ଟିକସ ଫାଙ୍କିବା ଅଭିଯୋଗରେ ୩ ଗହଣା ଦୋକାନରେ ଚଢ଼ାଉ
ପାରଳାଖେମୁଣ୍ଡି,୨୪।୧(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ସୁରିୟା ନାମକ ଏକ ଗହଣା ଦୋକାନରେ ମଙ୍ଗଳବାର ଜିଏସ୍ଟି ପକ୍ଷରୁ ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଜିଏସ୍ଟିର ଏକ ୯ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଛି। ଏନ୍ଫୋର୍ସମେଣ୍ଟ ଅଫିସର ମନୋଜ…
ଅବକାରୀ ବିଭାଗର ନାକ ତଳେ ବେଆଇନ ମଦ କାରବାର
ବିଷମକଟକ,୨୪ା୧(ଡି.ଏନ୍.ଏ.):ବିଷମକଟକ ବ୍ଲକ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧିପାଉଛି। ଅବକାରୀ ବିଭାଗ ଓ ପୋଲିସର ନୀରବତା ଯୋଗୁ ନିର୍ଭୟରେ କାରବାର ଚାଲିଥିବା ଅଭିଯୋଗ ହେଉଛି। ବିଷମକଟକ ବ୍ଲକର ୨୧ ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ଢାବା, ପାନଦୋକାନ,…
ତାଲିକାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାମ
ଉମରକୋଟ, ୨୪।୧(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ବଡ଼କୁମାରି ପଞ୍ଚାୟତର ଅନେକ ହିତାଧିକାରୀ ଏବେବି ବଞ୍ଚିତ ଅଛନ୍ତି ଆବାସ ଘରରୁ। ଗରିବ ବାସହୀନ ଲୋକଙ୍କ ପାଇଁ ସରକାର ପକ୍କା ଘର ଯୋଗେଇବା ପାଇଁ ଯୋଜନା ପ୍ରସ୍ତୁତି କରୁଥିବାବେଳେ ବାସ୍ତବ ଚିତ୍ର କିଛି…
୧୪ ବର୍ଷ ଧରି ପର ଅଗଣାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର
କୋଡିଙ୍ଗା,୨୪।୧(ଡି.ଏନ୍.ଏ.):ଆଜକୁ ୧୪ବର୍ଷ ହେବ ନିଜସ୍ବ କୋଠା ନାହିଁ। କେତେବେଳେ କାହା ଅଗଣାରେ ତ କେତେବେଳେ କାହା ବାରଣ୍ଡାରେ। ଖରା ବର୍ଷାରେ ଚାଲୁଛି ଛୋଟ ପିଲା ଭବିଷ୍ୟତ ତିଆରି। ଏଥିସହ ମା’ ଓ ଶିଶୁଙ୍କ ପାଇଁ ଥିବା ଯୋଜନାର ଲାଭ ଉଠାଇ ପାର…
କଟକ ଏସ୍ସିବିରେ ଉତ୍ତେଜନା: ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
କଟକ ଅଫିସ୍,୨୪।୧: କଟକ ବଡ଼ ମେଡିକାଲରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲାର ଭାଗବତ ମହାନ୍ତି । ସୂଚନାଯୋଗ୍ୟ, ଭାଗବତଙ୍କ ଶ୍ୱାସଜନିତ ସମସ୍ୟା ଲାଗି…
ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ ଘର ମାଲିକ ଘରେ ନ ଥିବାବେଳେ ଲୁଟ ହେଉଥିବା ଜଣାପଡିଛି। ସୋମବାର ଦ୍ୱିପ୍ରହରରେ ଜଣେ…
ଫ୍ୟାନ୍ରେ ଝୁଲି ଇଞ୍ଜିନିୟରଙ୍କ ଆତ୍ମହତ୍ୟା
ଝାରସୁଗୁଡ଼ା ଅଫିସ,୨୪ା୧: ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନଶିପ୍ ଲେଡିଜ୍ ହଷ୍ଟେଲରେ ରହୁଥିବା ଜଣେ ଯୁବତୀ ସୋମବାର ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭୁବନେଶ୍ୱର ପାହାଳର ଶ୍ରୁତି ସାଗରିକା ସାହୁ(୨୬)। ସେ ବେଦାନ୍ତ କାରଖାନାରେ ଫଟ୍ଲାଇନ୍ରେ…
ଲଛିପୁର ଥାନା ସୋନପୁର କୋର୍ଟ ଅଧୀନରେ ରହୁ
ସୋନପୁର,୨୪।୧(ନି.ପ୍ର.)ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଲଛିପୁରରେ ଥିବା ଫାଣ୍ଡିକୁ ଉନ୍ନୀତ କରି ଥାନା କରିଛନ୍ତି। ତେବେ ନବଗଠିତ ଏହି ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବା ପାଇଁ ଜିଲାର ବିଭିନ୍ନ…
ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ
ଢେଙ୍କାନାଳ ଅଫିସ,୨୪ା୧: ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗରେ ଭାଇବ୍ରେଟର ବ୍ୟବହାର କରାଯାଉଥିବା କାର୍ଯ୍ୟକୁ ନେଇ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକ କାର୍କୁ ପୋଡ଼ି ଦିଆଯାଇଛି। ପ୍ରକାଶ ଯେ, ଏହି…
ଦୁର୍ଘଟଣା ପାଇଁ ଏନ୍ଏଚ୍ଏଆଇ ଉପରେ ଦୋଷ
ଢେଙ୍କାନାଳ ଅଫିସ, ୨୪ା୧: ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ଥାନା ପଞ୍ଚୁପଟି ବ୍ରିଜ୍ଠାରେ ସୋମବାର ଭୋର ୪ଟାରେ ଘଟିଥିବା ପିକ୍ନିକ୍ ବସ୍ ଦୁର୍ଘଟଣା ପାଇଁ ଏନ୍ଏଚ୍ଏଆଇକୁ ଦୋଷ ଦେଇଛନ୍ତି ଜନସାଧାରଣ। ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟରେ…
ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି। ଜୁବିଲି କମିଟି ସଭାପତି ତଥା ପୁରାତନ ଛାତ୍ର ପ୍ରାଧ୍ୟାପକ ପ୍ରଦୀପ କୁମାର କରଙ୍କ ତତ୍ତ୍ୱାବଧାନରେ…
ଘରେ ପଶି ୨ ମହିଳାଙ୍କୁ ହତ୍ୟା ଉଦ୍ୟମ
ବ୍ରହ୍ମପୁର ଅଫିସ,୨୪ା୧: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରଘୁପତିନଗରରେ ଚାଲିଥିବା ଏକ ଟିୟୁସନ ଶିକ୍ଷକଙ୍କ ଘରେ ପଶି ସୋମବାର ଦୁଇ ଜଣ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣାରେ ମାଧୁରୀ ପଣ୍ଡା(୩୭) ଗୁରୁତର ହୋଇଥିବା ବେଳେ ଟିଉସନ ଶିକ୍ଷକଙ୍କ…

