ଆମ ଜିଲା ଖବର

ଉପନିର୍ବାଚନ ବେଳେ ତେଜୁଛି ଆନ୍ଦୋଳନ

ଝାରବନ୍ଧ, ୨୧ା୧୧(ଡି.ଏନ.ଏ.): ପଦ୍ମପୁର ଉପ ନିର୍ବାଚନ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଅଞ୍ଚଳବାସୀଙ୍କୁ ସୁଯୋଗ ଦେଇଛି। ଏଥିପାଇଁ ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ସ୍ଥାନରେ ଜନଜନଆନ୍ଦୋଳନ ମୁଣ୍ଡ ଟେକୁଛି। ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକବାସୀ ବିଭିନ୍ନ ଅନୁସଙ୍ଗିକ ସମସ୍ୟାକୁ ନେଇ…

ଶିଶୁ ବଳି ଯୋଜନା ପଣ୍ଡ

ଦେବଗଡ଼,୨୨ା୧୧(ଡି.ଏନ.ଏ): ମହାଦେବଙ୍କ ଦର୍ଶନ ପାଇଁ ଶିଶୁ ବଳି ଯୋଜନା ସହ ଜଣେ ଶିଶୁଙ୍କୁ ଅପହରଣ କରିବା ଅଭିଯୋଗରେ ଦେବଗଡ଼ ଆଦର୍ଶ ଥାନା ପୋଲିସ ଏକ ଦମ୍ପତି ଓ ଜଣେ ତଥାକଥିତ ତାନ୍ତ୍ରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମାତ୍ର ଅଦାଲତରେ…

ଭାସୁଛି ଚୋରା ମଦ, ପୋଲିସ ନୀରବ

ଢେଙ୍କାନାଳ ଅଫିସ, ୨୨।୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଣ୍ଡୁଆ ଫାଣ୍ଡି ଅଧୀନ ପାରିମାଳ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢ଼ିବାରେ ଲାଗିଛି। ଏହାଦ୍ୱାରା ଅଞ୍ଚଳବାସୀ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ପୋଲିସର ଦୃଷ୍ଟି ଆକର୍ଷଣ କଲେ ଅଭିଯୋଗକାରୀଙ୍କୁ ଅସଦାଚରଣ ପ୍ରଦର୍ଶନ…

ଅମଳ ବେଳେ ଅତ୍ୟଧିକ

ଆଠମଲ୍ଲିକ,୨୨ା୧୧ (ଡି.ଏନ.ଏ.): ଆଖି ଆଗରେ ଉଜାଡ଼ି ଦେଉଛନ୍ତି ଫସଲ। ପାଦରେ ଦଳି ନଷ୍ଟ କରୁଛନ୍ତି ଧାନ, ଆଖୁ ଓ ପରିବା ଚାଷ। ଖବର ଦେଲେ ବି ଘଉଡ଼ାଇବାକୁ ଯାଉନାହାନ୍ତି ବନ କର୍ମଚାରୀ। ବର୍ଷକର ଆହାର ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ହାତୀ…

୨୦୨୩ ଜୁନ୍‌ରେ ସରିବ ଘଟକେଶ୍ବର ପ୍ରକଳ୍ପ କାମ

ଛତ୍ରପୁର,୨୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡା କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଇଆଇସି-ତଥା- ସ୍ବତନ୍ତ୍ର ସଚିବ ମୁକୁଲ ଚନ୍ଦ୍ର ବେହେରା ବର୍ତ୍ତମାନ ଖରିଫ ଫସଲ ଶେଷ ହେବାକୁ ଯାଉଛି। ରବି…

ରାଗିଂ ବନ୍ଦ ଦାବିରେ ପ୍ରତିବାଦ

ବ୍ରହ୍ମପୁର ଅଫିସ,୨୨ା୧୧: ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦକରିବା ଦାବିରେ ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟ ଫେଡେରଶନ ଅଫ ଇଣ୍ଡିଆ)ଓ ଡିୱାଇଏଫ୍‌ଆଇ (ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ) ପକ୍ଷରୁ କମାପଲୀଠାରେ ପ୍ରତିବାଦ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ବୃଦ୍ଧି ପାଇଛି। ଏଥିରେ…

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୨ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ ଖୁବ ନିକଟବର୍ତ୍ତୀ ଅଞ୍ଚଳରେ ଉକ୍ତ ସ୍ଥାନ ରହିଛି। ସେଠାକାର ଦୁର୍ଗନ୍ଧ ଦ୍ୱାରା ବାୟୁ…

ଘୁମୁସର ଜିଲା ଆନ୍ଦୋଳନ ତେଜିଲା

ଭଞ୍ଜନଗର,୨୨୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁରକୁ ନୂଆ ଜିଲା କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ପୂର୍ବେ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଓ ଆଉ କେତେକ ଅଞ୍ଚଳରେ…

ସୂଚନା ଅଧିକାର ଆଇନକୁ ଅବମାନନା

ନୀଳଗିରି, ୨୨।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ ମାଗିଥିବା ବେଳେ ଉକ୍ତ ତଥ୍ୟ ଦିଆଯିବ ନାହଁି ବୋଲି କାର୍ଯ୍ୟାଳୟ ପକ୍ଷରୁ ରୋକଠୋକ…

ବ୍ଲକ୍‌ ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ

ତେଲକୋଇ,୨୨ା୧୧(ଡି.ଏନ.ଏ): ରାଜ୍ୟ ସରକାର ‘୫-ଟି’ ଜରିଆରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏକ ପ୍ରକାର ବିଫଳ ହେଉଛି। ଠିକାଦାରଙ୍କ ସହ ମିଶି ଅନିୟମିତତାକୁ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ…

ରାଜ୍ୟ ରାଜପଥ ୮ ଘଣ୍ଟା ଠପ୍‌

ଭୋଗରାଇ, ୨୧ା୧୧(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ. ରାଜ୍ୟ ରାଜପଥ ଦାରୁହା ଛକଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ସୋମବାର ସକାଳ ୯ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଏହି ମୁଖ୍ୟରାସ୍ତାକୁ ଅବରୋଧ…

କୁଶେଇ ସେତୁର ବିମ୍‌ ଖସିଲା

କେନ୍ଦୁଝର/ଆନନ୍ଦପୁର,୨୨ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ନିକଟସ୍ଥ କୁଶେଇ ନଦୀ ଉପରେ ନିର୍ମାଣାଧୀନ ଦ୍ୱିତୀୟ ସେତୁର ବିମ୍‌ ଖସି ପଡ଼ିଛି। ଦୁର୍ଘଟଣାରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁରର ସନାକର ଦାସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?