ଆମ ଜିଲା ଖବର

୨ ପ୍ରକଳ୍ପ ଦୁଇଥର ଶିଳାନ୍ୟାସ

ବାହାନଗା,୧୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ତାଳକୁରୁଣିଆ ପଞ୍ଚାୟତରେ ଦୁଇଟି ପ୍ରକଳ୍ପକୁ ୨ ଥର ଶିଳାନ୍ୟାସ କରାଯିବା ନେଇ ରାଜନୀତି ସରଗମ ହୋଇଛି। ବିଜେଡିକୁ ପଞ୍ଚାୟତରେ ମାତ୍‌ ଦେବାପାଇଁ ଭାଜପା ସକ୍ରିୟ ହୋଇଉଠିଛି। ପଞ୍ଚାୟତର ୨ଟି ପ୍ରକଳ୍ପକୁ ଗୋଟିଏ ଦିନରେ…

ଖର୍ଚ୍ଚାନ୍ତ ଆଳରେ ଖତ କରିଦେଲେ

ଭୁବନ, (ବିପିନ ବିହାରୀ ସେଠୀ)୧୪।୧୧(ଡି.ଏନ୍‌.ଏ.): ଭୁଶୁଡ଼ି ପଡ଼ିଛି ଡ୍ରେନେଜ୍‌ ବ୍ୟବସ୍ଥା। କେଉଁଠି ପୋତି ହୋଇ ରାସ୍ତାରେ ମିଶିଗଲାଣି ତ ଅନ୍ୟ କେଉଁଠି ନର୍ଦ୍ଦମାଜଳ ନିଷ୍କାସନ ପାଇଁ ବାଟ ମିଳୁନି। ଗଳିକନ୍ଦି ଆବର୍ଜନାମୁକ୍ତ ହୋଇପାରୁ ନ ଥିବାବେଳେ ମଶା ଡାଅଁାଶରେ କଲବଲ ହେଉଛନ୍ତି…

କୁଟୀର ଶିଳ୍ପରେ ପରିଣତ ହୋଇଛି ଦେଶୀମଦ

ପାଟଣା,୧୪ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ତିଆରି ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି। ପାଟଣା ଓ ସାହାରପଡ଼ା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଥିବା ନଦୀ କୂଳ, ପୋଖରୀ ହୁଡ଼ା ଓ ଜଙ୍ଗଲ ମଧ୍ୟରେ…

କାମ ନାହିଁ କି, ଅଧିକାରୀ ନାହାନ୍ତି

ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି ‘ମୋ ସରକାର କକ୍ଷ’। ଏହି କକ୍ଷ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସ୍ଥାପନ କରାଯାଇଥିଲେ ମଧ୍ୟ ସେ କକ୍ଷରେ କୌଣସି କାର୍ଯ୍ୟ ନାହଁ କି କେହି…

ଇରାନୀ, ପ୍ରତ୍ୟୁଷାଙ୍କ ବଳ କଷାକଷି

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ନିର୍ବାଚନମଣ୍ଡଳୀରେ ଭାଜପା ନାରୀନେତ୍ରୀ ଇରାନୀ ରାୟଙ୍କ ସହ କଡା ଟକ୍କର ଦେଇ ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସଭା ସମିତି କରିବା ପରେ ନୟାଗଡ଼ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ପ୍ରତ୍ୟୁଷାଙ୍କ ମିଶ୍ରଣ ପର୍ବକୁ…

ଜବରଦଖଲକାରୀଙ୍କ କବ୍‌ଜାରେ ତାରପୁର ବାଇପାସ ରୋଡ୍‌

ରଘୁନାଥପୁର,୧୪।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥର ତାରପୁର ବାଇପାସ୍‌ ରୋଡ୍‌କୁ କେତେଜଣ ସ୍ଥାନୀୟ ବ୍ୟବସାୟୀ ମାଡ଼ିବସି ଜବରଦଖଲରେ ରଖିଛନ୍ତି। ଫଳରେ ପଥଚାରୀମାନେ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ…

ସରକାରୀ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର ହେଉଛି ନାଲି ଇଟା

ପଟ୍ଟାମୁଣ୍ଡାଇ,୧୪ା୧୧(ସ୍ବ.ପ୍ର.): ସରକାରୀ ଦପ୍ତର ଘର ନିର୍ମାଣରେ ଫ୍ଲାଇଆସ୍‌ ଇଟା ବ୍ୟବହାର କରାଯିବ ବୋଲି ନିୟମ ରହିଛି। ଏଥିପାଇଁ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବିଲଡିଂ ବାଇ ଲ’ ଦିଆଯାଇଛି। ମାଟି ଇଟା ପୋଡ଼ିବା ଦ୍ୱାରା ସେହି ଧୂଆଁରେ ପରିବେଶ ପ୍ରଦୂଷିତ ହେଉଛି। ତେଣୁ…

ସରକାରୀ ଫାର୍ମରେ ବେସରକାରୀ କାରବାର

ଜଗତ୍‌ସିଂହପୁର ଅଫିସ, ୧୪ା୧୧: ତିର୍ତ୍ତୋଲ ଚେରିତୋଳସ୍ଥିତ ଉଦ୍ୟାନ କୃଷି ବିଭାଗର ଶାରଳା ବାମନ ନଡ଼ିଆ ଫାର୍ମରେ ବେସରକାରୀ କାରବାର ଚାଲିଥିବା ଗୁରୁତର ଅଭିଯୋଗ ହେଉଛି। ନର୍ସରୀରେ କେବଳ ସରକାରୀ ଡେଙ୍ଗା ନଡ଼ିଆ ସାଙ୍ଗକୁ ଅନ୍ୟାନ୍ୟ ଫୁଲ ଓ ଫଳଚାରା ଚାଷୀଙ୍କୁ ଦିଆଯିବା…

ଆଗକୁ ନିଅଣ୍ଟ ପଡ଼ିବ ଜଳ

କେନ୍ଦ୍ରାପଡ଼ା ଅଫିସ,୧୪ା୧୧: ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀରେ ବ୍ୟାରେଜ ନିର୍ମାଣ ପରେ ଏହି ସମସ୍ୟା କେନ୍ଦ୍ରାପଡ଼ା ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ…

ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ

ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା ଜାତୀୟ…

ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି ସରକାରୀ…

ପଦ୍ମପୁର ଉପନିର୍ବାଚନ: ଆଜି ଭାଜପାର ପ୍ରାର୍ଥିପତ୍ର ଦାଖଲ, ବିଜେଡିର ପ୍ରାର୍ଥିତ୍ୱକୁ ନେଇ ଅଙ୍କକଷା

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦଳୀୟ ନେତା, କର୍ମୀଙ୍କଠାରୁ ମତଦାତାଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଭାଜପା, କଂଗ୍ରେସ ଇତିମଧ୍ୟରେ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡ଼ି ପ୍ରାର୍ଥିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?