ରାସ୍ତା ନିର୍ମାଣରେ ଲାଗୁଛି ଛତିଶଗଡ଼ର ନିମ୍ନମାନର ସାମଗ୍ରୀ
ରାଇଘର, ୧୯।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ବୀରପୁରରୁ ବୈପାରିଡିହି ଦେଇ ଜୋଡିଙ୍ଗାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦାରଖ କରାଯାଇ…
୪୦ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ଇଞ୍ଜିନିୟର ଚାଷୀ
ରାୟଗଡ଼ା ଅଫିସ,୧୯ା୧୧: ଗୋଟିଏ ପଟେ ଚାଷୀ ଚାଷକାମରୁ ଦୂରେଇ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଚାକିରି ଛାଡ଼ି ଚାଷକୁ ଆପଣାଉଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାକୁ ଇଚ୍ଛାପ୍ରକାଶ…
ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ
ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍ନିକ୍ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି ପରିସ୍ଥିତି…
ଡିସେମ୍ବର ୧୦ରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ
ନବରଙ୍ଗପୁର,୧୯।୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଆସନ୍ତା ଡିସେମ୍ବର ୧୦ତାରିଖରୁ ଧାନ ମଣ୍ଡିରେ ଅନ୍ଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ୍ ଧାନ…
ଜୀବନ ନେଉଛି ଜୀବନରେଖା
ଢେଙ୍କାନାଳ ଅଫିସ,୧୯।୧୧: ଦାବି, ପ୍ରତିବାଦ, ଆନ୍ଦୋଳନ, ବନ୍ଦ ଡାକରା ସତ୍ତ୍ୱେ କୌଣସି ଫରକ ପଡୁନି। ଜନଅସନ୍ତୋଷ ଏଡ଼ାଇବାକୁ କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସିପଡୁଛନ୍ତି ସମସ୍ତେ। ଫଳରେ କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଜୀବନରେଖା ଭାବେ ପରିଚିତ ୫୫ନଂ.…
ଯୁବପିଢ଼ିଙ୍କ ପ୍ରେରଣା ଶୁଭଲକ୍ଷ୍ମୀ
ଢେଙ୍କାନାଳ ଅଫିସ, ୧୯।୧୧: ଉଚ୍ଚଶିକ୍ଷା ପାଇଁ ରହିଛି ଯଥେଷ୍ଟ ଆଗ୍ରହ। ହେଲେ ଏଥିରେ ବାଧକ ସାଜିଛି ଅର୍ଥ। ଦିନ ମଜୁରିଆ ବାପାଙ୍କ ରୋଜଗାରରେ ଘର ଚଳାଇବା ନିଅଣ୍ଟ ପଡୁଥିବାବେଳେ ନିଜ ସ୍ବପ୍ନର ଉଡ଼ାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ାପଡ଼ା ବ୍ଲକ ସିମିନଇ…
ସରପଞ୍ଚଙ୍କ ସମ୍ପର୍କୀୟ ସାଜିଛନ୍ତି ଶ୍ରମିକ
ପରଜଙ୍ଗ, ୧୯।୧୧(ଡି.ଏନ୍.ଏ.): ସରପଞ୍ଚଙ୍କ ୨ ଭାଇ, ଭାଉଜ, ଶ୍ୱଶୁର, ଶାଳୀ ସମସ୍ତେ ମିଶି କରୁଛନ୍ତି ମାଟି କାମ। ଏ ବାବଦକୁ ସେମାନେ ସରକାରଙ୍କଠାରୁ ମଜୁରି ମଧ୍ୟ ନେଇଛନ୍ତି। ସରକାରୀ ଓ୍ବେବ୍ସାଇଟ୍ରୁ ମିଳିଥିବା ଏଭଳି ତଥ୍ୟ ଏବେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ…
ଅଘଟଣକୁ ଆମନ୍ତ୍ରଣ
ଢେଙ୍କାନାଳ ଅଫିସ, ୧୯।୧୧: ଭାଙ୍ଗିଗଲାଣି ସୁରକ୍ଷା ବାଡ଼। ସ୍ପାନ୍ରେ ସ୍ଥାନେ ସ୍ଥାନେ ଦେଖାଦେଲାଣି ଫାଟ। ବର, ଅଶ୍ୱତ୍ଥ ଗଛ ଉଠି ମାଡ଼ିଗଲାଣି ଚେର। ମାଲ୍ବୋଝେଇ ଭାରିଯାନ ଗଲେ ଥରିଉଠୁଛି। ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ କାମାକ୍ଷାନଗର ବ୍ଲକ…
ବିପଦ ବଢ଼ାଉଛି ବିଦ୍ୟୁତ୍ ଫାଶ
ଖମାର,୧୯ା୧୧ (ଡି.ଏନ.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍ ତାର। ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି ବନ୍ୟଜନ୍ତୁ। କୁଟୁରା, ବାର୍ହା, ଶମ୍ବର ଆଦି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ବସାଯାଉଥିବା ଏହି ବିଦ୍ୟୁତ୍ ଫାଶ ଅନେକ ସମୟରେ ଐତିହ୍ୟ…
ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ
ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍ନିକ୍ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି ପରିସ୍ଥିତି…
ବିଭାଗୀୟ ଅଧିକାରୀଙ୍କ ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ
ଗଞ୍ଜାମ,୧୯ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ସୁଦୃଢ଼ିକରଣ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଶୁକ୍ରବାର ପରିଦର୍ଶନ କରିଛନ୍ତି। କ୍ୱାଲିଟି ଆନ୍ସୁରାନ୍ସ ଚି଼ଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଆନ୍ସୁରାନ୍ସ ଆଡିସନାଲ ଚି଼ଫ…
ଘୁମୁସର ଜିଲା ଦାବିରେ ଜୋରଦାର ହେବ ଆନ୍ଦୋଳନ
ଭଞ୍ଜନଗର,୧୯।୧୧(ଡି.ଏନ.ଏ): ୧୯୯୩ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ଘୋଷଣା କରିଥିଲେ। ସେ ସମୟରେ କିନ୍ତୁ ଆଉ କିଛି ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରି ପାରି…
Archives


