ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼: ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଅଭିଯୁକ୍ତ
ଗୋପାଳପୁର,୨୭ା୧(ଡି.ଏନ.ଏ.) ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଗତ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…
ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ସ୍ବାମୀ
ଗୋପାଳପୁର,୨୭ା୧(ଡି.ଏନ.ଏ.): ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଣ୍ଢା ଗ୍ରାମର ଶିବରାମ ସେଠୀ (୪୦)। ଶିବରାମ ଏବଂ ସ୍ତ୍ରୀ ଗୌରୀଙ୍କ…
୨ ଧାନଗଦା ଜଳିଗଲା
ସିଂହପୁର,୨୭।୧(ଡି.ଏନ୍.ଏ.): ବିଞ୍ଝାରପୁର ଥାନା ତଥା ଜରୀ ଫାଣ୍ଡି ଅଧୀନ ଜରୀଗ୍ରାମର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରମେଶ ମଳିକ ଏବଂ କାମଦେବ ମଳିକଙ୍କ ୨ଟି ଧାନ ଗଦା ପୋଡି ପାଉଁଶ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଜରୀ ରାଜସ୍ବ…
ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା
ଭବାନୀପାଟଣା,୨୬।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାହ୍ନୁ ଠାକୁର। ଜମିବାଡିକୁ କେନ୍ଦ୍ର କରି…
ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ
ଚାନ୍ଦବାଲି,୨୭।୧(ଡି.ଏନ୍.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍ ହୁସେନ ଓ ମୋତିଲାଲ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ହରିଣ ମାଂସ ଚାଲାଣ ହୋଇଥିବା…
‘ଗବେଷଣାକୁ ସମ୍ମାନ ଆହୁରି ଉତ୍ସାହିତ କରିବ’
ଲାଞ୍ଜିଗଡ଼,୨୭।୧(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଚାର୍ଯ୍ୟ ଏମ୍.ଏସ୍. ଶେଖରଙ୍କୁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି’ ପରାଶର ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ…
ଭାରତମାତା ପୂଜନ ଉତ୍ସବ: ମନମୋହିଲା ଛଉ, ପାଇକ ଆଖଡ଼ା
ଦାରିଙ୍ଗବାଡ଼ି,୨୭।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଭାରତମାତା ପୂଜନ ଉତ୍ସବ ସହ ଅମୃତ ମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ପକ୍ଷରୁ ସିମନବାଡ଼ି ପଞ୍ଚାୟତର ଅମୃତ ପରିବାର…
ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ କିରାଣି
କେନ୍ଦୁଝର,୨୭ା୧(ସ୍ବ.ପ୍ର.): ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର କୁମାର ସେଠୀ ଶୁକ୍ରବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଛୁଟି ଦରମା ଟଙ୍କା ଅନୁମୋଦନ…
ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି
କୋରାପୁଟ,୨୭ା୧(ସ୍ବ.ପ୍ର.): କୋରାପୁଟରେ କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଏମ୍ପି ଶପ୍ତଗିରି ଉଲାକା, କୃଷ୍ଣ କୁଳଦୀପ, ନିମାଇ ସରକାର, ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ…
ଶ୍ରୀମନ୍ଦିରରେ ନୀତି ବିଳମ୍ବ ନେଇ ଅସନ୍ତୋଷ
ପୁରୀ ଅଫିସ,୨୭ା୧: ଶୁକ୍ରବାର ଭୋର୍ ପହୁଡ଼ ନୀତି ପାଳନରେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ହୋଇଛି। ଏନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଭୋର୍ ୫ଟା ୫ମିନିଟ୍ରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାରୁ ସକାଳ ୭ଟାରେ ସିଂହଦ୍ୱାର ଖୋଲିଥିଲା। ଯେଉଁଥିପାଇଁ ଭକ୍ତମାନେ…
ହକି ବିଶ୍ୱକପ୍: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ
ରାଉରକେଲା,୨୬।୧(ଡି.ଏନ୍.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍ରେ ଗୁରୁବାର ହକି ବିଶ୍ୱକପ୍ର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚ୍ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ…
ଖମାର ରେଞ୍ଜର ନିଲମ୍ବିତ
ଖମାର,୨୬।୧(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ରେଞ୍ଜର ଚନ୍ଦ୍ର ଶେଖର ଗଡ଼ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା, ବିଭିନ୍ନ ଅନିୟମିତତା ଏବଂ ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପାଇଁ ତାଙ୍କୁ ଦେବଗଡ଼ ପ୍ରଧାନ ବନ ସଂରକ୍ଷକ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା…

