ଆମ ଜିଲା ଖବର

୪ହତ୍ୟା ଉଦ୍ୟମ ମାମଲା ରୁଜୁ

ଗୋପାଳପୁର,୨୪ା୧(ଡି.ଏନ.ଏ.): ଦୀର୍ଘବର୍ଷ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣକୁ କେନ୍ଦ୍ରକରି ଗୋଷ୍ଠୀବିବାଦ ଥମିବାର ନାଁ ନେଉନି। ଗତ ୨୦ ଦିନ ମଧ୍ୟରେ ଦୁଇ ଦୁଇ ଥର ଉଭୟ ଗୋଷ୍ଠୀ…

ଭାଜପାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚା

କେନ୍ଦୁଝର,୨୪ା୧(ସ୍ବ.ପ୍ର.): ସମାଜିକକର୍ମୀ ନୈନା ସାହୁ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନମୋଡ଼ ନେଉଛି। ପ୍ରଥମେ ଦୁର୍ଘଟଣା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଦାବି…

ଡେପୁଟେଶନରେ ଡାକ୍ତର, ମିଳୁନି ସ୍ବାସ୍ଥ୍ୟସେବା

ଧାମନଗର,୨୪।୧(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା। ୧୧ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ଅଛନ୍ତି। ଶିଶୁ ବିଭାଗ ଓ ମେଡିସିନ ବିଭାଗରେ ଡାକ୍ତର ନ ଥିବାବେଳେ ୫ ମହିଳା ସ୍ବାସ୍ଥ୍ୟକର୍ମୀ, ୯ ପୁରୁଷ ସ୍ବାସ୍ଥ୍ୟକର୍ମୀ,…

ସଜେଇ ହେଲାଣି ସରମରା

ଭଦ୍ରକ ଅଫିସ, ୨୪।୧: ସରସ୍ବତୀ ପୂଜା ପାଇଁ ଭଦ୍ରକ ଜିଲାରେ ପ୍ରସିଦ୍ଧିଲାଭ କରିଥିବା ବନ୍ତ ବ୍ଲକର ସରମରା ଗାଁ ସଜେଇ ହେଲାଣି। କୋଭିଡ୍‌ ଯୋଗୁ ଦୁଇବର୍ଷର କଟକଣା ପରେ ଏଥର ପୂଜାକୁ ନେଇ ଗାଁରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।…

ଭଡ଼ାଘରୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନି

ନୟାଗଡ଼ ଅଫିସ,୨୪।୧:ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟ ଭଡ଼ାଘରେ ଖଣ୍ଡପଡ଼ା ରୋଡ୍‌ରେ ଚାଲୁଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଶ୍ରମ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରି…

ଉପକୂଳରୁ ବାସୁମତି ଧାନ ଆନ୍ଧ୍ର, କୋଲକାତା ଚାଲାଣ

ମହାକାଳପଡ଼ା, ୨୪ା୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଖରିଫ ଋତୁରେ ଧାନ ଚାଷ କରିଛନ୍ତି। ତେବେ ଚାଷୀମାନେ ମଣ୍ଡିରେ ୨୦୪୦ ଟଙ୍କାରେ ଧାନ ବିକ୍ରି ପାଇଁ ସରକାର ନିୟମ କରୁଛନ୍ତି। ହେଲେ ଚାଷୀମାନେ ଅଧିକ…

ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୨୪ା୧:ଅମିତ ରାୟ(୩୦)। ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗଁାରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଡୁକେଶନ ବୋର୍ଡ ଅଧୀନରେ ୨୦୦୯ ମସିହାରେ ସେକେଣ୍ଡାରି ସ୍କୁଲ ପାସ୍‌…

ସୂଚନା ଅଧିକାର ତଥ୍ୟ ପାଇଁ ୧୫ ହଜାର ଟଙ୍କା

ନାଉଗଁା,୨୪ା୧(ସ୍ବ.ପ୍ର):ନାଉଗଁା ବ୍ଲକ ଅନ୍ତର୍ଗତ କାନୁନ୍‌ଗୋ ସାହିର ଜନୈକ ବ୍ୟକ୍ତି ଗ୍ରାମ ଜଳ ପରିମଳ ବିଭାଗର କିଛି ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ମାତ୍ର ଅଧିକାରୀଙ୍କଠାରୁ ମନମୁଖୀ ଚିଠି ପାଇବା ପରେ ଆବେଦନକାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…

୨ ହଜାର ଏକର ସରକାରୀ ଜମି ଜବରଦଖଲ

କଳିଙ୍ଗନଗର,୨୪ା୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦାନଗଦୀ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦାଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ତ୍ରିଜଙ୍ଗା ମୌଜାରେ ମୂଲ୍ୟବାନ ସରକାରୀ ଜମିରୁ ପ୍ରାୟ ୨ ହଜାର ଏକର ଜମିକୁ ଜବରଦଖଲ କରାଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ…

ବର୍ଷ ବର୍ଷ ଧରି ଠକାମିର ଶିକାର ବସ୍‌ ଯାତ୍ରୀ

ପଟ୍ଟାମୁଣ୍ଡାଇ,୨୪ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ଭଦ୍ରକ, ଚାନ୍ଦବାଲି ଓ ରାଜକନିକା ଅଞ୍ଚଳରୁ କଟକକୁ ଯାଉଥିବା ବସ୍‌ ଯାତ୍ରୀମାନେ ବର୍ଷ ବର୍ଷ ଧରି ଠକାମିର ଶିକାର ହେବାକୁ ପଡୁଛି। ସାଧାରଣ ଯାତ୍ରୀମାନେ ଏହି ଠକେଇର ସୁରାକ ପାଉ ନ ଥିବା ବେଳେ…

ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ…

ଦଳ ଉପରେ ଚଢ଼ି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୪।୧(ଡି.ଏନ୍‌.ଏ.):ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଆସୁଛି। ହେଲେ କର୍ତ୍ତୃପକ୍ଷ ଏହାକୁ ଠିକ୍‌ ଭାବେ ବ୍ୟବହାର କରିପାରୁ ନ ଥିବାରୁ ପର୍ଯ୍ୟଟକମାନେ ନାନା ହଇରାଣ ହେଉଥିବା ଅଭିଯୋଗ ହେଉଛି। ଯାହାର ଉଦାହରଣ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?