ଆମ ଜିଲା ଖବର

ହୋମ୍‌ଗାର୍ଡଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର/ଆନନ୍ଦପୁର, ୧୭ା୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଧୀନ ଦେଓଗାଁ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଜଣେ ହୋମଗାର୍ଡଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣା ଏଭଳି ବୀଭତ୍ସ ଥିଲା ଯେ, ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ…

ମୋତେ ମାରିବାକୁ ଉଦ୍ୟମ ହୋଇଥିଲା: ଜୟନାରାୟଣ

ସମ୍ବଲପୁର,୧୭ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏଏସ୍‌ଆଇ ଗୁଳି କରି ହତ୍ୟା କରିଥିଲେ। କେବଳ ନବ ଦାସ ନୁହନ୍ତି, ରାଜ୍ୟରେ ଘଟିଥିବା ଅନେକ ହତ୍ୟା ଘଟଣାରେ ବିଜେଡିର ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ରହିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ସମାଲୋଚନା କରିଥିଲି।…

ବାଇକ୍‌କୁ ପିଟିଲା ଟ୍ରକ୍‌: ଚାଲିଗଲା ବାପ-ପୁଅଙ୍କ ଜୀବନ

ନୂଆପଡ଼ା ଅଫିସ୍‌,୧୬।୨(ଡି.ଏନ୍‌.ଏ): ନୂଆପଡ଼ା ଜିଲା ଲଖନା ଥାନା କୁସଦହନାସ୍ଥିତ ବିଜୁ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ଥାନା ମିଛାପାଲି ଗାଁର…

ଗର୍ଭବତୀ ହରିଣକୁ ଧକ୍କା ଦେଲା ଗାଡ଼ି: ମା’ ମୃତ, ଛୁଆ ସୁସ୍ଥ

କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କା ଦେଇଫଳରେ ହରିଣର ପେଟ ଫାଟି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ…

ମାରପିଟ ମାମଲାରେ ୨ ଗିରଫ

ବ୍ରହ୍ମପୁର ଅଫିସ,୧୬ା୨- ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାରପିଟ ମାମଲାରେ ନିମଖଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗ୍ରାମର ପପୁନ ତରାଇ(୨୧), ବିନୋଦ ବରାଡ଼ ଓରଫ ନାନୁ(୨୦)। ମାମଲା ନମ୍ବର ୫୮/୨୩ରେ ଉଭୟ ଅଭିଯୁକ୍ତଙ୍କୁ…

ପୁରୀରୁ ନାବାଳିକା ଉଦ୍ଧାର: ଜେଲ ଗଲେ ଅପହରଣକାରୀ

ବ୍ରହ୍ମପୁର ଅଫିସ,୧୬ା୨: ବ୍ରହ୍ମପୁର ନିମଖଣ୍ଡି ପୋଲିସ ଅପହରଣ କରାଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସେହିପରି ଅପହରଣକାରୀ ଯୁବକଙ୍କୁ ମଧ୍ୟ ସେଠାରୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ସଦର ଥାନା ଅଞ୍ଚଳର ସୁରଜ ସାହୁ(୨୧)। ଗୁରୁବାର ପୋଲିସ ଉଭୟ…

ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଧରିଲା ପୋଲିସ

ସୋରଡ଼ା,୧୬।୨: ଗଞ୍ଜାମ ଜିଲା ସୋରଡ଼ା ପୋଲିସକୁ ଗୁରୁବାର ଏକ ସଫଳତା ମିଳିଛି। ପୋଲିସ ଗୋଡ଼ାଇ ଗୋଡ଼ାଇ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଭ୍ୟାନ୍‌ରେ ୧୪ଟି ବସ୍ତାରେ ୩୫୦ କେଜି ଗଞ୍ଜେଇ ଥିବା ଜଣାପଡିଛି। ଏହାର ଆନୁମାନିକ…

ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୯୦/୨୩) ରୁଜୁ କରି ଘଟଣାର ତଦନ୍ତ ଜାରି…

ଦିନ ଦ୍ୱିପ୍ରହରେ ମହିଳାଙ୍କଠାରୁ ଝାମ୍ପିନେଲେ ଲକ୍ଷେ ଟଙ୍କା

ଢେଙ୍କାନାଳ ଅଫିସ,୧୬।୨: ଦିନ ଦ୍ୱିପ୍ରହରେ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ। ଦୁଇ ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ଆଖି ପିଛୁଳାକେ ମହିଳାଙ୍କଠାରୁ ଲକ୍ଷେ ଟଙ୍କା…

୩ ଦିନ ହେବ ନିଖୋଜ ଥିଲେ ବ୍ୟବସାୟୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଛତିଆ,୧୬l୧(ଡି.ଏନ.ଏ.): ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ଯୁବ ବ୍ୟବସାୟୀ ହିମାଂଶୁ ଦାସଙ୍କ ଝୁଲନ୍ତା ମୃତଦେହ କଟକ ଯାଜପୁର ସୀମାନ୍ତ ଜଙ୍ଗଲରୁ ଟାଙ୍ଗୀ ପୋଲିସ ଜବତ କରିଛି। ମୃତକ ଦାସ ଦୀର୍ଘଦିନ ଧରି ଛତିଆ ବଜାରରେ ଏକ ଷ୍ଟେଶନାରୀ ଦୋକାନ କରିଥିଲେ। ହେଲେ…

ବ୍ଲକ, ଏନ୍‌ଏସି ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭଞ୍ଜନଗର,୧୬।୨(ଡି.ଏନ.ଏ)-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ହିତାଧିକାରୀଙ୍କ ୧୦ କେଜି ଚାଉଳରୁ ୫ କେଜି କଟିବା ପ୍ରତିବାଦରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ବିଜେଡି ପକ୍ଷରୁ ଗୁରୁବାର ବ୍ଲକ ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଗଜପତି ଜିଲା ବାଲ୍ୟବିବାହମୁକ୍ତ

ପାରଳାଖେମୁଣ୍ଡି, ୧୬ା୨(ଡି.ଏନ୍‌.ଏ): ଗଜପତି ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ଓ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେରେ ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?