ଆମ ଜିଲା ଖବର

ଆସନ୍ତା ୯ରେ ପଡ଼ିଥାନ୍ତା ହାତଗଣ୍ଠି, ଫେରିବା ବାଟରେ ଅପେକ୍ଷା କରିଥିଲା ଯମ

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି। ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା। ବନ୍ଧୁ ବାନ୍ଧବଙ୍କୁ ଡକା ମଧ୍ୟ ସରିଛି। ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା…

ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀକୁ ସ୍ନାନ ପାଇଁ ଯାଉଛନ୍ତି ଶିଶୁ

ଲାଠୋର,୨।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କ୍ଲଷ୍ଟର ଅଧୀନ ମସିଣା ଗ୍ରାମରେ ଥିବା ଋତୁକାଳୀନ ଆବାସିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଗଁା ପୋଖରୀକୁ ଯାଇ ଶୌଚ ଓ ସ୍ନାନାଦି କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ପ୍ରତି…

ବସ୍‌ଷ୍ଟାଣ୍ଡ ଅଛି, ବସ୍‌ ଆସୁନାହିଁ

ବଲାଙ୍ଗୀର ଅଫିସ, ୨ା୩: ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅଦୂରଦର୍ଶିତା ତଥା ବିଚିତ୍ର ନିଷ୍ପତ୍ତି ବଲାଙ୍ଗୀର ସହରର ଚଳଚଞ୍ଚଳ ସରକାରୀ ବସଷ୍ଟାଣ୍ଡକୁ ଏବେ ଜନଶୂନ୍ୟ କରିଦେଇଛି। ଦୂରଦୃଷ୍ଟିର ଅଭାବ ଯୋଗୁ ଯାତ୍ରୀମାନେ କିଭଳି ହନ୍ତସନ୍ତ ହୁଅନ୍ତି ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ…

୫ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨।୩(ସ୍ବ.ପ୍ର.): ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବେ। ୧୮୨ କୋଟି ବ୍ୟୟ ଅଟକଳରେ ନିର୍ମିତ ୪ ଲାଇନ ବିଶିଷ୍ଟ ବିଜୁ ଏକ୍ସପ୍ରେସୱେ ଉଦଘାଟନ କରିବେ। ଏହାସହ ପ୍ରାୟ ୩ କୋଟିରୁ ଊଦ୍ଧର୍‌ବ ଟଙ୍କାରେ ନିର୍ମିତ ଧର୍ମଗଡ଼…

ଭୂତକୋଠି ପାଲଟିଛି ସୁଲଭ ଶୌଚାଳୟ

ଭେଡେନ,୨।୩(ଡି.ଏନ.ଏ.): ବରଗଡ ଜିଲା ଭେଡେନ ଟ୍ରେକର ଷ୍ଟାଣ୍ଡ ନିକଟରେ ଥିବା ସୁଲଭ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇ ଭୂତକୋଠି ପାଲଟିଛି। ଲୋକେ ଏହାର ସୁଯୋଗ ନେଇ ଅଳିଆ ଆବର୍ଜନା ଏହା ଭିତରକୁ ଫିଙ୍ଗିଦେଉଥବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ…

ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିବାଦ

ଭଦ୍ରକ ଅଫିସ,୨ା୩: ଭଦ୍ରକ ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଗୁରୁବାର ମୋହରିର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଭଦ୍ରକ ପୁରୁଣା କୋର୍ଟ ପରିସରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଜମି କିଣାବିକା ପାଇଁ ଆସୁଥିବା ଜନସାଧାରଣ ଓ ମୋହରିରମାନଙ୍କୁ ଉଚିତ ସେବା…

ଗ୍ୟାସ୍‌ ଦରବୃଦ୍ଧି ନେଇ ଏସ୍‌ୟୁସିଆଇ ପକ୍ଷରୁ ବିକ୍ଷୋଭ

ବାରିପଦା ଅଫିସ,୨ା୩: ଇନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ନେଇ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ। ଦାବି ପୂରଣ…

ଶ୍ରୀମନ୍ଦିରରେ ହୋଇନି ସ୍ବତନ୍ତ୍ର ର଼୍ୟାମ୍ପ ବ୍ୟବସ୍ଥା

ପୁରୀ ଅଫିସ, ୨ା୩: ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ତେଣୁ ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର ର଼୍ୟାମ୍ପ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେବା ପରେ ଉତ୍ତରଦ୍ୱାରଠାରୁ ଘଣ୍ଟିଦ୍ୱାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର…

ଛାଡ଼ପତ୍ର ଦେଲେନି ବୋଲି…ବୋହୂଙ୍କ ଗୋଡ଼ ଭାଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨।୩: କୁହାଯାଏ ବିବାହ ଏକ ପବିତ୍ର ବନ୍ଧନ। ଦାମ୍ପତ୍ୟ ଜୀବନ ଆରମ୍ଭ ହେଲେ ଅଜାଡ଼ି ହୋଇପଡ଼େ ଗୁରୁଜନଙ୍କ ଆଶୀର୍ବାଦ। ନବଦମ୍ପତିଙ୍କ ସୁଖମୟ ଜୀବନ କାମନା କରନ୍ତି ସଭିଏଁ। ହେଲେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତର ସରବେରେଣି…

ଅବ୍ୟବସ୍ଥାରେ କୁସୁମଗାଡ଼ିଆ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ କୁସୁମଗାଡ଼ିଆ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୩ ମାସ ହେଲା ଶିଶୁମାନଙ୍କୁ ଅଣ୍ଡା ମିଳୁନାହିଁ। ୮ବର୍ଷ ହେଲା ଉକ୍ତ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ…

ପ୍ରହସନ ପାଲଟିଛି ମାଣ୍ଡିଆ ମଣ୍ଡି

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.)୨।୩: ସରକାର ମିଲଟ ମିଶନ ଯୋଜନାରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ମାଣ୍ଡିଆ ଚାଷକୁ ବୃଦ୍ଧି କରିବା ପାଇଁ ସରକାର ଉନ୍ନତ ମାନର ବିହନ ଯୋଗାଇ ଦେବା ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରୁଛନ୍ତି। ଅମଳ ମାଣ୍ଡିଆକୁ…

ବିଭୁ ହୋତା ପାଇଲେ କିଶୋରୀଚରଣ ପୁରସ୍କାର

କଟକ ଅଫିସ, ୨ା୩: କଥାକାର କିଶୋରୀଚରଣ ଦାସଙ୍କ ୯୯ତମ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। କିଶୋରୀଚରଣ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଉତ୍ସବକୁ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ଉଦ୍‌ଘାଟନ କରି କହିଥିଲେ, କିଶୋରୀଚରଣ ଥିଲେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?