ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ
ପୁରୀ ଅଫିସ,୨୬।୧: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି। ଏହି କାଠରେ ନନ୍ଦିଘୋଷ, ତାଳଓ୍ବଜ ଏବଂ ଦେବଦଳନ ରଥର ଗୁଜ ଅନୁକୂଳ କରାଯିବ। ଅନ୍ୟପଟେ,…
ଅମୃତ ସରୋବରରେ ନୌକା ବିହାର ଉଦଘାଟନ୍ କଲେ ମନ୍ତ୍ରୀ
ଟିଟିଲାଗଡ଼,୨୬।୧(ଡି.ଏନ୍.ଏ.): ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାଣ ଅମୃତ ସରୋବରରେ ନୌକା ବିହାର ଯୋଜନାକୁ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍ଘାଟନ କରିଛନ୍ତ। ବ୍ଲକ ଅନ୍ତର୍ଗତ କୌଣସି ସରୋବରରେ ଏଭଳି ନୌକା ବିହାର…
ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା: ଲୋକେ ଅସନ୍ତୁଷ୍ଟ
ପଟ୍ଟାଙ୍ଗି,୨୬।୧(ଡି.ଏନ୍.ଏ.): ଗଣତନ୍ତ୍ର ଦିବସରେ ସାଧାରଣ ସ୍ଥଳରେ ହେଉଥିବା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ମିନିଷ୍ଟାଡିୟମ ପରିସରରେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେବା ସହ ବ୍ଲକ…
ଜାତୀୟ ପତାକାକୁ ଅସମ୍ମାନ, ଅପରାହ୍ନ ଯାଏ ତଳେ…
ମାଲକାନଗିରି,୨୬।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ପାଙ୍ଗାମ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି । ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକାଟି ତଳକୁ ଖସି ଆସିଥିଲା । ତେବେ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ସାଧାରଣରେ ଚର୍ଚ୍ଚା…
ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ
ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏଥିସହ ୨୦୨୦ ଜାନୁୟାରୀ ୨୫ରେ ଏହି ଅଞ୍ଚଳବାସୀ ମାଓ କବଳରୁ ମୁକ୍ତ ପାଇଥିବା…
ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ
ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ମୁଖ୍ୟ ପୋଲିସ କାର୍ଯ୍ୟାଳୟ ପରିସରରେ ତିନିଜଣ ହାଡକୋର ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦେଶକ ଅପରେଶନ ଅମିତାଭ ଠାକୁର, ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରଧ ସିଂ,…
ମାଲକାନଗିରି ପୋଲିସକୁ ବଡ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଛତିଶଗଡ ସୀମାକୁ ଲାଗିଥିବା ତୁଳସୀ ପାହାଡ ନିକଟ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମାଲକାନଗିରି ପୋଲସ ଓ ଏସ୍ଓଜି ବାହିନୀ ଦ୍ୱାରା ବିପୁଳ ପିରମାଣର ମାଓ ସାମଗ୍ରୀ ଜବତ ହୋଇଛି। ଗୁରୁବାର ଏକ ସାମ୍ବାଦିକ…
‘ସାହସିକତା, ବୀରତ୍ୱ, ତ୍ୟାଗର ଜ୍ୱଳନ୍ତ ଉଦାହରଣ ନୟାଗଡ଼’
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମାସ୍ଥିତ ପିଟିଏସ୍ ପଡ଼ିଆରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୪୭ଟି ପରେଡ୍ ଟିମ୍ ଭାଗ ନେଇଥିଲେ। ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ
ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ କରି ବର୍ତ୍ତମାନ ଚର୍ଚ୍ଚା ପାଲଟିଛନ୍ତି ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ତାଙ୍କର ଏଭଳି…
ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର: ରାସ୍ତାକୁ ଓହ୍ଲାଇଲା ସଂଯୁକ୍ତ କିଷାନ ମୋର୍ଚ୍ଚା
ଭଦ୍ରକ ଅଫିସ,୨୬ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଗଣ ପ୍ରତିବାଦ କରାଯାଇଛି। ୨୦୨୧ ଡିସେମ୍ବର ୧୧ରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାର ପ୍ରତିବାଦ କରାଯାଇଛି। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ…
ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା
ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଡ଼ାଆମ୍ବ ଥାନାରେ ପତାକା ଉତ୍ତୋଳନ କରିଛନ୍ତି ୪ ବରିଷ୍ଠ ପୋଲିସ ଅଧିକାରୀ। ଏହି ପୋଲିସ ଅଧିକାରୀ ହେଲେ ଇଣ୍ଟେଲିଜେଣ୍ଟ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା,ଏଡିଜି ଅପରେଶନ ଅମିତାଭ ଠାକୁର, ଡିଜି…
ରାୟଗଡ଼ାରେ ପତାକା ଉତ୍ତୋଳନ କଲେ ଜିଲାପାଳ
ରାୟଗଡ଼ା,୨୬ା୧(ସ୍ବ.ପ୍ର.): ରାୟଗଡ଼ା ସଦର ମହକୁମା ଜିସିଡି ପଡ଼ିଆଠାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡରେ ଅଭିବାଦନ…

