ଆମ ଜିଲା ଖବର

ଭିସୁଟ୍‌ ପୁରାତନ ଛାତ୍ରୀଙ୍କ ମୃତଦେହ ମିଳିଲା

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲରୁ ଜବତ କରିଛି। ପ୍ରିୟଦର୍ଶିନୀଙ୍କ ମା’…

ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି।…

୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ

ଜଗତ୍‌ସିଂହପୁର ଅଫିସ,୨ା୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍‌ଷ୍ଟାଣ୍ଡ ଆଗ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା…

ମଙ୍ଗଳସୂତ୍ର ଝାମ୍ପି ୪ ଗିରଫ

ହିଞ୍ଜିଳିକାଟୁ,୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମକରଝୋଳ ଛକଠାରେ ଗତ ଫେବୃୟାରୀ ୨୫ରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍‌ ଘଟଣାରେ ବୁଧବାର ୪ ଜଣଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି। ଗିରଫ ଳୁଟେରାମାନେ ହେଲେ ଆସିକା…

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ଦାସ ସୂଚନା…

ଜଙ୍ଗଲରେ ମହିଳାଙ୍କୁ ଦଳିମାରିଲା ହାତୀ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲସର ଗାଁ ନିକଟ ଛୁଆଲି ଘାଟି ଜଙ୍ଗଲରେ ବୁଧବାର ମଧ୍ୟାହ୍ନରେ ଯୁବକ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ କୌଣସି କାମରେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ମହିଳାଙ୍କୁ ହାତୀ…

ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି…

ତାଲା ଭାଙ୍ଗି ଆର୍ମି ଅଫିସରଙ୍କ ଘରୁ ସବୁ ଲୁଟିନେଲେ ଦୁର୍ବୃତ୍ତ

ବାଲିଗୁଡ଼ା,୧ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାତିରେ ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି।…

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ହୋମଗାର୍ଡ

ବାଲେଶ୍ୱର ଅଫିସ,୧ା୩: ବାଲେଶ୍ୱର ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଥାନା ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ସୂଚନାରୁ ଜଣାଯାଏ, ଗତ ୪…

ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା

କୋଦଳା,୧।୩(ଡି.ଏନ୍‌.ଏ.): ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା କୋଦଳା ଏନ୍‌ଏସି ଅଞ୍ଚଳରେ। ପ୍ରଶାସନ ହସ୍ତକ୍ଷେପ କରି ୩…

ଛାତ୍ରୀଙ୍କୁ ମାଡ଼ ମାମଲା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ବରଗଡ଼ ଅଫିସ,୧।୩: ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ନଲିଆଖଣ୍ଡି ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ହେବା ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ଜିଲା ଶିକ୍ଷା…

ଭଞ୍ଜସେନା ଛାତ୍ର ସଙ୍ଗଠନ ଘେରିଲା ଜିଲାପାଳଙ୍କ କାର୍ଯ୍ୟାଳୟ

ବାରିପଦା ଅଫିସ,୧।୩: ମୟୁରଭଞ୍ଜ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ଦାବିରେ ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଛାତ୍ର ଶାଖା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯାଳୟ ଘେରାଉ କରାଯାଇଛି । ଜିଲାରେ ବନ୍ଦ ହୋଇ ପଡିଥିବା ହୋମିଓପ୍ୟାଥିକ ଓ ଆୟୁର୍ବେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?