ମା’ ହେଲେ ବାଘୁଣୀ ଅଙ୍କିତା, ନନ୍ଦନକାନରେ ୪ ନୂଆ ଅତିଥି
ବାରଙ୍ଗ,୧୭।୨(ଡି.ଏନ୍.ଏ.): ଏବେ ନନ୍ଦନକାନନରେ ୪ ଅତିଥିଙ୍କୁ ଦେଖିବାକୁ ମିଳିବ। ବାଘୁଣୀ ଅଙ୍କିତା ଶୁକ୍ରବାର ୪ ଶାବକଙ୍କୁ ଜନ୍ମ ଦେଇଛି। ବାଘ ନନ୍ଦନ ଓ ଅଙ୍କିତାର ମିଳନରେ ୪ ଶାବକ ଜନ୍ମ ନେଇଛନ୍ତି। ଅଙ୍କିତା ସେମାନଙ୍କୁ ଠିକ୍ ଭାବେ ସ୍ତନ୍ୟପାନ କରାଉଥିବା ଜଣାପଡ଼ିଛି।…
ଝିଅ ବାହାଘର ପାଇଁ ଟଙ୍କା ଉଠାଇ ଫେରୁଥିଲେ ବାପା: ଝାମ୍ପି ନେଇଥିବା ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଯାଜପୁର ଅଫିସ,୧୭।୨: ଯାଜପୁର ଜିଲା ଧର୍ମଶାଳା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହା ସହ ଦୁଇଟି ମୋବାଇଲ, ମନିପର୍ସ ଜବତ ହୋଇଥିବା ନେଇ ଅତିରିକ୍ତ ଏସ୍ପି…
ଲାଞ୍ଚ ନେଇ ଜେଲ ଗଲେ ଆର୍ଆଇ
କୁଚିଣ୍ଡା,୧୭ା୨(ଡି.ଏନ୍.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ ଅଧୀନ ଗୋଛରା ରାଜସ୍ବ ନିରୀକ୍ଷକ(ଆର୍ଆଇ) ସତ୍ୟନାରାୟଣ କଉଡି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ…
ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଟିଟିଲାଗଡ,୧୭।୨(ଡି.ଏନ.ଏ.): ରେହେନଭଟା ଗ୍ରାମ ନିକଟରେ ଟିଟିଲାଗଡକୁ ଯାଉଥିବା ରାସ୍ତାକଡ଼ରେ ଶୁକ୍ରବାର ପୋଲିସ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ସେ ହେଲେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ପିଟାପଡାର ସୁରେଶ ଘିବେଲାଙ୍କ ପୁଅ ନଟୁ ଘିବେଲା(୨୩ )। ମୃତଦେହ ନିକଟରେ ଏକ…
୬ ଦିନ ପରେ ଧରାପଡ଼ିଲେ ଫେରାର କଏଦୀ
ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମଦନପୁର ରାମପୁର ସବ୍ ଜେଲ ପାଚେରି ଡେଇଁ ଜଣେ ବିଚାରାଧୀନ କଏଦୀ ଗତ ୧୧ ତାରିଖରେ ଚମ୍ପଟ ମାରିଥିଲେ। ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝୀ ବୋଲି ଜଣାପଡିଥିଲା। ନର୍ଲା…
ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ, ଥାନାରେ ଅଟକ
ଟିକିରି,୧୭ା୨(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଡି କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଦିବାସୀ ସାହିର ଏକ ଘରୁ ଜଣେ ମହିଳାଙ୍କ ଏକ ମୃତଦେହ ଜବତ କରିଛି ଦୋରାଗୁଡ଼ା ପୋଲିସ। ହତ୍ୟା ସନ୍ଦେହରେ…
ଦ୍ୱିତୀୟ ଦିନରେ ଓ୍ବାଚ୍ମ୍ୟାନ, ସୁଇପର ନିଯୁକ୍ତି ବିବାଦ
ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକକୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାରଠାରୁ ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ଏକ ନିର୍ଦ୍ଦିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠୀକୁ ସୁଇପର ଓ ଓ୍ବାଚ୍ମ୍ୟାନ ଭାବେ ନିଯୁକ୍ତି ଦେଇଥିବା ବିରୋଧରେ ଫାଟକରେ…
୪ କିଲୋ କାଟିବା ପାଇଁ ମିଲର୍ସଙ୍କ ଧମକ
କୁତ୍ରା,୧୭।୨(ଡି.ଏନ୍.ଏ.): ଧାନମଣ୍ଡିରେ ଏବର୍ଷ କଟ୍ନୀଛଟ୍ନୀ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଦୃଢୋକ୍ତି ପ୍ରକାଶ କରିଥିଲେ। କଟ୍ନୀ ଛଟ୍ନୀ ହେଲେ ମିଲର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…
ନିର୍ମାଣର ମାସେ ନ ପୁରୁଣୁ ପାଚେରି ଫାଟି ଆଁ
ଖଡ଼ିଆଳ,୧୭।୨(ଡି.ଏନ.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମ ପଞ୍ଚାୟତ ଅଫିସରେ ନିର୍ମାଣ ହୋଇଥିବା ପାଚେରୀ କାମ ମାସେ ନ ପୁରୁଣୁ ସ୍ଥାନେ ସ୍ଥାନେ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ତେବେ ଅତିନିମ୍ନର କାମ ଯୋଗୁ ପାଚେରୀର ଏହିପରି…
ଅପରାଧୀଙ୍କୁ ସାବାଡ଼ କରିବ ମିଶନ୍ ବୁଲ୍ଡୋଜର
ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏବେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛି। ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଚଳାଇଛି ମିଶନ୍ ବୁଲଡୋଜର। ଗୁରୁବାର ଚତୁର୍ଥଦିନରେ ପୋଲିସ ଅଭିଯୁକ୍ତ ଶ୍ରୀପତି ସିଂଙ୍କ ରାଜୀବନଗରପଡା…
ହସ୍ତାନ୍ତର ହେଲା ଜବତ ୨୦ ମୋବାଇଲ
ସୋହେଲା,୧୭।୨(ଡି.ଏନ.ଏ.): ଦୁର୍ଗାପୁଜା ସମୟରେ ଚୋରି ହୋଇଥିବା ୨୦ଟି ମୋବାଇଲ ଫୋନକୁ ସୋହେଲା ପୋଲିସ ଜବତ କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ମୋବାଇଲଗୁଡିକର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ଗୁରୁବାର ସୋହେଲା ଥାନା ପରିସରରେ ଏକ ଖବରଦାତା…
ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ
ବ୍ରହ୍ମପୁର ଅଫିସ,୧୭ା: ଗଞ୍ଜାମ ଜିଲା ଗୋପାଳପୁର ଲେବଲକ୍ରସିଂ ନିକଟ ରେଳଧାରଣାରୁ ଜିଆରପି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାରର କୈଳାସ ଗୌଡ଼ଙ୍କ ପୁଅ ଦୀପକ କୁମାର (୨୬)। ପୋଲିସ ମୃତ…

