ଆମ ଜିଲା ଖବର

ଶିକାରୀଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା ଅଫିସ,୨୪ା୧:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଶିକାରୀଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରୁନାହାନ୍ତି ବନ୍ୟପ୍ରାଣୀ। ୫ଦିନ ତଳେ ଏକ କଲରାପତରିଆ ବାଘର ଚମଡ଼ା…

ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା

ଝାରସୁଗୁଡ଼ା ଅଫିସ୍‌,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା କରିିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଏକ ସୁନା କଳସ ଦାନ କରିଥିବା ନେଇ…

ହ୍ୟୁମାନ-ଶ୍ରୀୟା ଘରୋଇ କଳି ମାମଲା:୩୦ରେ ପରବର୍ତ୍ତୀ କାଉନ୍‌ସେଲିଂ

କଟକ ଅଫିସ,୨୪ା୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ମାମଲାର ଦ୍ୱିତୀୟ କାଉନ୍‌ସେଲିଂ ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଦିନ ହ୍ୟୁମାନ ଓ ଶ୍ରୀୟା କଟକ ମହିଳା ଥାନାରେ ହାଜର ହୋଇ…

ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ ଓଡ଼ିଶାରେ ଊନବିଂଶ ଶତାବ୍ଦୀ ପୂର୍ବର ଇତିହାସ ରହିଛି। ଇଷ୍ଟଦେବୀ ସମଲେଇ, ମହାନଦୀ, ଶକ୍ତି…

ପୁରୁଷ ବନ୍ଧୁ ବିନା ମହାବିଦ୍ୟାଳୟରେ ପ୍ରବେଶ ମନା

ଜଗତ୍‌ସିଂହପୁର ଅଫିସ, ୨୪ା୧:ଜଗତ୍‌ସିଂହପୁର ଜିଲାର ଏକ ପୁରାତନ ମହାବିଦ୍ୟାଳୟକୁ ପ୍ରବେଶ କରିବାକୁ ହେଲେ ବାଳିକାମାନଙ୍କୁ ଅତି କମ୍‌ରେ ସେମାନଙ୍କର ଜଣେ ପୁରୁଷ ବନ୍ଧୁ ବାଛିବାକୁ ପଡ଼ିବ। ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ନୋଟିସ୍‌ ଭାଇରାଲ ହୋଇଛି। ଏହି…

ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ବାସୁଦେବପୁର, ୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର ରାତିରେ କାଟି ଚୋରି କରିନେଇଛନ୍ତି। ଚନ୍ଦନ ଗଛ ଚୋରି ସମ୍ପର୍କରେ ସୋମବାର ସକାଳେ ଜଣାପଡ଼ିବା…

ଚିତା ପ୍ରଜାତିର ବିଲେଇ ଛୁଆ ମୃତ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କରଞ୍ଜିଆ ଡିଭିଜନ ଅଧୀନ ଦୁଧିଆଣି ରେଞ୍ଜ ବରମୁଣ୍ଡା ସେକ୍ସନ ବୁଢ଼ିଗଁା ବିଟ୍‌ ଅଞ୍ଚଳ ବନ୍ଧମୁଣ୍ଡା ସାହି ଜଙ୍ଗଲରୁ ଚିତା ପ୍ରଜାତିର ଏକ ବିଲେଇ ଛୁଆର ମୃତଦେହକୁ ବନବିଭାଗ ଜବତ କରିଛି।…

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ମୋରଡ଼ା,୨୩ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ମାକୁନ୍ଦ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ବେତନଟୀ ଥାନା ଅଧୀନ ସଂଶା ଅଞ୍ଚଳର ରାଜାରାମ ମହାନ୍ତ (୨୫)। ଏକ ନୂତନ ବାଇକ୍‌ରେ…

ଜୁଆ ଖେଳି ୩ ଗିରଫ

କୁଳିଅଣା,୨୩ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ପୋଲିସ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଠଶୀର୍ଷ ଗ୍ରାମର ରମେଶ ହଁାସଦା, ଯଦୁ ମୁର୍ମୁ ଓ ବାଙ୍ଗରିପୋଷି ଥାନା ଜଗନ୍ନାଥଖୁଣ୍ଟା ଗ୍ରାମର ଭରତ…

ପାଣି ପାଇଁ ସଖିପଡ଼ାରେ ରାସ୍ତାରୋକୋ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୩ା୧: ଫିରିଙ୍ଗିଆ ବ୍ଲକ ସଖିପଡାରେ ରବିବାର ପୂର୍ବାହ୍ନରେ ପାଣି ପାଇଁ ରାସ୍ତାରୋକ ହୋଇଛି ା ପାଣି ସମସ୍ୟା ପ୍ରଶାସନ ଦୂର କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନ କରିଛନ୍ତିି। ଦୀର୍ଘ ୩ ଘଣ୍ଟା ରାସ୍ତାରୋକୋ ଯୋଗୁ…

ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ଏସ୍‌ଆଇ ଗୁରୁତର

ଆର୍‌.ଉଦୟଗିରି,୨୩ା୧(ଡି.ଏନ.ଏ.): ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସକୁ ଚକ୍‌ମା ଦେଇ ଗଞ୍ଜେଇ ଗାଡ଼ିଟି ପଳାଇଯାଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…

ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ

ଗୋପାଳପୁର,୨୩ା୧(ଡି.ଏନ.ଏ.): ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋପାଳପୁର ଏନ୍‌ଏସିରେ। ବଡ଼ସାହିର ବି.ନୋକରାଜୁ ତାଙ୍କ ଦାଦା ମୋହନ ରାଓଙ୍କୁ ୩ ହଜାର ଟଙ୍କା ଋଣ ଆକାରରେ ଦେଇଥିଲେ। ୩ ମାସରେ ଟଙ୍କା ଫେରାଇ ଦେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?