର୍ଯ୍ୟଟକ

ଢେଙ୍କାନାଳ ଅଫିସ, ୨୬।୧୨:ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ। ଶୀତର ସ୍ପର୍ଶରେ ପ୍ରକୃତିରାଣୀ ହସି ଉଠିଥିବାବେଳେ କିଛି ସମୟ ସବୁଜିମାମୟ ପରିବେଶରେ ବିତାଇବାକୁ ଢେର ଦିନରୁ ହୋଇଥିଲା ଯୋଜନା। ଏକା ଦିନରେ ରବିବାର ଆଉ ବଡ଼ଦିନ ପଡ଼ିଥିବାରୁ ଏଭଳି ସୁଯୋଗକୁ ହାତଛଡ଼ା…

ସମ୍ବଲପୁରୀ ଗୀତରେ ନଚାଇଲେ ସୋନା

ବ୍ରହ୍ମପୁର ଅଫିସ୍‌/ଗୋପାଳପୁର,୨୬ା୧୨:ଗୋପାଳପୁର ବେଳାଭୂମି ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଗାୟିକା ସୋନା ମହାପାତ୍ର। ପ୍ରଥମେ ‘ଜିୟା…ଲାଗେ ନା….’ ଗୀତ ଗାଇ ସୋନା ଦର୍ଶକଙ୍କ ମନ ମୋହିନେଇଥିଲେ। ଏହାପରେ ‘ରସରକେଲି…’ ସମ୍ବଲପୁରୀ ଗୀତ ବୋଲି ନିଜେ ନାଚିବା…

ଖୋଲୁନି ମଣ୍ଡି, ଖୋଲାରେ ପଡ଼ିଛି ଧାନ

ପାରଳାଖେମୁଣ୍ଡି,୨୬ା୧୨(ଡି.ଏନ୍‌.ଏ.):ଗଜପତି ଜିଲାରେ ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲିପାରି ନାହଁି। ତେବେ କେଉଁ କାରଣରୁ ଧାନମଣ୍ଡି ଖୋଲାଯାଇ ପାରିନି ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ଚାଷୀ ଅମଳ କରିଥିବା ଧାନ ଖଳା ଏବଂ ରାସ୍ତାକଡ଼ରେ ପଡ଼ିରହିଛି। ଅପରପକ୍ଷରେ ମେଘାଚ୍ଛନ୍ନ ଆକାଶକୁ…

କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି। ୧ ଏକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?