ଆମ ଜିଲା ଖବର

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ନବରଙ୍ଗପୁର,୨୩ା୧(ବି.ପ୍ର.):ଆବାସ ଯୋଜନା ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମବାସୀ ରବିବାର ପଞ୍ଚାୟତ କାର୍ଯାଳୟରେ ତାଲା ଠୁଙ୍କିଛନ୍ତି। ଫଳରେ ଜିଆର୍‌ଏସଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ବନ୍ଦ କୋଠରୀରେ ରହିବାକୁ ପଡ଼ିଛି। ସେହିପରି…

ବିପଦ ସାଜିଛି ଟ୍ରାନ୍ସଫର୍ମର

ପାରଳାଖେମୁଣ୍ଡି, ୨୩ା୧(ଡି.ଏନ୍‌.ଏ):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି। ଏହି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁଖ୍ୟ ରାସ୍ତା ତଥା ଗାରବନ୍ଧ ଗ୍ରାମର ମୁଖ୍ୟ ବଜାର ଅଞ୍ଚଳରେ ରହିଥିବାରୁ ଯାତାୟାତରେ…

୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ

ଛତ୍ରପୁର,୨୩ା୧(ଡି.ଏନ୍‌.ଏ.):ଛତ୍ରପୁର ଉପକଣ୍ଠ ଆଇଆରଇ କମ୍ପାନୀ ପରିସରରେ ଥିବା ରିପ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କମାନଙ୍କର ବିଭିନ୍ନ ସମସ୍ୟା ଲାଗି ରହିଛି ା ଗତ ମଙ୍ଗଳବାର ବିଭିନ୍ନ ଦାବି ପୂରଣ ନେଇ ଆଇଆରଇ କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ା…

ଜଙ୍ଗଲ ରାସ୍ତା ମରାମତି କଲେ ବନବାସୀ

କେନ୍ଦୁଝର,୨୩ା୧(ସ୍ବ.ପ୍ର.):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅନ୍ତର୍ଗତ କଅଁଳେଇବାଲିପାଳ (କେ.ବାଲିପାଳ) ପଞ୍ଚାୟତର କେ.ବାଲିପାଳ ଗ୍ରାମଠାରୁ ମୟୂରନଚା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତାରୁ ବନବାସୀ ମରାମତି କରିଛନ୍ତି। ଗତ ବର୍ଷ ବର୍ଷାରେ ରାସ୍ତାଟି ଧୋଇ ହୋଇଯିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଏ ନେଇ ବାରମ୍ବାର ଅଭିଯୋଗ…

ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା ଅଫିସ, ୨୩ା୧:କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ ନେବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର…

ପଶ୍ଚିମବଙ୍ଗକୁ ଶାମୁକା ଚୋରାଚାଲାଣ

ଲଙ୍ଗଳେଶ୍ୱର, ୨୩।୧:ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଶାମୁକା ଚୋରାଚାଲାଣ ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟବସାୟୀ ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ପ୍ରତି ସପ୍ତାହରେ ପ୍ରାୟ ୨ଶହ କୁଇଣ୍ଟାଲରୁ ଊଦ୍ଧର୍‌ବ ଶାମୁକା ଦଲାଲଙ୍କ…

ବୁଣାକାରଙ୍କ ଗାଁରେ ୟୁନେସ୍କୋ ପ୍ରତିନିଧି ଦଳ

ରସୁଲପୁର,୨୩ା୧(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ୍‌ର ବୁଣାକାର ଗଁା ଗୋପାଳପୁରରେ ରବିବାର ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ(ୟୁନେସ୍କୋ)ର ପ୍ରତିନିଧି ଦଳ ପହଞ୍ଚତ୍ ମା’ତାରିଣୀ ତନ୍ତୁବାୟ ସହଯୋଗ ସମିତି ଲୁଗା ତିଆରି କାରଖାନା ପରିଦର୍ଶନ କରିଛନ୍ତି। ଏଠାରେ ଟସର କୋସାରୁ…

ଆଦିବାସୀ ଯୁବକ ନିର୍ମାଣ କଲେ ସ୍ବୟଂଚାଳିତ ପେଟ୍ରୋଲ ପମ୍ପ

କଳିଙ୍ଗନଗର,୨୩ା୧(ଡି.ଏନ୍‌.ଏ.):ମାଟ୍ରିକ ପାସ୍‌ ପରେ ଅର୍ଥ ଅଭାବରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ତେଣୁ କିଛି ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଥିବା ବ୍ରାହ୍ମଣୀ ପାଳ ବଜାରରେ ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଆଣି ବିକ୍ରି କଲେ। ହେଲେ ଏଠାରେ ତେଲ ଦେବାକୁ କେହି ନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ

ଢେଙ୍କାନାଳ ଅଫିସ୍‌,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ ବସ ବ୍ରିଜ ତଳକୁ ଖସି ପଡିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବହୁ…

ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିଲା

ବାଲିକୁଦା,୨୩ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁଶୁପୁର ପଞ୍ଚାୟତର ସମୁଦ୍ରକୂଳ ଆକାଶିଆ ଜଙ୍ଗଲରୁ ବଣଭୋଜି ସାରି ଫେରୁଥିବାବେଳେ ରବିବାର ସନ୍ଧ୍ୟାରେ ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ବୁଡ଼ି ଯାଇଥିଲା। ସୌଭାଗ୍ୟବଶତଃ ସେଥିରେ ଥିବା ସମସ୍ତ ଯାତ୍ରୀ ରକ୍ଷା ପାଇଥିବାବେଳେ…

ଲିଙ୍ଗ ନିରୂପଣ ଉପରେ ଲଗାମ ନାହିଁ

ନୟାଗଡ଼ ଅଫିସ,୨୩।୧:ନୟାଗଡ଼ ଜିଲାରେ ପିସି ପିଏନ୍‌ଡିଟି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭ୍ରୂଣହତ୍ୟାକୁ ଲଗାମ ଦିଆଯାଇପାରୁନି ବୋଲିି ଅଭିଯୋଗ ହୋଇଆସୁଛି । ଜିଲାରେ ବିଭିନ୍ନ ସମୟରେ ଭ୍ରୂଣହତ୍ୟା ଧରାପଡିବା ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ…

୪୧୪ ବର୍ଷ ବାମ୍ଫିର ପୁନରୁଦ୍ଧାର ଆରମ୍ଭ

କଟକ ଅଫିସ,୨୩।୧:କଟକ ସହର ବିଦ୍ୟାଧରପୁର ଅଞ୍ଚଳରେ ଥିବା ପ୍ରାୟ ୪୧୪ ବର୍ଷ ପୁରୁଣା ଐତିହାସିକ ବାମ୍ଫିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ। ଏହି ବାମ୍ଫିଟିର ସନ୍ଧାନ ଗତବର୍ଷ ନଭେମ୍ବରରେ ଇନ୍‌ଟାକ ସଦସ୍ୟ ଐତିହ୍ୟ ଗବେଷକ ଦୀପକ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?