ଆନନ୍ଦପୁରକୁ ଜିଲା ଘୋଷଣା ଦାବି ଜୋର୍ ଧରିଲା
ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବିରେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଘଣ୍ଟିଆ ଗଣଧାରଣା ଦିଆଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୧୯୯୩ ବିଭକ୍ତିକରଣ…
ଦୁର୍ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): ଦୁର୍ଘଟଣାକୁ କେନ୍ଦ୍ର କରି ଆନନ୍ଦପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି। ଉଭୟପକ୍ଷର ଆଭିଯୋଗକୁ ଆଧାର କରି ଆନନ୍ଦପୁର ପୋଲିସ ଦୁଇଟି ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମରେ ଆନନ୍ଦପୁର ପୌରପରିଷଦ…
୧୪୨ କେନ୍ଦ୍ରରେ ସମ୍ମେଟିଭ୍ ପରୀକ୍ଷା ଦେଲେ ୨୨୪୪୨ ଛାତ୍ରୀଛାତ୍ର
କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): ମାଟ୍ରିକ ସମ୍ମେଟିଭ୍-ଓ୍ବାନ୍ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ୧୧ଟି ନୋଡାଲ ସେଣ୍ଟରରୁ ଜିଲାର ୩୯ ଡେସ୍ପାଚ ଟିମ୍ ଦ୍ୱାରା ୧୪୪ଟି ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପଠାଯାଇଛି। ପରୀକ୍ଷା କେନ୍ଦ୍ରରେ ୧୫ ମିନିଟ୍…
ବେଗୁନିଆପଡ଼ା ବିଜେଡି ସଭାପତି ହେଲେ ସୀମାଞ୍ଚଳ ସାମଲ
ବେଗୁନିଆପଡ଼ା,୨୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକରେ ନୂତନ ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ଚୟନ କରାଯାଇଛି। ଗଞ୍ଜାମ ଜିଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବେଗୁନିଆପଡ଼ା ବ୍ଲକ ସଭାପତି ଭାବେ ସୀମାଞ୍ଚଳ ସାମଲଙ୍କୁ ଏହି ପଦବୀ ମିଳିଛି।…
ବେଲବାହାଳି ପୋଲ ବିମ୍ ଭୁଶୁଡ଼ିବା ଘଟଣାର ତଦନ୍ତ ଦାବି
କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ଏନ୍ଏଚ୍ ୨୦ରେ ଗତ ୨୧ ତାରିଖରେ କୁଶେଇ ନଦୀ ଉପରେ ନିର୍ମାଣାଧୀନ ପୋଲର ବିମ୍ ଭୁଶୁଡିବା ଘଟଣାର ତଦନ୍ତ ଏକ ଟେକ୍ନିକାଲ କମିଟି ଦ୍ୱାରା ଯାଞ୍ଚ ଦାବି ହୋଇଛି। ସ୍ଥାନୀୟ ଜିଲା ପରିଷଦ ସଭ୍ୟା…
୧୦ କେନ୍ଦ୍ରରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୯୦୮ ପରୀକ୍ଷାର୍ଥୀ
ବେଗୁନିଆପଡ଼ା,୨୩ା୧୧(ଡି.ଏନ୍.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଏହି ବ୍ଲକର ଶାଙ୍କୁଡ଼ାସ୍ଥିତ ଧବଳେଶ୍ୱର…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବିପତ୍ର
ଝାରସୁଗୁଡ଼ା ଅଫିସ,୨୩ା୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସେଣ୍ଟ୍ରାଲ କମିଟି ଆହ୍ବାନ କ୍ରମେ ଝାରସୁଗୁଡ଼ା ଜିଲା ବାର୍ ଆସୋସିଏଶନ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ…
୧୦ ମିନିଟ୍ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ
ଆରଡ଼ି,୨୩ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ ଆସେସ୍ମେଣ୍ଟ-୧ ପରୀକ୍ଷା ଦେବାକୁ ଆସୁଥିବା ବେଳେ ରଇପୁର ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ସେଠାରେ ତାଙ୍କର…
ଆନନ୍ଦପୁର ଅଞ୍ଚଳରେ କମ୍ପନ ସହ ଭୀଷଣ ଶବ୍ଦ, ଲୋକେ ଆତଙ୍କିତ
କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୁଧବାର ପୂର୍ବାହ୍ନରେ କମ୍ପନ ସହିତ ଭୀଷଣ ଶବ୍ଦ ହେବା ଚର୍ଚ୍ଚାର ବିଷୟ ହୋଇଛି। ଶବ୍ଦ ଶୁଣି କେତେକ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦୁଇ ଥର କମ୍ପନ ଅନୁଭବ କରିବା ସହିତ ଏହି…
ପ୍ରଚାର ମଇଦାନରେ ହେଭିଓ୍ବେଟ
ପଦ୍ମପୁର,୨୩।୧୧(ଡି,ଏନ୍.ଏ.): ପଦ୍ମପୁର ଉପନିର୍ବାଚନ ଲାଗି ମଇଦାନରେ ଷ୍ଟାରକ୍ୟାମ୍ପେନରଙ୍କ ଭିଡ଼ ଦେଖିବାକୁ ମିଳୁଛି। ମଇଦାନକୁ ଓହ୍ଲାଉଛନ୍ତି। ହେଭିଓ୍ବେଟ। ୩ ରାଜନୈତିକ ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଲୋକଙ୍କ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।
ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା ଦେଲା ବିଜେଡି
ବରଗଡ଼ ଅଫିସ,୨୩।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ପରସ୍ପରକୁ ଦାୟୀ କରି ସେତିକି ଟଣାଓଟରା ହେଉଥିବା ଦେଖିବାକୁ ମିଳୁଛି। କୃଷି ଏବଂ କୃଷକଙ୍କ ପ୍ରତି କେନ୍ଦ୍ର ସରକାର…
ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୨୩ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ପୋଲିସ ଓ ସୀମା ସୁରକ୍ଷା ବାହିନୀ ଦ୍ୱାରା ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମାଲକାନଗିରି ଏସ୍.ପି. ନିତେଶ ବାଧ୍ୱାନୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦେଇଥିବା ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ର-ଓଡ଼ିଶା…

