ଆମ ଜିଲା ଖବର

ତାତିଲେ ଅଙ୍ଗନଓ୍ବାଡ଼ୀ କର୍ମୀ

କେସିଙ୍ଗା,୨୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୮ ଦଫା ଦାବି ନେଇ ସେମାନେ ଏହି ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ…

ଦୀର୍ଘ ଦିନରୁ ବନ୍ଦ ରହିଛି ଏଟିଏମ୍‌ : ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍‌ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ଦୁର୍ବୁତ୍ତ…

ବୁଧବାରଠୁ ଦଶମ ସମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୨।୧୧: ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସମେଟିଭ୍‌ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ…

ଶ୍ୱଶୁର ଘର ବୁଲି ଯାଇଥିଲେ ଜ୍ୱାଇଁ: ସ୍ତ୍ରୀଙ୍କୁ କଇଁଚି ଭୁସି ମାରିଲେ

ବାରିପଦା ଅଫିସ,୨୨।୧୧: ସ୍ବାମୀଙ୍କ କଇଁଚି ଆକ୍ରମଣରେ ପ୍ରାଣ ହାରିଲେ ସ୍ତ୍ରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ହିଞ୍ଜଳଗଡିଆ ଗ୍ରାମରେ। ଘରୋଇ କଳହକୁ ନେଇ ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌…

ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜି. ଉଦୟଗିରି,୨୨।୧୧(ଡି.ଏନ୍‌.ଏ.): ଜି. ଉଦୟଗିରି ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ…

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି

ପୁରୀ ଅଫିସ,୨୨।୧୧(ବ୍ୟୁରୋ): ଗଜପତି ମହାରାଜା ଶ୍ରୀଗୁଣ୍ଡିଚା ମନ୍ଦିରର ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍‌ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ମରାମତି…

ଦୁଇ ବର୍ଷ ହେଲା ସୋଲାର ପମ୍ପ ଅଚଳ: ପାଣି ପାଇଁ ହଇରାଣରେ ଗ୍ରାମବାସୀ

କର୍ଲାମୁଣ୍ଡା,୨୨।୧୧(ଡି.ଏନ୍‌.ଏ.): ପିଇବା ପାଣିର ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ସମସ୍ତ ବାଟବଣା ହେଉଛି। କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା…

ମାଛଚାଷରେ ଓଡ଼ିଶାର ସ୍ଥାନ ଚତୁର୍ଥ

ମାଲକାନଗିରି,୨୨ା୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦର ମହକୁମା ମୁଣ୍ଡାଗୁଡାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁ୍‌ଷ୍ଠିତ ହୋଇଯାଇଛି। ଏଥିରେ ଲିଡ ବ୍ୟାଙ୍କ ଜିଲା ପରିଚାଳକ ନରସିଂହ ପାଢୀ,…

ତ୍ୱରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ୍‌ ନିର୍ମାଣ

ରାୟଗଡ଼ା ଅଫିସ,୨୨ା୧୧: ରେଳ ଡିଭିଜନ୍‌ ନିର୍ମାଣ ପାଇଁ ରାୟଗଡ଼ା ଜିଲା ବାସିନ୍ଦା ସ୍ବପ୍ନ ଦେଖୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ରେଲ୍‌ଓ୍ବେ ପକ୍ଷରୁ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ରେଳ ଡିଭିଜନ୍‌ ପାଇଁ ବିଭାଗର ମୁଖ୍ୟ ସମସ୍ୟା ହେଲା ରେଲ୍‌ଓ୍ବେ…

ଧାନକିଣା ଆରମ୍ଭରୁ ଅଚଳାବସ୍ଥା

ବରଗଡ଼ ଅଫିସ/ଅତାବିରା/ ସରଣ୍ଡା/ପଦ୍ମପୁର,୨୨।୧୧: ବରଗଡ଼ ଜିଲାରେ ସୋମବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ରହିଥିବା ଧାନକ୍ରୟ କେନ୍ଦ୍ର(ମଣ୍ଡି)ଗୁଡ଼ିକ ଧାନ ସଂଗ୍ରହ ଲାଗି ଏକକାଳୀନ ଖୋଲିଛି। ପ୍ରଥମ…

ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ ଅଫିସ୍‌ ଆଗରେ ବିକ୍ଷୋଭ

ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍‌ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେତେକ ନିଯୁକ୍ତି ପାଇଁ ନିୟମାବଳି ଜାରି ହୋଇଛି। ଏ ନେଇ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ଆବେଦନ ପାଇଁ…

ଭାରତୀୟ ସଂସଦରେ ବକ୍ତବ୍ୟ ରଖିଲେ ବିକାଶ ଛାତ୍ରୀ

ବରଗଡ଼ ଅଫିସ୍‌,୨୨।୧୧: ନିଜ ସଂସଦକୁ ଜାଣିବା ସକାଶେ ଯୁବ ପ୍ରତିଭାମାନଙ୍କ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ଖେଳ ଓ ଯୁବ ମନ୍ତ୍ରାଳୟ ଏବଂ ପାର୍ଲାମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ଡେମୋକ୍ରେସି(ପ୍ରାଇଡ୍‌), ଲୋକସଭା ସଚିବାଳୟ ମିଳିତ ଉଦ୍ୟମରେ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?