ଆମ ଜିଲା ଖବର

୧୧୬ କେନ୍ଦ୍ରରେ ହେବ ଦଶମ ସମେଟିଭ ପରୀକ୍ଷା

ପୁରୀ ଅଫିସ, ୨୧ା୧୧: ଚଳିତ ମାସ ୨୩ ତାରିଖଠାରୁ ପୁରୀ ଜିଲାର ୧୧୬ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ ହେବ। ଏକକାଳୀନ ଦଶମଶ୍ରେଣୀ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୩୦ ତାରିଖ…

ନକଲି ପାନମସଲା ଜବତ ଘଟଣା: ୩ ଗିରଫ

କଣାସ, ୨୧ା୧୧(ସ୍ବ.ପ୍ର): ପୁରୀ ଜିଲା କଣାସ ଅଞ୍ଚଳରେ ରବିବାର ଖାଉଟି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ରାଶନ ଦୋକାନରୁ ଲକ୍ଷାଧିକ ଟଙ୍କାର ନକଲି ପାନମସଲା ଜବତ କରାଯାଇଥିଲା। ଏହି ଘଟଣାରେ ସୋମବାର ୩ ଅଭିଯୁକ୍ତ…

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ୧୦ ପ୍ରାର୍ଥୀ

ପଦ୍ମପୁର,୨୧।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ରହିଥିଲା । ତେବେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ରେବତୀ ଗିରି ଶେଷଦିନରେ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ଦାଖଲ କରିଥିବା ୧୩…

କୋରେଇ ଦୁର୍ଘଟଣା: ଦୋଷୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ ହୋଇପାରେ। ୱାଗନ ଡୋର ହିଁ…

ଘାରିଲା ସାମାଜିକ ବାସନ୍ଦ ଭୟ: ଛୁଇଁଲେନି କୁଷ୍ଠରୋଗୀଙ୍କ ମୃତଦେହ

ସମ୍ବଲପୁର,୨୧।୧୧(ବ୍ୟୁରୋ): କୃଷ୍ଠ ରୋଗରେ ପୀଡିତ ହେବା ପରେ ଗ୍ରାମରୁ ବାସନ୍ଦ ହୋଇ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସମାଜ ଓ ଜାତିଠାରୁ ଦୂରେଇ ରହି ବହୁ କଷ୍ଟରେ ଜୀବନ କାଟୁଥିବା ବ୍ୟକ୍ତିଙ୍କ ଏବେ ମୃତ୍ୟୁ ଘଟିଛି। ଗାଁ ବାହାରେ ଏକ…

କୋରେଇ ଦୁର୍ଘଟଣା: ଦାବି ପୂରଣ ନ ହେଲେ ଆମରଣ ଅନଶନ

ଯାଜପୁର ଅଫିସ,୨୧।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ସ୍ଥାନୀୟଲୋକେ ରେଳବିଭାଗକୁ ଦାୟୀ କରିଛନ୍ତି। ସ୍ଥାନୀୟଲୋକେ ଷ୍ଟେଶନ ଆଗରେ ଧାରଣା ଦେଇଛନ୍ତି। ସେମାନେ ମୃତକଙ୍କ ପରିବାରରୁ ଜଣକୁ ଚାକିରି ଏହା ସହ…

ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଦିନ ମଣ୍ଡୀରେ କପା କ୍ରୟ କରାଯିବ। ଏହାସହିତ ଟିଟିଲାଗଡ଼…

ଅବହେଳା ନେଲା ଗର୍ଭବତୀଙ୍କ ଜୀବନ: ପ୍ରତିବାଦରେ ଧାରଣା

ପାରଳାଖେମୁଣ୍ଡ/କାଶୀନଗର,୨୧।୧୧(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ କରଟାମ ଗ୍ରାମର ଜଣେ ଗର୍ଭବତୀ ମାଳତୀ କୁମାର ପଟ୍ଟନାୟକ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଥିଲା। ଚିକିତ୍ସାର ଅବହେଳା ଯୋଗୁ ମାଳତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଗ୍ରାମବାସୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ଜଳଖିଆ ଖାଇବା ପରେ ଜୀବନ ହାରିଲେ କଏଦୀ

ଭଞ୍ଜନଗର,୨୧।୧୧(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପାର ତୋଫାନ ନାଇକ (୩୦)। ତୋଫାନଙ୍କ ବେକରେ ଦାଗ ରହିଛି। ସେ ଅଣ୍ଟାରେ ପିନ୍ଧିଥିବା ନାଇଲନ୍‌…

ଜୋର ଧରିଲା ଉନ୍ନତ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦାବି: ୨୮ରେ ବିଧାନସଭା ଆଗରେ ଧାରଣା

ବାଲେଶ୍ୱର ଅଫିସ,୨୧।୧୧: ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଦାବି ଜୋର ଧରିଛି। ଏନେଇ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା…

ଶେଷରେ ଧାନ ଉଠାଇଲା ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ. ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଜିଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି। ସକାଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଧାନ ବିକିବାକୁ ଆସିଥିବା ଚାଷୀଙ୍କ…

ଖୋଲିଲା ମଣ୍ଡି, କିଣି ପାରିଲାନି ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ସୋମବାର ଧାନ କିଣା ଆରମ୍ଭ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୧ତାରିଖ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମଣ୍ତି ଖୋଲାଯାଇଛି । ହେଲେ ମୁଖ୍ୟ ମଣ୍ତି ଅତାବିରା ସାପ୍ତାହିକ ବଜାର ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?