ଆମ ଜିଲା ଖବର

ଐଶର୍ଯ୍ୟା ହେଲେ ଗ୍ଲୋରୀ କୁଇନ୍‌

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଶିବାୟ ଡ୍ୟାନ୍ସ ମ୍ୟୁଜିକ୍‌ ଏକାଡେମୀର ୫ମ ବାର୍ଷିକ ଉତ୍ସବରେ ୨ୟ ମହାକାଳେଶ୍ୱର ମହୋତ୍ସବ ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପାଳିକାର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର…

ଜବରଦଖଲ ଉଚ୍ଛେଦ ପରେ ମହିମାଗାଦି ଖାଁ ଖାଁ

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଜିଲାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ମଙ୍ଗଳବାର ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ ଚିହ୍ନଟ ଜବରଦଖଲ ଜମିରେ ନିର୍ମିତ ବତୀ ମନ୍ଦିର, ଧୂନୀମନ୍ଦିର ଓ…

ଜାନିବିଲି ଯନ୍ତ୍ରଣାରେ ବ୍ରହ୍ମପୁରବାସୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୪। ୧୧: ରେଶମ ସହର ବ୍ରହ୍ମପୁରରେ ବହୁ ବର୍ଷରୁ ଲାଗି ରହିଥିବା ଜଳ ସଙ୍କଟର ସ୍ଥାୟୀ ସମାଧାନ ଏବଂ ପ୍ରତିଦିନ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ଜାନିବିଲି ବୃହତ୍ତର…

ମଟ୍‌କା ଚା’ ପିଇବାକୁ ଲୋକଙ୍କ ଭିଡ଼

କେନ୍ଦୁଝର,୨୪ା୧୧: କର୍ମମୟ ଜୀବନରେ ନିଜକୁ ଟିକିଏ ସତେଜ କରିବା ପାଇଁ ସମସ୍ତଙ୍କୁ ଚା’ର ଆବଶ୍ୟକତା ରହିଛି। ଅଫିସ୍‌, କଳକାରଖାନା ତଥା ଯେ, କୌଣସି କର୍ମ କ୍ଷେତ୍ରରେ କାମ କରୁଥିବା ଅଫିସର ଓ କର୍ମଚାରୀ ସମସ୍ତଙ୍କୁ ଟି-ବେକ୍‌ ନିହାତି ଆବଶ୍ୟକ। ଟିକିଏ ଚା’…

ଆରମ୍ଭରୁ ଅବ୍ୟବସ୍ଥା, ଅଭାବୀ ବିକ୍ରି ଆଶଙ୍କା

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ତାତି ଯେପରି ବୃଦ୍ଧି ପାଉଛି ଚାଷୀଙ୍କ ଅସନ୍ତୋଷ ତାତି ମଧ୍ୟ ସମପରିମାଣରେ ବୃଦ୍ଧି ପାଉଛି। ଡିସେମ୍ବର ୫ରେ ମଣ୍ଡି ଖୋଲିବା ଯୋଜନା ଥିଲେ ମଧ୍ୟ ପଦ୍ମପୁର ଉପନିର୍ବାଚନରେ ଏଥର ଚାଷ ଓ…

ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ସହ ବଳଦ ମୃତ

ଦେବଗଡ଼,୨୪ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଶଗଡ଼ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବଳଦର ମଧ୍ୟ ମୃତ୍ୟୁ…

କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି ଇଡ୍‌କୋ ଓ ପୋଲିସ ଦ୍ୱାରା ନଜରବନ୍ଦୀ ହୋଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।…

‘ମୋତେ ମାଡ଼ ମାର, ମୋ ସମର୍ଥକଙ୍କୁ ଆକ୍ରମଣ କରନି’

ପଦ୍ମପୁର,୨୪।୧୧(ଡି.ଏନ.ଏ.): ବରଗଡ଼ ଜିଲା ପାଇକମାଳ ବ୍ଲକ ପଥରେଲ ଗାଁରେ ମଙ୍ଗଳବାର ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପାର ଏକ ସମାବେଶ ଚାଲିଥିବା ବେଳେ କିଛି ଅସାମାଜିକ ତତ୍ତ୍ୱ ଆସି ସଭାସ୍ଥଳରେ ମାଇକ୍‌ ଛଡାଇନେଲେ, ଟେଣ୍ଟ ଭାଙ୍ଗିଲେ। ଏହାସହ ଭାଜପା କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ…

ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ କାମୁଡ଼ି ଡାକ୍ତର ଗିରଫ

ବ୍ରହ୍ମପୁର ଅଫିସ,୨୪ା୧୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ଡାକ୍ତର ଏମ୍‌ବିବିଏସ୍‌ର ଶେଷବର୍ଷ ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଦେଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ମାମଲା ରୁଜୁ…

ଭସାଣି ବେଳେ ଅଘଟଣ: ବାଣ ଫୁଟି ୨୦ରୁ ଅଧିକ ଆହତ

କେନ୍ଦ୍ରାପଡା ଅଫିସ୍‌,୨୩।୧୧: କେନ୍ଦ୍ରାପଡାରେ ଏକ ବଡ଼ ଅଘଟଣ ଘଟିଛି। କେନ୍ଦ୍ରାପଡା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣବେଳେ ବାଣ ଫୁଟି ୬୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବାଣ ପ୍ରତିଯୋଗିତା ଚାଲିଥିବାବେଳେ…

ବିବାହର ୬ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ସିମୁଳିଆ,୨୩ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ବାଡ଼ିଆସାହି ଅଞ୍ଚଳର ବିଷ୍ଣୁପ୍ରିୟା ଶିଅଳ(୨୨)ଙ୍କ ବିବାହର ୬ ମାସ ପରେ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ବିଷ୍ଣୁପ୍ରିୟା ରଶି ଲଗାଇ ଆତ୍ମହତ୍ୟା କରିଥିବାର ପୋଲିସ ସୂଚନା ଦେଉଥିବା ବେଳେ ଅଧିକ ଯୌତୁକ…

ମହୁମାଛି ଆକ୍ରମଣରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ

ଆନନ୍ଦପୁର,୨୩ା୧୧(ସ୍ବ.ପ୍ର.): ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ବୁଧବାର ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି। ବିଦ୍ୟାଳୟ ପରିସରରେ ରହିଥିବା ଏକ କଦମ୍ବ ଗଛରେ ମାଙ୍କଡ଼ଟିଏ ଡେଇଁବା ସହିତ ଘଟଣାସ୍ଥଳରୁ ପଳାଇଯାଇଥିଲା। ଗଛରେ ଝୁଲିରହିଥିବା ମହୁଫେଣାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?